fbpx
Browsing Category

Top Stories

ଯୁବ ବିଜ୍ଞାନୀଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଆଜି ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମର ଆଜି ଗ୍ରାଣ୍ଡ ଫିନାଲେ କରାଯାଇଛି । ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ଟାଟା ଷ୍ଟିଲ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି…

ବନ୍ଧୁକ ମୁନରେ ପ୍ରେମ ନିବେଦନ କରି ଫସିଲେ ପ୍ରେମିକ

ସମ୍ବଲପୁର,୧୩ ।୧୨(ଓଡିଶା ଭାସ୍କର): ମହଙ୍ଗା ପଡିଲା ବନ୍ଧୁକ ମୁନରେ ପ୍ରେମ ନିବେଦନ । ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ପ୍ରେମ ନିବଦେନ ପରେ ନିର୍ଧୁମ୍ ଛେଚା ଖାଇଲେ ଯୁବକ । ଅସଲି ନୁହେଁ, ବରଂ ନକଲି ବନ୍ଧୁକ ଦେଖାଇ ପ୍ରେମ…

IAS ରାଜେଶ ବର୍ମାଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଆଇଏଏସ ରାଜେଶ ବର୍ମାଙ୍କୁ ଆଜି ନୂଆ ନିଯୁକ୍ତି ଦିଆଯାଇଥିବା ସୂଚନା ରହିଛି । ତାଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରୀୟ…

ଅର୍ଥ ବ୍ୟବସ୍ଥାରେ ସୁଧାର ଦେଖାଯାଉଛି: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, ୧୩ା୧୨: ଅର୍ଥ ବ୍ୟବସ୍ଥା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଦେଶର ଅର୍ଥବ୍ୟବସ୍ଥା ସୁଧାର ପାଇଁ ଅନେକ ପଦକ୍ଷେପ ନେଇଛୁ । ନିବେଶ ବଢ଼ାଇବାକୁ କର୍ପୋରେଟ…

ନାଗରିକତା ସଂଶୋଧନ ବିଲ୍ ଲାଗୁ କରିବାକୁ ସବୁ ରାଜ୍ୟ ବାଧ୍ୟ

ନୂଆଦିଲ୍ଲୀ,୧୩ା୧୨: ନାଗରିକତା ସଂଶୋଧନ ବିଲ୍ ଲାଗୁ କରିବାକୁ ସବୁ ରାଜ୍ୟ ବାଧ୍ୟ । କେନ୍ଦ୍ରୀୟ ଆଇନ ଲାଗୁ ନ କରିବାର ଅଧିକାର କୌଣସି ରାଜ୍ୟର ନାହିଁ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ…

କଟକରେ ହେବ ନୂଆ ସିଡିଏ

କଟକ,୧୩ ।୧୨(ଓଡିଶା ଭାସ୍କର): କଟକ ମହାନଦୀ ପଠାରେ ଅତ୍ୟାଧୁନିକ ରେସିଡେନସିଆଲ କମ୍ପେ୍ଲକ୍ସ ନିର୍ମାଣ ହେବାକୁ ଯାଉଛି । ବାଲିଯାତ୍ରା ଯୋବ୍ରା ମହାନଦୀ ପଠାରେ ବାହାରିବ ପ୍ରାୟ ୪୦୦ ଏକର ନୂଆ ଜାଗା । ହାଡିଆ ପଠାରେ ୪୦୦…

ବାତିଲ ହେଲା ଭାରତ-ଜାପାନ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ, ୧୩ା୧୨: ଭାରତ ଓ ଜାପାନ ମଧ୍ୟରେ ହେବାକୁ ଥିବା ଶିଖର ସମ୍ମିଳନୀ ଆଜି ବାତିଲ ହୋଇଥିବା ସୂଚନା ମିଳିଛି । ଗୁଆହାଟିରେ ଭାରତ-ଜାପାନ ଶିଖର ସମ୍ମିଳନୀ ହୋଇଥାନ୍ତା । ନାଗରିକତା ସଂଶୋଧନ ବିଲ ନେଇ ଗୁଆହାଟିରେ…

୨୦୨୦ରେ ଚମକିବ ଏହି ୨ ରାଶିର ଭାଗ୍ୟ, ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ?

ଆସନ୍ତା ୨୦୨୦ ବର୍ଷ ଆପଣଙ୍କ ପାଇଁ କିପରି ରହିବ ଜାଣିବାକୁ ଚାହୁଁଛନ୍ତି କି ? ନୂଆ ବର୍ଷରେ କେଉଁ ସାମଗ୍ରୀ ଆପଣଙ୍କୁ ଲାଭ ଦାୟକ ହେବ ଓ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ହେବ ଜାଣିବାକୁ ଚାହୁଁଥିଲେ ପଢନ୍ତୁ .. ମେଷ -…

ସାରଥି ବାବାଙ୍କ ଜମିରେ ଇଡ଼ିର ନୋଟିସ୍

କେନ୍ଦ୍ରାପଡ଼ା, ୧୩ା୧୨: କେନ୍ଦ୍ରାପଡ଼ାରେ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କ ଜମିରେ ଆଜି ଇଡ଼ି ପକ୍ଷରୁ ନୋଟିସ ମରାଯାଇଥିବା ସୂଚନା ମିଳିଛି । ଗରାପୁର ମୌଜାର ତିନିଟି ପ୍ଲଟରେ ନୋଟିସ ଲାଗିିଥିବା ଜଣାପଡ଼ିଛି । ଜାଗା…

ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର,୧୩ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଛି ।ଭିଡିଓ କନଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…