fbpx
Browsing Category

Top Stories

ସୁନା-ରୂପା ମୂଲ୍ୟରେ ବଡ ପରିବର୍ତ୍ତନ, ଗୋଟିଏ କମିଲେ ଅନ୍ୟଟି ବଢିଛି

ବିବାହ ଋତୁରେ ସୁନା-ରୂପା ମୂଲ୍ୟରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ସକାଳୁ ଆଜି ସକାଳୁ ସାରା ଦେଶରେ ସୁନା ମୂଲ୍ୟ ୧୫୮ ଟଙ୍କା ବୃଦ୍ଧି ପାଇଛି ।  ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୪୭,୬୫୪ ଟଙ୍କା…

ଖୁସି ଖବର, ରାଜ୍ୟରେ ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୯ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୨୦୦କୁ ବୃଦ୍ଧି ପାଇଛି ।…

ସୁପ୍ରିମକୋର୍ଟରେ ପୁଣି ରଥଯାତ୍ରା ମାମଲା

ପୁରୀ, ୧୯ା୬(ଓଡ଼ିଶା ଭାସ୍କର): ରଥଯାତ୍ରା ନେଇ ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ପୁନଃବିଚାର ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର । କେବଳ ପୁରୀରେ ରଥଯାତ୍ରା କରିବାକୁ ସେ ନିବେଦନ…

ଓଡ଼ିଶାଠାରୁ ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ

ଭୁବନେଶ୍ୱର, ୧୯ା୬(ଓଡ଼ିଶା ଭାସ୍କର): ପଙ୍ଗପାଳଙ୍କ ସ୍ଥିତି ନେଇ କୃଷି ନିର୍ଦ୍ଦେଶକ ଏମ୍ ମୁଥୁକୁମାର ସୂଚନା ଦେଇ କହିଛନ୍ତି ଯେ ପଙ୍ଗପାଳ ଦଳ ବର୍ତ୍ତମାନ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାରେ ଅଛନ୍ତି । ଓଡ଼ିଶାଠାରୁ ୫୦୦କିମି…

ପିପିଇ କିଟ୍ ପିନ୍ଧି ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବାକୁ ପହଞ୍ଚିଲେ କରୋନା ପଜିଟିଭ୍ ବିଧାୟକ

ଦେଶର ୮ଟି ରାଜ୍ୟର ୧୯ଟି ଆସନରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ମଧ୍ୟପ୍ରଦେଶରେ ଆଜି ୩ଟି ଆସନ ପାଇଁ ମତଦାନ ଚାଲିଥିବା ବେଳେ ସେଠାରେ ଏକ ବିଶେଷ ଦୃଶ୍ୟ ଦେଖିବାକୁ ମିଳିଛି । କରୋନାରେ ଆକ୍ରାନ୍ତ…

ଆସନ୍ତକାଲି ସକାଳ ସୁଦ୍ଧା ନିଆଯିବ ନିଷ୍ପତ୍ତି: ଗଜପତି

ପୁରୀ, ୧୯ା୬(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପୁଣି ସନ୍ଧ୍ୟା ୬ଟାରେ ବୈଠକ ବସିବ । ଛତିଶାନିଯୋଗ…