Browsing Category
Top Stories
ରେକର୍ଡ ଭାଙ୍ଗୁଛି ହଳଦିଆ ଧାତୁ, ଚଳିତ ବର୍ଷ ଏତିକି ଛୁଇଁବ ସୁନା ଦର
ନୂଆଦିଲ୍ଲୀ: ଦିନକୁ ଦିନ ବଢିଚାଲିଛି ସୁନା ଦର । ଦିନକୁ ଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ତେବେ ଭାରତୀୟ ବଜାର କଥା ଦେଖିଲେ 24 କ୍ୟାରେଟ୍ ସୁନାର ଦର 91 ହଜାର ବ୍ୟାପିଛି । ତେବେ ସୁନା ନିବେଶକାରୀଙ୍କ ପାଇଁ ଏହା…
ବେଙ୍ଗାଲୁରୁ ଇଞ୍ଜିନିୟରଙ୍କ ଦୁଃଖ: ‘ମୁଁ ପିଲା ଜନ୍ମ କରିବିନି… ମୋ ଫିଗର୍ ନଷ୍ଟ ହୋଇଯିବ’ସାଙ୍ଗରେ ରହିବା ପାଇଁ ସ୍ତ୍ରୀ ମାଗୁଛି ୫ ହଜାର…
ବେଙ୍ଗାଲୁରୁ: ସ୍ତ୍ରୀ ନାଁରେ ଅଭିଯୋଗ ଆଣିଲେ ବାଙ୍ଗାଲୁରୁର ଇଞ୍ଜିନିୟର । ନିଜ ସ୍ୱାମୀ ସହ ରହିବା ପାଇଁ ଦିନକ ପାଇଁ ସ୍ତ୍ରୀ ଡିମାଣ୍ଡ କରୁଛନ୍ତି ୫ ହଜାର ଟଙ୍କା । ଯାହାର ଭିଡିଓ ପୀଡ଼ିତ ଶ୍ରୀକାନ୍ତ ସୋସିଆଲ…
କିଟ୍ ମାମଲା: ୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ
ଭୁବନେଶ୍ୱର: କିଟ୍ କାଣ୍ଡ ନେଇ ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ । ଜୀବନ ହାରିବାର ୧୧ ମାସ ପୂର୍ବରୁ କିଟ୍…
ଭାରତର ସବୁଠାରୁ ଧନୀ ଏବଂ ସବୁଠାରୁ କମ ଦରମା ପାଇଥିବା ବିଧାୟକ କିଏ? ଏଡିଆର ରିପୋର୍ଟରେ ଅନେକ ନେତାଙ୍କ ନାମ ସାମିଲ
ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଭାରତର ସବୁଠାରୁ ଧନୀ ଏବଂ ଗରୀବ ବିଧାୟକ କିଏ? ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏଡିଆର ରିପୋର୍ଟ ଅନୁଯାୟୀ, ମୁମ୍ବାଇର…
World Happiness Report: ଅଷ୍ଟମ ଥର ପାଇଁଁ ଖୁସି ଦେଶ ତାଲିକାରେ ରହିଛି ପ୍ରଥମ, ଜାଣନ୍ତୁ କିଏ ଏବଂ ଭାରତର ସ୍ଥାନ କେତେ?
ନୂଆଦିଲ୍ଲୀ: ଆମର ସ୍ୱାସ୍ଥ୍ୟ କେବଳ ଆମର ଖାଦ୍ୟପେୟ ଏବଂ ଜୀବନଶୈଳୀ ଦ୍ୱାରା ପ୍ରଭାବିତ ହୁଏ ନାହିଁ, ବରଂ ଆମର ମନୋଭାବ ଦ୍ୱାରା ମଧ୍ୟ ପ୍ରଭାବିତ ହୁଏ । ସେଥିପାଇଁ ପ୍ରାୟତଃ କୁହାଯାଏ ଯେ ଖୁସି ରହିବା ଗୁରୁତ୍ୱପୂର୍ଣ୍ଣ।…
ପିଏମ ମୋଦୀଙ୍କ ବିଦେଶ ଯାତ୍ରାରେ ଖର୍ଚ୍ଚ ହୋଇଛି ଏତିକି କୋଟି, କେଉଁ ଦେଶର ଗସ୍ତ ସବୁଠୁ ମହଙ୍ଗା, ଜାଣନ୍ତୁ
ନୂଆଦିଲ୍ଲୀ: ଗତ ତିନି ବର୍ଷ ମଧ୍ୟରେ ପିଏମ ନରେନ୍ଦ୍ର ମୋଦୀଙ୍କର ବିଦେଶ ଯାତ୍ରା ଖର୍ଚ୍ଚ ହୋଇଛି ସମୁଦାୟ ୨୫୯ କୋଟି । ଏହି ସୂଚନା ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ଦାଖଲ କରାଯାଇଛି ।
ସୂଚନା ଅନୁଯାୟୀ, ପିଏମ ମୋଦୀ…
ଫାର୍ମାସିଷ୍ଟ-ଏମପିଏଚଡବ୍ଲୁ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର, ସପ୍ତାହକ ଭିତରେ ମେଧା ତାଲିକା
ଭୁବନେଶ୍ବର: ଆସନ୍ତା 1 ସପ୍ତାହ ମଧ୍ୟରେ ଫାର୍ମାସିଷ୍ଟ ଓ ଏମପିଏଚଡବ୍ଲୁ-ଏମ୍ ଚାକିରି ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଖୁବଶୀଘ୍ର ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ତେବେ ଏନେଇ ପ୍ରତିଶୃତି ଦେଇଛନ୍ତି ଓଡ଼ିଶା…
ଛତିଶଗଡ଼: ୮୦ ଦିନରେ ୧୧୩ ନକ୍ସଲ ନିହତ, ଡେଡଲାଇନ ପୂର୍ବରୁ ଆକ୍ସନରେ ଯବାନ
ରାୟପୁର: ବସ୍ତରରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ଗୁରୁବାର ଦିନ ବିଜାପୁର ଏବଂ କାଙ୍କେର ଜିଲ୍ଲାରେ ଦୁଇଟି ପୃଥକ ଏନକାଉଣ୍ଟରରେ ଅତି କମରେ ୩୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଦୁର୍ଭାଗ୍ୟବଶତଃ, ଏହି…
Google Play Storeରୁ ଡିଲିଟ କରାଗଲା ୩୦୦ରୁ ଅଧିକ ଆପ୍ସ, ଚୋରାଉଥିଲା କ୍ରେଡିଟ୍ କାର୍ଡର ଡାଟା
ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋର ହେଉଛି ସର୍ବାଧିକ ବ୍ୟବହୃତ ଆପ୍ ଷ୍ଟୋର୍। ଏଥିରେ ବହୁ ସଂଖ୍ୟକ ଆପ୍ ଉପଲବ୍ଧ, ଯାହା ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ କାର୍ଯ୍ୟକୁ ସହଜ କରିଥାଏ। ତଥାପି,…
ସାଙ୍ଗ ସାଜିଲା ବଇରୀ, କିଛି ଟଙ୍କା ପାଇଁ ସାଙ୍ଗକୁ ପିଟିପିଟି ହତ୍ୟା
ଭୁବନେଶ୍ବର: ସକାଳୁ ସକାଳୁ ହତ୍ୟାକାଣ୍ଡ । ସାଙ୍ଗକୁ ହତ୍ୟା କଲା ସାଙ୍ଗ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ସାମ୍ନାକୁ ଆସିଛି ଏହି ହତ୍ୟାକାଣ୍ଡ ମାମଲା ।
ଖବର ଅନୁସାରେ, ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟାକଲା ସାଙ୍ଗ…