Browsing Category

Top Stories

Twitterର ନୀଳ ପକ୍ଷୀକୁ ମିଳିଗଲା ମାଲିକ, ନିଲାମରେ ଡକାଗଲା ଏତିକି ଟଙ୍କା

ନୂଆଦିଲ୍ଲୀ: ଆଜି ବି କିଛି ଲୋକେ ଟ୍ୱିଟରକୁ ନୀଳ ପକ୍ଷୀ ନାମରେ ଜାଣିଛନ୍ତି । କିନ୍ତୁ ଯେବେଠାରୁ ଏଲନ ମସ୍କ ଏହାର ମାଲିକାନା ଗ୍ରହଣ କରିଛନ୍ତି, ସେ ଏଥିରେ ବଡ଼ ପରିବର୍ତ୍ତନମାନ କରିଛନ୍ତି । ସେ ଟ୍ୱିଟରର ନାମ ସହ…

IPL 2025 Opening Ceremony: କିଙ୍ଗ ଖାନଙ୍କ ବାଦଶାହତ୍‌, ଶ୍ରେୟା-କରଣଙ୍କ ମଧୁର କଣ୍ଠସ୍ୱର, ଦିଶା ପାଟନୀଙ୍କ ଠୁମକାରେ ଝୁମିବେ ଦର୍ଶକ

ନୂଆଦିଲ୍ଲୀ: ଆଇପିଏଲକୁ ୧୮ ବର୍ଷ ପୂରିଛି । ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ସମସ୍ତ ପ୍ରସ୍ତୁତି ସରିଛି । ଏହି ସିଜନର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ମଧ୍ୟରେ ଖେଳାଯିବ ।…

Breaking: ସମୁଦୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସମୁଦୀ, ଯୁବକଯୁବତୀ କରିଥିଲେ ପ୍ରେମ ବିବାହ

ଭୁବନେଶ୍ବର: ସମ୍ବଲପୁରରେ ବିଭତ୍ସ ହତ୍ୟା । ସମୁଦୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସମୁଦୀ । ଏଭଳି ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ କିସିଣ୍ଡା ଥାନା ଗଞ୍ଜାବାହାଲରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଖବର…

ବିଜେପି ନେତା ନିଜ ସ୍ତ୍ରୀ ସମେତ ଚାରି ଜଣଙ୍କୁ ମାରିଲେ ଗୁଳି, ପୁଅ ଏବଂ ଝିଅର ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସହାରନପୁରରେ ଆଜି ଦ୍ୱିପ୍ରହରରେ ଜଣେ ବିଜେପି ନେତା ନିଜ ସ୍ତ୍ରୀ ଏବଂ ପିଲାଛୁଆଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଏଥିରେ ତାଙ୍କ ଝିଅ ଏବଂ ପୁଅଙ୍କର ମୃତ୍ୟୁ ଘଟିଛି । ସ୍ତ୍ରୀ…

ଏମିତି ନକଲେ ଲ୍ୟାପଟପ୍ ଦେଇଦେବ ଧୋକା, ଅଧିକ ଦିନ ବ୍ୟବହାର ପାଇଁ ଏହି ଟିପ୍ସକୁ ଆପଣାନ୍ତୁ

ଓଡ଼ିଶା ଭାସ୍କର: ପାଠ ପଢାଠାରୁ ଆରମ୍ଭ କରି ଅଫିସ୍ କାମ ପର୍ଯ୍ୟନ୍ତ, ଲ୍ୟାପଟପ ଅନେକ ଆବଶ୍ୟକତାକୁ ପୂରଣ କରିଥାଏ । ଅନେକ ଲୋକେ କାମ ସହ ମନୋରଞ୍ଜନ ପାଇଁ ମଧ୍ୟ ଏହାର ବ୍ୟବହାର କରିଥାଆନ୍ତି । ତେବେ ଲ୍ୟାପଟପକୁ ଅନେକ ଦିନ…

ବଦଳିଲା ପାଗ: ସକାଳୁ ଜାରି ରହିଛି ବର୍ଷା, ଏହି ଜିଲ୍ଲାକୁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ବଦଳିଛି ପାଗର ମିଜାଜ । ତାତିରୁ ତ୍ରାହି ମିଳିବା ସହିତ ବର୍ଷା ମଧ୍ୟ ଜାରି ରହିଛି । ତେବେ ଆହୁରି ମଧ୍ୟ ଦୁଇ ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା, ମୁଖ୍ୟ ସାକ୍ଷୀ ଗୁରୁତର

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା । ମୁଖ୍ୟ ସାକ୍ଷୀ ଗୁରୁତର ହୋଇଥିବା ଜଣାପଡ଼ିଛି । ମୁଖ୍ୟ ସାକ୍ଷୀ ମୋନୁ ପ୍ରସାଦ ଏକ ଦୁର୍ଘଟଣାରେ ଗୁରୁତର ହୋଇଥିବା ସୂଚନା ରହିଛି ।…

ଭୁବନେଶ୍ୱରରେ ୯୦ ହଜାର ତଳକୁ ଖସିଲା ସୁନା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ

ଭୁବନେଶ୍ୱର: ଲଗାତାର ସୁନା ଦର ବଢିବା ପରେ ଆଜି ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟ କମିଥିବା ନଜର ଆସିଛି । କିଛିଦିନ ତଳେ ସୁନା ଦର ୯୦ ହଜାର ଛୁଇଁଛି । ଏହା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ତେବେ ଆଜି…

କାଙ୍ଗାଳ ପାକିସ୍ତାନକୁ ବି ଦରକାର Starlink ସେବା, ଜାଣନ୍ତୁ କେତେ ରହିବ ଏହାର ମୂଲ୍ୟ

ନୂଆଦିଲ୍ଲୀ: ପାକିସ୍ତାନରେ ଖାଦ୍ୟ ଦର ଠାରୁ ଅନ୍ୟାନ୍ୟ ସମସ୍ତ ସାମଗ୍ରୀର ଦରଦାମ ଦିନକୁ ଦିନ ବୃଦ୍ଧି ପାଇ ଆକାଶ ଛୁଇଁଛି । ଏଠାରେ ଲୋକେ ଅଟା କିଣିବାକୁ ଖୁବ କଷ୍ଟ କରୁଛନ୍ତି । ତେବେ ଏହାରି ମଧ୍ୟରେ ପାକିସ୍ତାନ…

ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ଶ୍ରୀଜିଉଙ୍କର ହେଲା ବଡ଼ ମହାସ୍ନାନ

ଭୁବନେଶ୍ବର: ଶ୍ରୀମନ୍ଦିରରେ ବଡ଼ ଅଘଟଣ । ଶ୍ରୀଜିଉଙ୍କର ହେଲା ବଡ଼ ମହାସ୍ନାନ । ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି । ସୂଚନା ଅନୁସାରେ, ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ ଲାଗି…