Browsing Category

Top Stories

ବିଶ୍ୱର ଏହି ଦେଶଗୁଡ଼ିକ ସର୍ବାଧିକ ପେନସନ ଦିଅନ୍ତି, ଅବସର ପରେ ମଜାରେ ବିତିଥାଏ ଜୀବନ

ନୂଆଦିଲ୍ଲୀ:  କେନ୍ଦ୍ର ସରକାର UPS ଯୋଜନା କାର୍ଯ୍ୟକାରୀ କରିଛନ୍ତି । ପ୍ରକୃତରେ UPS ଯୋଜନାର ଅର୍ଥ ହେଉଛି ଏକୀକୃତ ପେନସନ ଯୋଜନା। ଏହି ଯୋଜନା ୧ ଏପ୍ରିଲ ୨୦୨୫ ରେ କାର୍ଯ୍ୟକାରୀ ହେବ । ଏହି ସ୍କିମ ସେମାନଙ୍କ…

(Video) କୋହଲି-ରିଙ୍କୁ ଓପନିଂ ସେରିମନିରେ ଦେଖାଇଲେ ନିଜର ଜଲୱା, ଶାହରୁଖଙ୍କ ଗୀତରେ ନାଚି, କରିଦେଲେ ଧୂଆଁ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ଓପନିଂ ସେରିମନି ଶାନଦାର ରହିଲା । କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଶନିବାର ଦିନ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଓପନିଂ ସେରିମନି ହୋଇଛି, ଏଥିରେ ଶ୍ରେୟା ଘୋଷାଲଙ୍କ ସମେତ ମନୋରଞ୍ଜନ…

ହେମଗିରିରେ ଡବଲ ମର୍ଡର: ମା’ ଓ ଝିଅକୁ ଟାଙ୍ଗିଆରେ ହାଣି କରାଗଲା ହତ୍ୟା

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗଡ଼ତୁମୁଲିଆରେ ହୋଇଛି ଡବଲ ମର୍ଡର । ମା’ ଓ ଝିଅକୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ନିଜ ସମ୍ପର୍କୀୟ ପୁତୁରା ସେମାନଙ୍କୁ ହାଣି ହତ୍ୟା କରିଥିବା…

ଦୁଲୁକିବ ଷ୍ଟାଡିୟମ-ବର୍ଷିବ ଚୌକାଛକା, ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ

ଭୁବନେଶ୍ବର: ଦକ୍ଷିଣ ଆଫ୍ରିକା ଦଳର ଭାରତ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ବାରବାଟୀରେ ଖେଳାଯିବ ମ୍ୟାଚ୍ । ଡିସେମ୍ବର ୯ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ । ଦକ୍ଷିଣ ଆଫ୍ରିକା…

ମଙ୍ଗଳ ଦେବ କରିବେ ଚନ୍ଦ୍ରମାଙ୍କ ରାଶିରେ ଗୋଚର, ଏହି ୩ ରାଶିର ଲୋକେ ହେବେ ଧନବାନ

ଓଡ଼ିଶା ଭାସ୍କର: ମଙ୍ଗଳ ମାର୍ଗୀ ଏପ୍ରିଲ ୩ ତାରିଖରେ ହେବାକୁ ଯାଉଛି । ମଙ୍ଗଳ ମାର୍ଗୀ ରାତି ୧ଟା ୩୧ ମିନିଟରେ କର୍କଟ ରାଶିରେ ଗୋଚର କରିବେ । ଏଥିରେ ଅନେକ ରାଶି ପ୍ରଭାବିତ ହେବେ । ମଙ୍ଗଳଙ୍କର ଏହି ଗୋଚର ଲାଭକାରୀ…

ରହସ୍ୟମୟ ନଦୀ…କିଛି ମାସ ବ୍ୟତୀତ ଏଠି ବର୍ଷସାରା ବୋହିଥାଏ ସୁନା!

ନୂଆଦିଲ୍ଲୀ: ସୁନା ଏକ ମୂଲ୍ୟବାନ ଧାତୁ । ଅତୀତ ଯୁଗରୁ ସୁନା ଇତିହାସର ଏକ ପ୍ରମୁଖ ବିନ୍ଦୁ ହୋଇଆସିଛି । ଆଜି ମଧ୍ୟ, ସୁନା ନିବେଶକୁ ଭଲ ଆର୍ଥିକ ସମ୍ବଳ ଭାବରେ ବିବେଚନା କରାଯାଏ । ତେବେ ଭାରତରେ ଏଭଳି ଏକ ନଦୀ ରହିଛି…

ବାର୍ଷିକ ଏତିକି ଟଙ୍କା ନିବେଶ କଲେ ପାଇବେ ୧,୦୩,୦୮,୦୧୫, ଜାଣନ୍ତୁ ହିସାବ

ନୂଆଦିଲ୍ଲୀ: ସରକାରୀ ନିବେଶ ଯୋଜନାରେ ପିପିଏଫ ଲୋକପ୍ରିୟ ସେଭିଙ୍ଗସ ସ୍କିମ । ଏହି ଲଙ୍ଗ ଟର୍ମ ପ୍ଲାନର ଆରମ୍ଭ ୧୯୬୮ରେ ହୋଇଥିଲା । ଏହାର ଉଦ୍ଦେଶ୍ୟ ନିବେଶକାରୀଙ୍କୁ ଆୟକର ଅଧିନିୟମ ୧୯୬୧ର ସେକ୍ସନ ୮୦ସି ଅନୁଯାୟୀ,…

ଅଣ୍ଟା ସାଇଜ 36ରୁ 32 କରିବାକୁ ଚାହୁଁଛନ୍ତି କି? ପ୍ରତିଦିନ ଏତିକି କିଲୋମିଟର ଦୌଡନ୍ତୁ

ନୂଆଦିଲ୍ଲୀ: ଦୌଡ଼ିବା କେବଳ ଓଜନ ହ୍ରାସ ପାଇଁ ନୁହେଁ ବରଂ ସାମଗ୍ରିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସବୁଠାରୁ ପ୍ରଭାବଶାଳୀ ବ୍ୟାୟାମ ମଧ୍ୟରୁ ଗୋଟିଏ । ଯଦିର ଅଣ୍ଟାର ଆକାର କମ୍ କରିବା ପାଇଁ ଚାହୁଁଛନ୍ତି ତେବେ ରୁଟିନରେ…

ଶ୍ରେୟା ଘୋଷାଲଙ୍କ ସହ ଦର୍ଶକ ଗାଇଲେ ‘ବନ୍ଦେ ମାତରମ’, ପୁଷ୍ପା ଧୁନରେ ଥରି ଉଠିଲା କୋଲକାତା

ନୂଆଦିଲ୍ଲୀ: ଆଇପିଏଲକୁ ୧୮ ବର୍ଷ ପୂରିଛି । ଇଣ୍ଡିଆନ ପ୍ରିମିୟର ଲିଗର ଓପନିଂ ସେରିମନି ଆରମ୍ଭ ହୋଇସାରିଛି । ଏହି ସିଜନର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ମଧ୍ୟରେ ଖେଳାଯିବ…

ବେଳାଭୂମିରେ ଦେଖାଗଲା ଏକ ଭୟଙ୍କର ଜୀବ, କଙ୍କାଳ ନା ଜଳପରୀ ତାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ୟୁକେ ସମୁଦ୍ରକୂଳରେ ଅଜବ ଜୀବ ଦେଖିବାକୁ ମିଳିଛି । ବାଲିରେ ଏକ ଜଳପରୀ ଆକାରର ରହିଥିବା ବେଳେ କିଛି ଲୋକ କଙ୍କାଳ ବୋଲି ମଧ୍ୟ କହୁଥିବା ଦେଖାଯାଇଛି । ଏହାର  ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ…