fbpx
Browsing Category

Top Stories

ଆସିଲା ସୁଶାନ୍ତ ସିଂଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଜାଣନ୍ତୁ କ’ଣ କହିଲେ ଡାକ୍ତର

ମୁମ୍ବାଇ,୧୫ ।୬: ବଲିଉଡ ଜଗତ ପାଇଁ ୨୦୨୦ ମସିହା ବହୁତ ଖରାବ ପ୍ରମାଣିତ ହୋଇଛି । ଋଷି କପୁର, ଇରଫାନ୍ ଖାନ୍, ୱାଜିତ ଖାନ ଓ ସୁଶାନ୍ତ ସିଂ ରାଜପୁତଙ୍କ ଭଳି ସଫଳ ଅଭିନେତାମାନଙ୍କୁ ହରାଇଛି ବଲିଉଡ । ଗତକାଲି ୩୪ ବର୍ଷୀୟ…

ପାକିସ୍ତାନରୁ ୨ ଭାରତୀୟ ଦୂତବାସ ଅଧିକାରୀ ନିଖୋଜ

ନୂଆଦିଲ୍ଲୀ,୧୫ ।୬: ପାକିସ୍ତାନର ରାଜଧାନୀ ଇସଲାମବାଦରୁ ଆଜି ନିଖୋଜ ହୋଇଛନ୍ତି ୨ ଭାରତୀୟ ଦୂତବାସର ଅଧିକାରୀ । ଆଜି ସକାଳୁ ହିଁ ଭାରତୀୟ ଦୂତବାସର ୨ ଅଧିକାରୀ ନିଖୋଜ ହୋଇଥିବା ସୂଚନା ମିଳିଛି । ଏନେଇ ପାକିସ୍ତାନ…

ମୁମ୍ବାଇରେ ଆଜି ହେବ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର, ପାଟନାରୁ ବାହାରି ସାରିଛନ୍ତି ପିତା

ମୁମ୍ବାଇ,୧୫ ।୬: ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଜି ମୁମ୍ବାଇରେ ହେବ ଅନ୍ତମ ସଂସ୍କାର । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ରବିବାର ଦିନ ସେ ବାନ୍ଦା ସ୍ଥିତ ନିଜ ଘରେ ରଶି…

ବଡ ଖବର: ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୫ ।୬(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫ଟି ଜିଲ୍ଲାରୁ ୧୪୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୮ ଜଣ ଚିହ୍ନଟ ହୋଇଥିବା ବେଳେ…

ବର୍ଷାରେ ଭାସିଲା ବଡଦାଣ୍ଡ! ରଥ କାମ ଠପ୍ ହୋଇଥିବା ବେଳେ ଉଡିଗଲା ନୀଳଚକ୍ର ବାନା

ପୁରୀ,୧୫ ।୬(ଓଡିଶା ଭାସ୍କର): ଓଡିଶାରେ ଲାଗିରହିଥିବା ମୌସୁମୀ ବର୍ଷା ଯୋଗୁଁ ଜଳମଗ୍ନ ହୋଇପଡିଛି ପୁରୀର ବଡଦାଣ୍ଡ । ପ୍ରବଳ ବର୍ଷା କାରଣରୁ ପୁରୀରେ ଆଣ୍ଠୁଏ ଉଚ୍ଚର ପାଣି ଲହରୀ ମାରୁଛି । ପାଣି ନିଷ୍କାସନ ବାଧାପ୍ରାପ୍ତ…

୨୪ ଘଣ୍ଟାରେ ୩୨୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ,୧୫ ।୬: ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୫୨୦କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୪୨୪ ହୋଇଛି…

କରୋନା ପାଇଁ ସର୍ବଦଳୀୟ ବୈଠକ

ଦିଲ୍ଲୀ,୧୫/୬: ଦିଲ୍ଲୀ କରୋନା ସ୍ଥିତି ମୁକାବିଲା ପାଇଁ ଗୃହମନ୍ତ୍ରାଳୟ ଡାକିଲା ସର୍ବଦଳୀୟ ବୈଠକ । ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ବିଏସ୍‌ପି ଏଥିରେ ହେବେ ସାମିଲ ହେବେ।…