CHARIDHAM
Browsing Category

Top Stories

ସ୍ତ୍ରୀ ଓ ଶିଶୁ ପୁତ୍ରକୁ ହତ୍ୟା ପରେ ଜୀବନ ହାରିଲା ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀ ଓ ଶିଶୁ ପୁତ୍ରକୁ ହତ୍ୟା କରିବା ପରେ ଯୁବକ ଜଣକ ନିଜେ ଆତ୍ମହତ୍ୟା କରିଛି । ପାରିବାରିକ କଳହକୁ ନେଇ ନିଜ ୧୦ ମାସର ପୁଅକୁ ମଧ୍ୟ…

ସରକାର ମୋତେ ମୃତ୍ୟୁ ଦିଅ; ବିଧାନସଭା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବୁଧବାର ଦିନ ଘଟିଯାଇଛି ଏକ ଅଘଟଣ । ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜନୈକ ଯୁବକ । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ…

ରବି ଫସଲର MSP ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ; ବୟନ ଶିଳ୍ପ ପାଇଁ ୧୦ ହଜାର କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଦିନ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରବି ଫସଲର ନିମ୍ନତମ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବୟନ…

ରାଜ୍ୟ ସରକାରଙ୍କ ଘୋଷଣା- ପ୍ରମୋଦ ଭଗତଙ୍କୁ ଦିଆଯିବ ୬ କୋଟି ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ପ୍ରମୋଦଙ୍କୁ ୬ କୋଟି ଟଙ୍କା ଦିଆଯିବ ନେଇ ରାଜ୍ୟ ସରକାର ଆଜି ଘୋଷଣା…

ରାଜ୍ୟର ସ୍କୁଲରେ କେତେ ଶିକ୍ଷକ ପଦ ଖାଲିପଡିଛି? ଜାଣନ୍ତୁ ଗଣଶିକ୍ଷା ମନ୍ତ୍ରୀ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ରାଜ୍ୟର ବିଭିନ୍ନ ସ୍କୁଲରେ ୧୪ ହଜାର ୧୨୫ ଶିକ୍ଷକ ପଦ ଖାଲି ପଡିଛି । ମଞ୍ଜୁରୀପ୍ରାପ୍ତ ୩୮,୯୨୬ ଶିକ୍ଷକ ପଦରୁ ୧୪ ହଜାର ୧୨୫ ପଦ ଖାଲି ରହିଛି । ଏନେଇ ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ୧୮୮ ଶିକ୍ଷକ ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୦୦୭ଟି…

ଐତିହାସିକ ନିଷ୍ପତ୍ତି: ଏଣିକି NDAରେ ଝିଅଙ୍କୁ ଅନୁମତି

ନୂଆଦିଲ୍ଲୀ: ଜାତୀୟ ପ୍ରତିରକ୍ଷା ଏକାଡେମୀ-ଏନଡିଏରେ ଝିଅଙ୍କୁ ମିଳିବ ପ୍ରବେଶ ଅନୁମତି । ଏନେଇ ଗତକାଲିର ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କୁ ଆଜି ଜଣାଇଛନ୍ତି କେନ୍ଦ୍ର ସରକାର । ୩ ବାହିନୀର ମୁଖ୍ୟଙ୍କ ପରାମର୍ଶ କ୍ରମେ ଏହି…

ଆସିଲା ନୂଆ SOP, ରାତି ୯ଟା ବଢ଼ିଲା ଜଗା ଦର୍ଶନ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଜାରି ହୋଇଛି ନୂଆ ଏସଓପି । ଏଣିକି ସକାଳ ୭ଟାରୁ ରାତି ୯ଟା ଯାଏଁ ଜଗା ଦର୍ଶନ ପାଇଁ ବ୍ୟବସ୍ଥା ହେବ । ଅର୍ଥାତ୍ ଏଣିକି ସନ୍ଧ୍ୟା ୭ଟା ପରିବର୍ତ୍ତେ…

୫ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି, ଧର୍ମେନ୍ଦ୍ରଙ୍କୁ ୟୁପି ଦାୟିତ୍ୱ

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ୫ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ତାଲିକା ଘୋଷଣା କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: ସରକାର-ପୂଜା କମିଟି ବୈଠକ ଶେଷ, ଜାଣନ୍ତୁ କ’ଣ କହିଲେ ମହାନଗର ପୂଜା କମିଟିର ସମ୍ପାଦକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ଲୋକସେବା ଭବନରେ ବୈଠକ ଶେଷ ହୋଇଛି । ଏଥିରେ ସରକାର ଓ ବୂଜା କମିଟି ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି । କାହିଁକି କଟକଣା ନିଷ୍ପତ୍ତି ନିଆଯାଇଛି ବୋଲି…