Browsing Category

Top Stories

ଆନ୍ତର୍ଜାତୀୟ ବିମାନ ଉଡାଣ ବାତିଲ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ, ୩୧ା୮: ଆନ୍ତର୍ଜାତୀୟ ବିମାନ ଉଡାଣ ବାତିଲ ସମୟସୀମାକୁ ବୃଦ୍ଧି କରିଛି କେନ୍ଦ୍ର । ଅନଲକ ୪.୦ ତଥା ସେପ୍ଟେମ୍ବର ୩୦ ଯାଏଁ ବିମାନ ଉଡ଼ାଣ ବାତିଲ ବଳବତ୍ତର ରହିବ । କେବଳ ଡିଜିସିଏ ଅନୁମତି ପ୍ରାପ୍ତ କାର୍ଗୋ…

ଖୁସିଖବର: ସେପ୍ଟେମ୍ବରରେ ମିଳିବ ୪ ମାସର ଭତ୍ତା

ଭୁୁବନେଶ୍ୱର,୩୧ ।୮(ଓଡିଶା ଭାସ୍କର): ମଧୁବାବୁ ପେନସନ ଯୋଜନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ସବୁ ହିତାଧିକାରୀଙ୍କୁ ସେପ୍ଟେମ୍ବରରେ ମିଳିବ ଏକକାଳୀନ ୪ ମାସର ଭତ୍ତା । ସେପ୍ଟେମ୍ବରରୁ…

ହୀରାକୁଦର ଆଉ ଦୁଇଟି ସୁଇସ ଗେଟ୍ ବନ୍ଦ

ସମ୍ବଲପୁର, ୩୧ା୮(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ସୁଇସ ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ମୋଟ ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ବାମ ପାଖ ସ୍ପିଲୱେର ୨୩ଟି ଓ ଡାହାଣ…

ଦୁର୍ଗାପୂଜାକୁ ମିଳିଲା ହାଇକୋର୍ଟଙ୍କ ଅନୁମତି

କଟକ,୩୧ ।୮(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ସବୁ ପୂଜା ପର୍ବ ଉପରେ କଟକଣା ଲାଗିଛି । ଏହାରି ମଧ୍ୟରେ କଟକର ବାଲୁବଜାର ପୂଜା ମଣ୍ଡପକୁ ଦୁର୍ଗାପୂଜା ଆୟୋଜନ ଅନୁମତି ମିଳିଛି । କୋଭିଡ ନିୟମ ମାନି ପୂଜା ଆୟୋଜନ…

ଭାଇରାଲ ହେଲା ବୁଢି ମା’ଙ୍କ ଧମାକେଦାର ଡ୍ୟାନ୍ସ , ଲୋକେ କହିଲେ ଏପରି..

ସୋସିଆଲ ମିଡିଆରେ ଆପଣଙ୍କୁ ଏପରି କିଛି ଭିଡିଓ ମିଳିଥାଏ, ଯାହା ଆପଣଙ୍କୁ ହସାଇବା ସହ କିଛି ସକାରାତ୍ମକ ଭାବନା ମଧ୍ୟ ଆଣିଥାଏ । ଏପରି ଏକ ଭିଡିଓ ଟ୍ୱିଟରରେ ଆଜି କାଲି ବେଶ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ…

ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର):ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି । ୧୦୦ଟି ମାଇକ୍ରୋ କମ୍ପିକିଟ୍ ସେଣ୍ଟର ଓ ୫୦ଟି ଏମଆରଏଫ ଲୋକର୍ପିତ…

ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ,୩୧ା୮: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲାଗିଛି ସୁପ୍ରିମକୋର୍ଟଙ୍କ ଝଟକା । ଅଦାଲତ ଅବମାନନା ମାମଲାରେ ମାଲ୍ୟାଙ୍କ ପୁନର୍ବିଚାର ଆବେଦନ ଖାରଜ ହୋଇଛି । ୨୦୧୭ ମେ ମାସର ରାୟର ପୁନର୍ବିଚାର ଆବେଦନ…