fbpx
Browsing Category

Top Stories

ନ୍ୟୁଜିଲାଣ୍ଡ ଆଗରେ ୧୮୦ ଟାର୍ଗେଟ ରଖିଲା ଭାରତ

ହାମିଲଟନ,୨୯ ।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଆଜି ହାମିଲଟନରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଟିମ…

ସ୍କୁଲ ପିଲାଙ୍କୁ ବାଇକ୍ ମନା, ନହେଲେ ଗଣିବେ ତଣ୍ଡ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଏଣିକି ସ୍କୁଲ ଛାତ୍ରଛାତ୍ରୀମାନେ ବାଇକ୍ ବି ସ୍କୁଟି ଚଳାଇ ପାରିବେ ନାହିଁ । ଏହି ନିୟମ ନମାନିଲେ ସେମାନଙ୍କ ଅଭିଭାବକଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ ହେବ । ଏନେଇ…

ଗର୍ଭପାତ ସମୟସୀମା ୨୦ରୁ ୨୪ ସପ୍ତାହକୁ ବୃଦ୍ଧି

ନୂଆଦିଲ୍ଲୀ, ୨୯ା୧: କେନ୍ଦ୍ର କ୍ୟାବିନେଟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗର୍ଭପାତ ସମୟସୀମା ୨୦ ସପ୍ତାହରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ…

ବିଜେପିରେ ମିଶିଲେ ସାଇନା

ନୂଆଦିଲ୍ଲୀ, ୨୯ା୧: ଆଜି ବିଜେପିରେ ବିଦ୍ଧିବଦ୍ଧ ଭାବେ ମିଶିଛନ୍ତି ସାଇନା ନେହୱାଲ । ବ୍ୟାଡ଼ମିଣ୍ଟନ ତାରକା ହେଉଛନ୍ତି ସାଇନା ନେହୱାଲ । ବିଜେପି ମୁଖ୍ୟାଳୟରେ ସ୍ୱତନ୍ତ୍ର ସମାରୋହରେ ଯୋଗ ଦେଇ ସେ ବିଜେପିରେ ସାମିଲ…

ବିଜେପିରେ ମିଶିବେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ନୂଆଦିଲ୍ଲୀ,୨୯ ।୧: ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଆଜି ଭାରତୀୟ ଜନତା ପାଟି ବା ବିଜେପିରେ ମିଶିପାରନ୍ତି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଆଉ କିଛି ସମୟ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପୀ ନଡ୍ଡା…

ପ୍ରଥମେ ବ୍ୟାଟିଂ କରିବ ଭାରତ

ହାମିଲଟନ,୨୯ ।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଆଜି ହାମିଲଟନରେ ଖେଳାଯିବ । ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଏହି କ୍ରମରେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ…