fbpx
Browsing Category

Top Stories

ଫେବୃୟାରୀ ୧ରେ ହେବ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୧୪ ।୧୨(ଓଡିଶା ଭାସ୍କର): ପୁଣି ଘୁଞ୍ଚିଲା ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଆସନ୍ତା ଫେବୃୟାରୀ ୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଉଭୟ ରାଜ୍ୟ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି…

କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି

ଜୟପୁର,୧୪ ।୧୨(ଓଡିଶା ଭାସ୍କର): କୋରାପୁଟ ଗସ୍ତରେ ଯିବେ ନବାଗତ ପୋଲିସ ଡିଜି ଅଭୟ କୁମାର । ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ୬ଟି ଜିଲ୍ଲାର ଏସପିଙ୍କ ସହ ସେ ବୈଠକ କରିବେ । ଏନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ବୈଠକ…

ଦୁର୍ଘଟଣାରେ ପରେ ବଢିଲା ବିପଦ, ପୋଲିସର ସତର୍କତା

ସମ୍ବଲପୁର,୧୪ ।୧୨(ଓଡିଶା ଭାସ୍କର): ସମ୍ବଲପୁରରେ ଟ୍ରକ୍-ଟ୍ୟାଙ୍କର ଧକ୍କା ପରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣାଗ୍ରସ୍ତ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେବାରେ ଲାଗିଛି । ଏନେଇ ବଡ ଧରଣର ଅଘଟଣର…

ଅମତି ଶାହାଙ୍କ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ଗସ୍ତ ବାତିଲ

ନୂଆଦିଲ୍ଲୀ, ୧୩ା୧୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି । ଆସନ୍ତା ରବିବାର ଓ ସୋମବାରର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ସିଲଂରେ ନର୍ଥ…

ନାଗରିକତା ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ପୋଡ଼ିଲେ ରେଲୱେ ଷ୍ଟେସନ

ପଶ୍ଚିମବଙ୍ଗ, ୧୩ା୧୨: ନାଗରିକତା ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଆନ୍ଦୋଳନକାରୀ ପୋଡ଼ାଜଳା କରିଥିବା ସୂଚନା ମିଳିଛି । ମୂର୍ଶିଦାବାଦର ଏକ ରେଲୱେ ଷ୍ଟେସନରେ ନିଆଁ ଲଗାଇଛନ୍ତି…

ଟ୍ରକ୍ ଧକ୍କାରେ ୨ମୃତ

ଯାଜପୁର,୧୩ା୧୨(ଓଡ଼ିଶା ଭାସ୍କର): ଯାଜପୁର ଜେନାପୁର ଥାନା ବାଘୁଆ ଛକରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସେଠାରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଟ୍ରକ୍ ସହିତ ବାଇକ ଧକ୍କା ହୋଇଥିବା ଜଣାପଡ଼ିଛି ।…

ଜିଲ୍ଲା ଯୋଜନା କମିଟିରେ ଅଦଳବଦଳ, ଜାଣନ୍ତୁ କେଉଁ ନେତାଙ୍କୁ କି ଦାୟିତ୍ୱ

ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଜିଲ୍ଲା ଯୋଜନା କମିଟିରେ ଅଦଳବଦଳ ହୋଇଥିବା ଆଜି ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ…

ଯୁବ ବିଜ୍ଞାନୀଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଆଜି ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମର ଆଜି ଗ୍ରାଣ୍ଡ ଫିନାଲେ କରାଯାଇଛି । ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ଟାଟା ଷ୍ଟିଲ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି…

ବନ୍ଧୁକ ମୁନରେ ପ୍ରେମ ନିବେଦନ କରି ଫସିଲେ ପ୍ରେମିକ

ସମ୍ବଲପୁର,୧୩ ।୧୨(ଓଡିଶା ଭାସ୍କର): ମହଙ୍ଗା ପଡିଲା ବନ୍ଧୁକ ମୁନରେ ପ୍ରେମ ନିବେଦନ । ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ପ୍ରେମ ନିବଦେନ ପରେ ନିର୍ଧୁମ୍ ଛେଚା ଖାଇଲେ ଯୁବକ । ଅସଲି ନୁହେଁ, ବରଂ ନକଲି ବନ୍ଧୁକ ଦେଖାଇ ପ୍ରେମ…

IAS ରାଜେଶ ବର୍ମାଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଆଇଏଏସ ରାଜେଶ ବର୍ମାଙ୍କୁ ଆଜି ନୂଆ ନିଯୁକ୍ତି ଦିଆଯାଇଥିବା ସୂଚନା ରହିଛି । ତାଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରୀୟ…