fbpx
Browsing Category

Top Stories

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମମଲାରେ ପୋଲିସର ବଡ ଖୁଲାସା-‘ ପ୍ରଥମ ଉଦ୍ୟମରେ ଫେଲ୍ ହେବାରୁ ୨ୟ ଥର ଲଗାଇଥିଲେ ଫାଶୀ’

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସବୁଆଡେ ତାଙ୍କ ମୃତ୍ୟୁର କାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୁଶାନ୍ତଙ୍କ ପୋଷ୍ଟ ମୋର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଆତ୍ମହତ୍ୟା କୁହାଯାଉଥିବା ବେଳେ…

ଓଜନ ସ୍ତରରେ ଛିଦ୍ର ଯୋଗୁଁ ଧ୍ୱଂସ ହୋଇଥିଲା ପୃଥିବୀ, ପୁଣି ଥରେ ଘଟିପାରେ ଏହି ଘଟଣା!

ନୂଆଦିଲ୍ଲୀ, ୨୭ା୬: ଆଗରୁ ମଧ୍ୟ ପୃଥିବୀ ଧ୍ୱଂସ ହୋଇଥିଲା । ୬.୬୦ କୋଟିବର୍ଷ ପୂର୍ବେ ଏକ ବଡ଼ ଗ୍ରହାଣୁ ପୃଥିବୀ ଉପରେ ପଡ଼ିଥିଲା । ଯାହାଫଳରେ ପୃଥିବୀରେ ରହୁଥିବା ୭୫ପ୍ରତିଶତ ପ୍ରାଣୀଙ୍କର ମୃତ୍ୟ ଘଟିଥିଲା । କିନ୍ତୁ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାର

ଭୁବନେଶ୍ୱର, ୨୭ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହିତ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ମୃତକ…

ସଂକ୍ରମଣ କବଜାରେ ଦେଶ, ୫ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୭ା୬: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏହାରି ମଧ୍ୟରେ ଗତ୨୪ଘଣ୍ଟା ମଧ୍ୟରେ ୧୮ହଜାର ୫୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୪ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ…

କାୟା ମେଲଉଛି କରୋନା, ରାଜ୍ୟରେ ଆଉ ୧୭୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୭ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ…

ଆଉ ୩ଟି ଗେଟ ଖୋଲିଲା ହୀରାକୁଦ

ସମ୍ବଲପୁର,୨୭/୬(ଓଡିଶା ଭାସ୍କର): ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍‌ ଆଜି ଖୋଲାଯାଇଛି । ମୋଟ୍‌ ୧୫ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୧୫.୮୩ ଫୁଟ୍‌ ଅଛି । ପ୍ରତି…

ଭୁଲରେ ବି ଏହି ଲୋକମାନେ ଖାଆନ୍ତୁ ନାହିଁ ବାଇଗଣ, ନହେଲେ ଅନୁତାପ କରିବେ

ବାଇଗଣ ଏପରି ଏକ ପରିବା, ଯାହାକି ସବୁ ଋତୁରେ ବଜାରରେ ଉପଲବ୍ଧ ରହିଥାଏ । ଶୀତ ଦିନେ ବାଇଗଣ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଏପରି କିଛି ପୋଷକ ତତ୍ତ୍ୱ ରହିଛି, ଯାହାକି ଅନ୍ୟ ପନିପରିବାରେ ନଥାଏ । କିନ୍ତୁ…

ଆସନ୍ତା ୨ ଦିନ ବହୁତ ଛେଚିବ!

ଭୁବନେଶ୍ୱର,୨୭/୬(ଓଡିଶା ଭାସ୍କର): ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।। ଘଡ଼ଘଡ଼ି ବିଜୁଳି ସହ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ…