Browsing Category
Top Stories
ବିଚିତ୍ର! ଏହି ଗାଁରେ ବିବାହ ପରେ କନ୍ୟା ସାତ ଦିନ ପର୍ଯ୍ୟନ୍ତ ପିନ୍ଧନ୍ତିନି ପୋଷାକ
ନୂଆଦିଲ୍ଲୀ: ଭାରତୀୟ ବିବାହ ଧର୍ମ, ସମ୍ପ୍ରଦାୟ ଏବଂ ଅଞ୍ଚଳ ଅନୁସାରେ ଭିନ୍ନ ଭିନ୍ନ ରୀତିନୀତି ଏବଂ ପରମ୍ପରାରେ ପରିପୂର୍ଣ୍ଣ । ଅନେକ ରୀତିନୀତି ଏବଂ ଉତ୍ସବର ସାଙ୍କେତିକ ଅର୍ଥ ରହିଛି, ଯାହା ଦୁଇଟି ଆତ୍ମା ଏବଂ…
ତାଣ୍ଡବ ରଚୁଛି କାଳବୈଶାଖୀ, ଆହୁରି ବର୍ଷିବ !
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କୁଆପଥର ବର୍ଷା । ବିଭିନ୍ନ ସ୍ଥାନରେ କୁଆପଥର ସାଙ୍ଗକୁ ବର୍ଷା ଦେଖାଯାଇଛି । ତେବେ ଆଜି ବି ଅନେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ରବିବାର…
ସ୍ତ୍ରୀ-ସ୍ବାମୀ ଗୋଟିଏ ପଦବୀରେ ଚାକିରି କରୁଥିଲେ ମିଳିବନି ଭରଣପୋଷଣ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ସ୍ବାମୀ-ସ୍ତ୍ରୀଙ୍କର ଆର୍ଥିକ ଏବଂ ସାମାଜିକ ସ୍ଥିତି ଠିକ୍ ରହିଥିଲେ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜଣେ…
ଘର ବେଡରୁମରେ ଡବଲ ବ୍ଲାଷ୍ଟ, ପରିବାରର 4 ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ହରିୟାଣାର ଝାଜ୍ଜରର ବାହାଦୁରଗଡ଼ ସହରର ସେକ୍ଟର ୯ରେ ଏକ ଘର ଭିତରେ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଏହାସହିତ ଜଣେ ବ୍ୟକ୍ତି ଗୁରୁତର ଆହତ…
KKR vs RCB: IPL 2025 ପ୍ରଥମ ମ୍ୟାଚରେ ବାଜି ମାରିଲା RCB, KKR ଖେଳାଳୀକୁ ଧୋଇଦେଲେ କୋହଲି-ସଲ୍ଟ
ନୂଆଦିଲ୍ଲୀ: ଆଇପିଏଲ ବିଗୁଲ ବାଜି ଆଜିଠୁ ଆରମ୍ଭ ହୋଇଛି ମ୍ୟାଚ୍ । କେକେଆର ଓ ଆରସିବି ମଧ୍ୟରେ ଆଜି ପ୍ରଥମ ମ୍ୟାଚ ଖେଳାଯାଇଥିବା ବେଳେ ବାଜି ମାରିଛି ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ।
ପ୍ରଥମ ମ୍ୟାଚରେ କୋଲକାତା…
ଗ୍ରୀଷ୍ମ ଋତୁରେ ହୃଦଘାତର ଆଶଙ୍କା କାହିଁକି ବଢ଼ିଥାଏ, ଜାଣନ୍ତୁ ଏହାର କାରଣ
ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖା ଦେଇପାରେ ହୃତପିଣ୍ଡ ଜନିତ ସମସ୍ୟା। ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣା ଅନୁସାରେ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରତି ବର୍ଷ ହଜାର ହଜାର ଜୀବନ…
ଟିକସ ଚୋରି ରୋକିବା ପାଇଁ ବିଦେଶୀ ଅନଲାଇନ ମନି ଗେମିଂ ସଂସ୍ଥା ଉପରେ DGGIର କଡ଼ା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ବସ୍ତୁ ଓ ସେବା ଟିକସ ଗୁଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିଜିଆଇ) ବିଦେଶୀ ଅନଲାଇନ୍ ଗେମିଂ ସଂସ୍ଥା ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଅନଲାଇନ୍ ମନି ଗେମିଂ ଶିଳ୍ପରେ ଉଭୟ ଦେଶୀ ଏବଂ…
ବାଲକୋନିରେ ଲଗାନ୍ତୁ ଏହି ଗଛ, ପାଖ ମାଡିବେନି ପାରା
ନୂଆଦିଲ୍ଲୀ: ସମସ୍ତେ ଚାହାଁନ୍ତି ଯେ ତାଙ୍କ ଘର ସବୁବେଳେ ସଫା ଏବଂ ସୁନ୍ଦର ଦେଖାଯାଉ । କିନ୍ତୁ ଯେତେବେଳେ ପାରାଗୁଡ଼ିକ ବାଲକୋନିକୁ ଆସି ସମ୍ପୂର୍ଣ୍ଣ ଦୃଶ୍ୟକୁ ନଷ୍ଟ କରିଦିଏ ଏବଂ ସବୁଠି ମଇଳା ବିଛାଡ଼ିଦିଏ, ସେତେବେଳେ…
ପିଆଜ ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର : ଜାଣନ୍ତୁ କେବେଠୁ ହେବ ଲାଗୁ
ନୂଆଦିଲ୍ଲୀ: ଭାରତ ସରକାର ପିଆଜ ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କରିଛନ୍ତି। ଏହି ଛାଡ଼ ୧ ଏପ୍ରିଲ, ୨୦୨୫ ଠାରୁ ଲାଗୁ ହେବ । ଉପଭୋକ୍ତା ବ୍ୟାପାର ବିଭାଗର ଯୋଗାଯୋଗ କ୍ରମେ ରାଜସ୍ୱ ବିଭାଗ ଦ୍ୱାରା ଆଜି…
କେଉଁ ଦେଶରେ ଅଛି ସବୁଠୁ ସ୍ୱଚ୍ଛ ପିଇବା ପାଣି, ଏହି ସ୍ଥାନରେ ଅଛନ୍ତି ଭାରତ ଏବଂ ପାକିସ୍ତାନ
ନୂଆଦିଲ୍ଲୀ: ଆଜି ସରା ଦୁନିଆରେ ବିଶ୍ୱ ଜଳ ଦିବସ ପାଳନ କରାଯାଉଛି । ପ୍ରତି ବର୍ଷ ୨୨ ମାର୍ଚ୍ଚରେ ପାଳନ କରାଯାଏ ଏହି ଦିବସ । ତେବେ ଆସନ୍ତୁ ଜାଣିବା ଏଭଳି କେଉଁ ଦେଶ ଅଛି ଯେଉଁଠାରେ ସବୁଠୁ ସଫା ପିଇବା ପାଣି ମିଳିଥାଏ…