fbpx
Browsing Category

Top Stories

କଟକରେ ଆଉ ୧୪ ଜଣ କୋରୋନା ପଜିଟିଭ ଚିହ୍ନଟ

କଟକ,୨୬/୬(ଓଡ଼ିଆ ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କଟକ ଜିଲ୍ଲାରେ ଆଉ ୧୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମହାନଦୀ ବିହାର…

୫ଟି ଜିଲ୍ଲାରୁ ଫେରିଲେ ଭୁବନେଶ୍ବରରେ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ, ଜାଣନ୍ତୁ କେଉଁଟି

ଭୁବନେଶ୍ୱର,୨୬/୬(ଓଡିଶା ଭାସ୍କର): ଏଣିକି ୫ ହଟ୍‌ସ୍ପଟ ଜିଲ୍ଲାରୁ ଫେରିଲେ ରାଜଧାନୀ ଭୁବନେଶ୍ବରରେ କ୍ବାରେଣ୍ଟାଇନରେ ରହିବ ବାଧ୍ୟତାମୂଳକ। ସେମାନଙ୍କୁ ୧୪ ଦିନିଆ ସରକାରୀ କ୍ବାରେଣ୍ଟାଇନ୍‌ରେ ରଖିବ ମହାନଗର ନିଗମ।…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ମାଲକାନଗିରି,୨୬ ।୬(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ । ତାଙ୍କ ନାଁ ଅକ୍ଷୟ ନାୟକ । ଅକ୍ଷୟ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ବାହୁଡା ଯାତ୍ରାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨୬ ।୬(ଓଡିଶା ଭାସ୍କର): ପୁରୀରେ ବାହୁଡା ରଥଯାତ୍ରା ପରିଚାଳନା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି ।…

୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡ କାଟୁଥିବା ୟୁସୁଫ ମେମନ ମୃତ

ନୂଆଦିଲ୍ଲୀ,୨୬ ।୬: ୧୯୯୩ରେ ମୁମ୍ବାଇରେ ହୋଇଥିବା ବୋମା ବିସ୍ଫୋରଣର ଅଭିଯୁକ୍ତ ତଥା ଅଣ୍ଡରୱାଲ୍ଡ ଗ୍ୟାଙ୍ଗଷ୍ଟାର ଟାଇଗର ମେମନର ଭାଇ ୟୁସୁଫ ମେମନର ଆଜି ନାସିକ ଜେଲରେ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ବର୍ତ୍ତମାନ…

ଜୁଲାଇ ୧୫ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୨୬ ।୬: ସାରା ଦେଶରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଜୁଲାଇ ୧୫ ତାରଖ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବାତିଲ କରାଯାଇଛି । ଏଣିକି ଦେଶରୁ ବା ଦେଶକୁ ଚଳାଚଳ କରିପାରିବ ନାହିଁ…