fbpx
Browsing Category

Top Stories

ପୁଣି ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୮୩୮୦ ନୂଆ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୫ହଜାରକୁ ବୃଦ୍ଧି

ଭାରତରେରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ରେକର୍ଡ ଭାଙ୍ଗିଛି । ମିଳିଥିବା ତଥ୍ୟ ମୁତାବକ, ଗତ ୨୪ ଘଣ୍ଟାରେ ୮୩୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୩ ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ମାମଲା ସାମନାକୁ…

ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୩୧/୫(ଓଡ଼ିଶା ଭାସ୍କର) ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ  ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି।୧୯ ଜିଲ୍ଲାରୁ ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ଇତିହାସ ରଚିଲା ଆମେରିକା, ନାସା-ସ୍ପେସ୍‌ଏକ୍ସର ହ୍ୟୁମାନ ସ୍ପେସ ମିଶନ ଲଞ୍ଚ

୯ ବର୍ଷ ପରେ ପୁଣି ଇତିହାସ ରଚିଲା ଆମେରିକା। ମହାକାଶ ଗଲା ନାସା-ସ୍ପେସ୍‌ଏକ୍ସର ମହାକାଶ ଯାନ। ପ୍ରଥମଥର ପାଇଁ ସ୍ପେସ୍‌ଏକ୍ସର, ଫାଲକନ୍‌-୯ ରକେଟ୍‌ରେ ଗଲେ ୨ ମହାକାଶଚାରୀ। ଫ୍ଲୋରିଡା କେନେଡି ସ୍ପେସ୍‌ ସେଣ୍ଟରରୁ…

ବଲିଉଡରେ ଡେବ୍ୟୁ କରିବେ ହ୍ରିତିକ୍ ରୋଶନଙ୍କ ସୁନ୍ଦରୀ ଭଉଣୀ

ଆଜିକାଲି ବଲିଉଡ୍ ସିନେମା ଜଗତରେ ଷ୍ଟାର କିଡ୍ସ ଯୁଗ ଦେଖିବାକୁ ମିଳୁଛି । କିଏ ଫିଲ୍ମରେ ଧମାକେଦାର ଏଣ୍ଟ୍ରି କରିଛିି ତ ଆଉ କିଏ ଡେବ୍ୟୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାରି ମଧ୍ୟରେ ଆଉ ଏକ ନୂଆ ଏଣ୍ଟ୍ରି…

ଆସନ୍ତାକାଲିଠୁ ଅନଲାଇନରେ ଆରମ୍ଭ ହେବ +୨ ଖାତାଦେଖା

ଭୁବନେଶ୍ୱର, ୩୧/୫(ଓଡିଶା ଭାସ୍କର): କରୋନା ଭାଇରସ ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି। କିନ୍ତୁ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ଲକ ଡାଉନ ଫିଟିବ। ଏହାସହ ବନ୍ଦ ଥିବା +୨ ଖାତା ଦେଖା ଆରମ୍ଭ ହେବ। ଆସନ୍ତା…

ଅନଲକ୍-୧ରେ କଣ ଖୋଲିବ, କଣ ରହିବ ବନ୍ଦ?

ସାରା ଦେଶରେ ୧ ଜୁନରୁ ୩୦ ଜୁନ ପର୍ଯ୍ୟନ୍ତ ଅନଲକ୍-୧ ଜାରି କରିଛନ୍ତି କେନ୍ଦ୍ର ସରକାର । ପର୍ଯ୍ୟାୟକ୍ରମେ ଲକଡାଉନ୍ ନିୟମ କୋହଳ କରାଯିବ । ୩୦ ଜୁନ୍ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ରାତି ୯ଟାରୁ ଭୋର ୫ଟା…

ଅନଲକ୍-୧: କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଜାରି, ୩୦ ଜୁନ୍ ପର୍ଯ୍ୟନ୍ତ ହେବ ଲାଗୁ

କରୋନା ଭାଇରସ୍ ମୁକାବିଲା ପାଇଁ ସାରା ଦେଶରେ ପୁଣି ଥରେ ଲକଡାଉନ ଲାଗୁ ହୋଇଛି । ଏହି ଲକଡାଉନକୁ କେନ୍ଦ୍ର ସରକାର ଅନଲକ୍-୧ର ନାମ ଦେଇଛନ୍ତି । ଦେଶରେ୧ ଜୁନରୁ ୩୦ ଜୁନ ପର୍ଯ୍ୟନ୍ତ ଏହି ଅନଲକ୍ ପର୍ଯ୍ୟାନ୍ତ ଲାଗୁ ରହିବ ।…

୧୫ ଜୁନ୍ ପର୍ଯ୍ୟନ୍ତ ଲକଡାଉନ୍ ବଢାଇଲା ଏହି ରାଜ୍ୟ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜୁନ୍ ୧୫ ଯାଏଁ ଲକଡାଉନ୍ ବଢାଇଲେ ମଧ୍ୟପ୍ରଦେଶ ସରକାର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର ଏକ ବୟାନରେ ଲକଡାଉନ ବୃଦ୍ଧିକୁ ନେଇ ଘୋଷଣା କରିଛନ୍ତି । ଳକଡାଉନ ହଟାଇଲେ କରୋନା…

ଖୁବଶୀଘ୍ର ଜାରି ହେବ ଲକଡାଉନ-୫ର ଗାଇଡଲାଇନ୍!

କରୋନା ମହାମାରୀକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାର ମୁକାବିଲା ପାଇଁ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ରବିବାର ଅର୍ଥାତ୍ ମେ ୩୧ରେ ଶେଷ ହେବାକୁ ଯାଉଛି । ଏହାରି ମଧ୍ୟରେ ବହୁ ରାଜ୍ୟ ଲକଡାଉନ୍…

‘ବନ୍ଦେ ଉତ୍କଳ ଜନନୀ’ରେ ଗୁଞ୍ଜରିତ ହେଲା ଓଡିଶା ଭାସ୍କର କାର୍ଯ୍ୟାଳୟ

ଭୁବନେଶ୍ୱର,୩୦ ।୫(ଓଡିଶା ଭାସ୍କର): ସାରା ଓଡିଶାରେ ଆଜି ସନ୍ଧ୍ୟା ୫ଟା ୩୦ରେ ଗୁଞ୍ଜରିତ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’ । କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ତଥା ସମ୍ମାନିତ କରିବା ପାଇଁ ସମସ୍ତ ଓଡିଶାବାସୀ ବନ୍ଦେ ଉତ୍କଳ…