fbpx
Browsing Category

Top Stories

ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଅଜିତ୍ ହେଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୩୦ ।୧୨: ମହାରାଷ୍ଟ୍ରରେ ଏନସିପି-କଂଗ୍ରେସ ଓ ଶିବସେନା ମେଣ୍ଟ ସରକାରର ମନ୍ତ୍ରୀ ପରିଷଦ ସମ୍ପ୍ରସାରଣ ହୋଇଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଏନସିପିର ଅଜିତ ପାୱାର ଶପଥ ଗ୍ରହଣ କରିଛନ୍ତି । ଫଡନବିସ…

ନୂଆବର୍ଷ ନେଇ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ, ୩୦ା୧୨(ଓଡ଼ିଶା ଭାସ୍କର): ନୂଆବର୍ଷରେ ପୁରୀରେ ସୁରକ୍ଷା ନେଇ ପୁରୀ ଏସପି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ପୁରୀ ସହରକୁ ୨୭୬ ଅଧିକାରୀ ଓ ୬୫ପ୍ଲାଟୁନ ଫୋର୍ସ ଜଗିବେ । ଏହାସହ ୧୨୬୫ପୋଲିସ…

ବନ୍ଦ ହେବନି ବିମାନ ଚଳାଚଳ

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): ରନୱେ ରିକାର୍ପେଟିଙ୍ଗ ପାଇଁ ବନ୍ଦ ହେବନି ବିମାନ ଚଳାଚଳ । ଫେବୃଆରୀ ପ୍ରଥମ ସପ୍ତାହରୁ ଭୁବନେଶ୍ୱର ବିମାନବନ୍ଦରର ରିକାର୍ପେଟିଙ୍ଗ କାମ ଆରମ୍ଭ ହେବ । ୮ରୁ ୧୦ ମାସ ଧରି ଏହି କାମ…

ଶଙ୍କରପୁରରେ ହାତୀ ଉପଦ୍ରବ, ଖଳାରେ ପଶି ନଷ୍ଟ କଲେ ଧାନ

ଚୌଦ୍ୱାର,୩୦ ।୧୨(ଓଡିଶା ଭାସ୍କର): ଦୀର୍ଘଦିନ ଧରି କଟକ ଚୌଦ୍ୱାର ସ୍ଥିତ ଶଙ୍କରପୁରରେ ହାତୀ ଉପଦ୍ରବ ଲାଗିରହିଛି । ଏବେ ହାତୀଙ୍କ ଟାଗେର୍ଟରେ ରହିଛି ଧାନ ଖଳା । ଚାଷୀମାନେ ଧାନ ଅମଳ କରି ଖଳାରେ ରଖିଥିବା ବେଳେ ରାତିରେ…

ଚାଲିବ ପୁରୀ-ହାୱଡା ସ୍ୱତନ୍ତ୍ର ଟ୍ରେନ୍

ପୁରୀ,୩୦ ।୧୨(ଓଡିଶା ଭାସ୍କର): ଆଜି ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ୍ ପୁରୀରୁ ବାତିଲ କରାଯାଇଛି । ଟିକେଟ୍ କରିଥିବା ଯାତ୍ରୀଙ୍କ ସୁବିଧା ପାଇଁ ଆଜି ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ୨୦ଟି ବଗି ଥିବା ଏହି ସ୍ୱତନ୍ତ୍ର…

ପାଟଣାଗଡରେ ଗୁଳିମାଡ

ପାଟଣାଗଡ,୩୦ ।୧୨(ଓଡିଶା ଭାସ୍କର): ବଲାଙ୍ଗିର ପାଟଣାଗଡ ଗଙ୍ଗାସାଗର ଗାଁରେ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି । ଗାଁର ନବୀନ ମେହେରଙ୍କ ଘରେ ଗୁଳି କରି ଲୁଟ୍ ଉଦ୍ୟମ କରିଛନ୍ତି ଡକାୟତ । ଗୁଳିମାଡ କରି ୩ ମୁଖାଧାରୀ…