fbpx
Browsing Category

Top Stories

ଏବେ ଫାଶୀ ସୁନିଶ୍ଚିତ, ମୁକେଶ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ,୨୯ ।୧: ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ମୁକେଶ କୁମାର ସିଂହକୁ ଲାଗିଛି ଝଟକା । ମୁକେଶର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜକ୍ଷମା ଖାରଜ ହେବା…

କୁହୁଡି ପାଇଁ ଘଟିଛି ଦୁର୍ଘଟଣା, ଖୁବଶୀଘ୍ର ହେବ ତଦନ୍ତ : ମନ୍ତ୍ରୀ ପଦ୍ମନାଭ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଗଞ୍ଜାମ ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ ଗୁରୁତରଙ୍କୁ ଦିଗପହଣ୍ଡି ଓ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।…

ତପ୍ତପାଣିରେ ବସ୍ ଦୁର୍ଘଟଣା, ଚାଲିଗଲା ୮ ଜୀବନ

ଗଞ୍ଜାମ,୨୯ ।୧(ଓଡିଶା ଭାସ୍କର): ଗଞ୍ଜାମ ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୫ ଓ ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ୩୦ରୁ ଉର୍ଦ୍ଧ ଗୁରୁତରଙ୍କୁ ଉଦ୍ଧାର କରି…

ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, ୨୮ା୧(ଓଡ଼ିଶା ଭାସ୍କର): ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ସୁନନ୍ଦାଙ୍କ ସ୍ମୃତିରେ ପ୍ରତିବର୍ଷ ପ୍ରଦାନ କରାଯିବ ସୁନନ୍ଦା…

ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲର ହେବ ଦ୍ୱିତୀୟ କ୍ୟାମ୍ପସ

କଟକ, ୨୮ା୧(ଓଡ଼ିଶା ଭାସ୍କର): କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ ହେବ । ହସ୍ପିଟାଲ ଗଭର୍ଣ୍ଣିଂ ବଡ଼ି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏନେଇ ସୂଚନା ଦେଇଛନ୍ତି । ହସ୍ପିଟାଲର…

ପୋଲିସର ତିନୋଟି ୫-ଟି ଉପକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮ା୧(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସର ତିନୋଟି ୫ଟି ଉପକ୍ରମର ଆଜି ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମରେ ଭର୍ଚୁଆଲ ପୋଲିସ ଷ୍ଟେସନ । ସେହିପରି…

କୂଅକୁ ଖସିଲା ବସ୍, ୧୧ମୃତ

ମହାରାଷ୍ଟ୍ର, ୨୮ା୧: ମହାରାଷ୍ଟ୍ର ନାସିକରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଅଟୋ ସହ ଧକ୍କା ଖାଇ କୂଅ ଭିତରକୁ ବସ ପସିଯାଇଥିବା ସୂଚନା ମିଳିଛି । ମର୍ମନ୍ତୁଦ ଦୁର୍ଘଟଣାରେ…

ଯୁବକଙ୍କ ଉପରେ ଏସିଡ଼୍‍ ମାଡ଼ କଲେ ଯୁବତୀ

ଉନ୍ନାଓ,୨୮ ।୧: ଏକ ତରଫା ପ୍ରେମକୁ ନେଇ ବହୁ ରୋମିଓ ଯୁବତୀଙ୍କ ଉପରେ ଏସିଡ ପକାଉଥିବା ଘଟଣା ତା ସାମ୍ନାକୁ ଆସୁଛି । କିନ୍ତୁ ଉତ୍ତରପ୍ରଦେଶର ଉନ୍ନାଓ ଜିଲାରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଦୁଇ ବ୍ରାଉନସୁଗାର ଡ଼ିଲର ଗିରଫ

ଭୁବନେଶ୍ୱର, ୨୮ା୧(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧ ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୩୦୧ ଗ୍ରାମ…