Browsing Category

Top Stories

IPL 2025: ଖୁସିରେ କ୍ରିକେଟ ଖେଳିଲା ଗୁଗୁଲ, କ୍ଲିକ କରି ଦେଖନ୍ତୁ ଯାଦୁ

ନୂଆଦିଲ୍ଲୀ: IPL 2025ର ମହାସମର ଆଜିଠୁ ଆରମ୍ଭ ହୋଇଛି । ଏହା ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଇଭେଣ୍ଟ ଏବଂ Google ମଧ୍ୟ ଏହାକୁ ପାଳନ କରିବା ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛି । ଗୁଗୁଲ୍ ତାର ଡୁଡଲ୍…

ସରକାରୀ କର୍ମଚାରୀଙ୍କର ବଢିଗଲା ମହଙ୍ଗା ଭତ୍ତା, ୧ ଏପ୍ରିଲରେ ହେବ ଲାଗୁ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ବଢିଲା ମହଙ୍ଗା ଭତ୍ତା । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ଶୁକ୍ରବାର ଦିନ ତ୍ରିପୁରା ବିଧାନସଭାରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ଜାରି…

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ୨୦୨୬-୨୭ରୁ ଲାଗୁ ହେବ ନୂଆ ସିଲାବସ୍

ଭୁବନେଶ୍ଵର: ନୂଆ ସିଲାବସ୍ କୁ ନେଇ ବଡ଼ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ୍‌ ଲାଗୁ ହେବ। ଏନଇପି ଲାଗୁ ପରେ…

ଜାରି ହେଲା ଗ୍ରାମୀଣ ଡାକ ସେବକ ନିଯୁକ୍ତିର ମେରିଟ୍ ଲିଷ୍ଟ, ଏହି ତାରିଖ ସୁଦ୍ଧା ଯାଞ୍ଚ କରନ୍ତୁ ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ ଡାକ ପକ୍ଷରୁ ଗ୍ରାମୀଣ ଡାକ ସେବକ (ଜିଡିଏସ) ନିଯୁକ୍ତି ପାଇଁ ମେରିଟ୍ ଲିଷ୍ଟ ଜାରି ହୋଇଛି । ଇଣ୍ଡିଆ ପୋଷ୍ଟ ୨୨ଟି ରାଜ୍ୟ ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ତାଲିକା ଅଫିସିଆଲ୍…

ମେଡିକାଲ କ୍ୟାମ୍ପସ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ମେଡିକାଲ କ୍ୟାମ୍ପସ ଭିତରୁ ମିଳିଲା ଝୁଲନ୍ତା ମୃତଦେହ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରେଲଓ୍ୱେ ମେଡିକାଲ କ୍ୟାମ୍ପସ ଭିତରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକଙ୍କ ନାମ ସୀମାଞ୍ଚଳ ଭୋଇ…

ଆଜିଠୁ ଆଇପିଏଲ ମହାସମର ଆରମ୍ଭ, ଘରେ ବସି ଦେଖିପାରିବେ ଲାଇଭ୍ ମ୍ୟାଚ୍

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର । କୋଲକାତା ଇଡେନ୍ ଗାର୍ଡେନ୍ସରେ ହେବ ପ୍ରଥମ ମୁକାବିଲା । କେକେଆର-ଆରସିବି ମଧ୍ୟରେ ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୬ଟାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ଓ ୭ଟା ୩୦ରେ…

IFS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ କେଉଁଠି ମିଳିଲା ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି (୨୧ ମାର୍ଚ୍ଚ) ବରିଷ୍ଠ ଆଇଏଫଏସ ଅଧିକାରୀମାନଙ୍କର ଏକ ବଡ଼ ଧରଣର ବଦଳି କରିଛନ୍ତି। ଏହି ସମ୍ପର୍କରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି।…

ଯାଜପୁର ଟାଟା ଷ୍ଟିଲ୍‌ରେ ଅଘଟଣ: ଜଣେ ମହିଳା ସମେତ ୮ ଶ୍ରମିକ ଆହତ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଆଜି ଘଟିଯାଇଛି ଏକ ଅଘଟଣ । ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣରେ ୮ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ…

ମହିଳାଙ୍କୁ ଦୁର୍ୱ୍ୟବହାର ପଡିଲା ମହଙ୍ଗା: ବଦଳିଲେ ବିଡାନାସୀ ଥାନା IIC ଯୁବରାଜ ସ୍ୱାଇଁ

କଟକ : ବଦଳିଲେ ବିଡାନାସୀ ଥାନା ଆଇଆଇସି ଯୁବରାଜ ସ୍ୱାଇଁ । ଥାନାକୁ ଆସିଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବଦଳି କରାଯାଇଛି । ମହିଳା ଜଣଙ୍କ ଡିଜିପିଙ୍କୁ ଜଣାଇବା ପରେ କାଯ୍ୟାନୁଷ୍ଠାନ ନିଆଯାଇଛି । ଯାହାଫଳରେ…

ସୁନ୍ଦରଗଡ଼ରେ ଓଲଟିଲା ସ୍କୁଲ ବସ୍, ୮ ଛାତ୍ରଛାତ୍ରୀ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଏକ ସ୍କୁଲ ବସ୍ ଓଲଟିପଡ଼ିଛି, ଯାହାଫଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସାମ୍ନାପଟୁ ଆସୁଥିବା ବାଇକକୁ ରାସ୍ତା ଦେବା ବେଳେ ଘଟିଛି ଏହି ଅଘଟଣ । ଦୁର୍ଘଟଣାରେ ଆହତ ହୋଇଥିବା ୮…