
Browsing Category
Top Stories
ବୈବାହିକ ବଳାତ୍କାର ମାମଲାରେ ଛତିଶଗଡ଼ ହାଇକୋର୍ଟର ନିଷ୍ପତି ଶୁଣି ରାଗିଗଲେ ତାପସୀ, କହିଲେ ଏପରି
ମୁମ୍ବାଇ: ଛତିଶଗଡ଼ ହାଇକୋର୍ଟ ସ୍ୱାମୀ-ସ୍ତ୍ରୀ ଦୁଷ୍କର୍ମ ମାମଲାରେ ଏକ ବଡ଼ ନିଷ୍ପତି ଶୁଣାଇଥିଲା । ଏହି ମାମଲାରେ ହାଇକୋର୍ଟ ନିଷ୍ପତି ଶୁଣାଇଥିଲା ଯେ, ବିବାହିତ ମହିଳାଙ୍କ ସହିତ ଯଦି ତାଙ୍କ ସ୍ୱାମୀ ବଳପୁର୍ବକ ବା…
କୃଷି ଆନ୍ଦୋଳନ: ୧୦୪ ମୃତକଙ୍କ ପରିଜନକୁ ଚାକିରୀ ଦେବେ ପଞ୍ଜାବ ସରକାର
ଚଣ୍ଡିଗଡ଼: କୃଷି ଆଇନ୍ ବିରୋଧରେ ହୋଇଥିବା ଆନ୍ଦୋଳନରେ ପ୍ରାଣ ହରାଇଥିବା ୧୦୪ ଜଣ କୃଷକଙ୍କ ପରିଜନକୁ ଚାକିରୀ ଦେବା ନେଇ ପଞ୍ଜାବ ସରକାର ରାସ୍ତା ସଫା କରିଛନ୍ତି । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର୍ ସିଂଙ୍କ…
ଅନଲାଇନ୍ ଟିକେଟ୍ ବୁକିଂ କରୁଥିଲେ ଧ୍ୟାନ୍ ଦିଅନ୍ତୁ, IRCTC ବଦଳାଇଲା ଏହି ନିୟମ
ନୂଆଦିଲ୍ଲୀ: ଯଦି ଆପଣ ଅଧିକ ସମୟ ଧରି ଟ୍ରେନ୍ ଟିକେଟ୍ ବୁକିଂ କରିନାହାନ୍ତି, ତେବେ IRCTCର ନୂଆ ନିୟମ ବିଷୟରେ ଜାଣିରଖନ୍ତୁ । IRCTC ପକ୍ଷରୁ ଅନଲାଇନ୍ ଟିକେଟକୁ ନେଇ କିଛି ନୂଆ ନିୟମ ଲାଗୁ ହୋଇଛି । IRCTC ତରଫରୁ…
ସକାଳୁ ଉଠିବା ପରେ ଚା’ ଖୋଜୁଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଏପରି ଭୁଲ୍ କରୁଥିଲେ ସୁଧୁରି ଯାଆନ୍ତୁ
ଓଡ଼ିଶା ଭାସ୍କର ବ୍ୟୁରୋ: କିଛି ଲୋକଙ୍କ ଅଭ୍ୟାସ ରହିଛି ଯେ, ସେମାନେ ସକାଳୁ ସକାଳୁ ଉଠିବା ପରେ ଚା' ଖୋଜିଥାନ୍ତି । ଚା' ନ ପିଇଲେ ସେମାନଙ୍କ ଦିନ ଭଲରେ କଟେନି । ଆଉ ଯଦି ଏହା ଆପଣଙ୍କର ଅଭ୍ୟାସରେ ପରିଣତ ହୋଇଯାଇଚି…
AAPରେ ସାମିଲ ହେଲେ କି ସୋନୁ ସୁଦ୍? ଜାଣନ୍ତୁ କ’ଣ ଉତ୍ତର ଦେଲେ ଅଭିନେତା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି ଚର୍ଚ୍ଚିତ ଅଭିନେତା ସୋନୁ ସୁଦ । ଏହି ସାକ୍ଷାତ ପରେ ଆଜି ମୁଖ୍ୟମନ୍ତ୍ରୀ ଓ ସୋନୁ ସୁଦ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ ।…
ତାଲିବାନିଙ୍କ ପାଖରେ ଦେଶ ଚଳାଇବା ପାଇଁ ନାହିଁ ଟଙ୍କା
କାବୁଲ: ଆଫଗାନିସ୍ତାନ ମାଡି ବସିବା ପରେ ଏବେ ଦେଶରେ ଘୋର ଆର୍ଥିକ ସଂକଟ ଦେଖାଦେଇଛି । ତେଣୁ ତାଲିବାନ ଏବେ ସହାୟତା ମାଗିବା ଆରମ୍ଭ କରିଛି । ଦ୍ଵିତୀୟ ଥର କ୍ଷମତାକୁ ଆସିଥିବା ତାଲିବାନ ଆଫଗାନିସ୍ତାନର ପୁନର୍ଗଠନ ପାଇଁ…
ବୋହୁକୁ ନେଇ ଶ୍ୱଶୁର ଫେରାର୍, ଅନେକ ବର୍ଷ ପରେ ଛୁଆକୁ ନେଇ ଉଭୟ ଘରକୁ ଫେରିଲେ
ଲକ୍ଷ୍ନୌ: ଆପଣ ମାନେ ପ୍ରେମକୁ ନେଇ ସମାଜ ସହିତ ଲଢ଼ୁଥିବା ଅନେକ ଯୋଡ଼ିକୁ ଦେଖିଥିବେ । ହେଲେ ଉତ୍ତରପ୍ରଦେଶର ବଦାୟୁରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଶ୍ୱଶୁରକୁ ତାର ବୋହୁ ଏତେ ପସନ୍ଦ…
ରାଜ୍ୟରେ ଆଜି ପୁଣି ଚାଲିଗଲା ୬୯ ଜୀବନ
ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…
କନଷ୍ଟେବଲ ପ୍ରିୟଙ୍କା ମିଶ୍ରଙ୍କ ଭିଡିଓ ଭାଇରାଲ, ନିଆଗଲା ଏପରି ପଦକ୍ଷେପ
ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳା କନଷ୍ଟେବଳଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଏକ ପିସ୍ତଲ ସହିତ ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ଏସଏସପି ମହିଳା କନଷ୍ଟେବଳଙ୍କୁ…
ଆପଣଙ୍କ Aadhaar ସହିତ କେତେ ସିମ୍ କାର୍ଡ ଜାରି ହୋଇଛି ଜାଣିଛନ୍ତି କି? ଏବେ ଘରେ ବସି ଜାଣନ୍ତୁ ଏହି ଉପାୟରେ
ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ବର୍ତ୍ତମାନ ଆପଣଙ୍କର ଆଧାର କାର୍ଡରେ ପଞ୍ଜିକୃତ ସମସ୍ତ ମୋବାଇଲ୍ ନମ୍ବର ଯାଞ୍ଚ କରିପାରିବେ? ହଁ .. ଟେଲିକମ୍ ବିଭାଗର ନୂତନ ୱେବସାଇଟ୍ (DOT) ରୁ ଆପଣ ଏହି ଫୋନ୍ ନମ୍ବର ଗୁଡ଼ିକୁ ଯାଞ୍ଚ…