fbpx
Browsing Category

Top Stories

ବାତ୍ୟା ଅମ୍ଫନ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮ା୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିବେ । ଏନେଇ ଅପରାହ୍ନ ୪ଟାରେ ଉଚ୍ଚସ୍ତରୀୟ ବୈଠକ ହେବ । ଗୃହମନ୍ତ୍ରାଳୟ ଓ ଏନଡ଼ିଏମଏ ସହ…

ବାଇକ୍-ସ୍କୁଟିର ପଛରେ ବସାଇଲେ କଟିବ ଚାଲାଣ

ବାଇକ୍ ଓ ସ୍କୁଟି ପଛରେ କାହାକୁ ବସାଇଲେ ୨୫୦ରୁ ୧୦୦୦ ପର୍ଯ୍ୟନ୍ତ ଚାଲାଣ କଟିବ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି । ଏହି ଭୁଲକୁ ବାରମ୍ବାର କରିବା ଦ୍ୱାରା ଚାଳକର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇପାରେ ।…

ଚିହ୍ନଟ ହୋଇଥିବା ୪୮ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୪୮ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ୧୫ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ସୁରତ ଫେରନ୍ତା ଓ ସେମାନେ…

ମଦ ପରେ ଖୋଲିବ ପାନ-ଗୁଟଖା ଦୋକାନ

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଆଜିଠାରୁ ଲକଡାଉନ୍ ୪ ଆରମ୍ଭ ହୋଇଯାଇଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଲକଡାଉନରେ ଯେଉଁ ପ୍ରତିବନ୍ଧକ ଥିଲା ତାହା ରହିଛି , ମାତ୍ର କିଛିଟା ଦୋକାନ ଖୋଲିବାକୁ ଅନୁମତି ମିଳିଛି ।…

କନ୍ଧମାଳକୁ ଛୁଇଁଲା କରୋନା

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ପ୍ରଥମଥର କନ୍ଧମାଳକୁ ଛୁଇଁଲା କରୋନା । ଆଜି ଚିହ୍ନଟ ହୋଇଥିବା ୪୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ କରୋନା ଆକ୍ରାନ୍ତ କନ୍ଧମାଳରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାସହ…

ରାଜ୍ୟରେ ଆଉ ୪୮କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୪୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି । ୪୮କରୋନା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରେ ୨,…

୧୨ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନର ରୂପ ନେଇପାରେ ଅମ୍ଫାନ !

ନୂଆଦିଲ୍ଲୀ, ୧୮ା୫: ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ବାତ୍ୟା ଅମ୍ଫନ । ୧୨ଘଣ୍ଟା ଭିତରେଏହା ସୁପର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି । ସମୁଦ୍ର ଭିତରେ ୧୨ଘଣ୍ଟା ଯାଏଁ…

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ଅମ୍ଫନ, ଉତ୍ତର ଓଡିଶା ପ୍ରତି ବିପଦ!

ଭୁବନେଶ୍ୱର,୧୮।୫(ଓଡିଶା ଭାସ୍କର): ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ଅମ୍ଫନ । ଗତ ୬ ଘଣ୍ଟା ଧରି ୧୩ କିମି ବେଗରେ ଗତି କରୁଛି ବାତ୍ୟା । ପାରାଦୀପଠାରୁ ୮୨୦ କିମି ଦୂରରେ କେନ୍ଦ୍ରୀଭୂତ ଅମ୍ଫନ । ଉତ୍ତର…

ରାଶିଫଳ (୧୮।୦୫।୨୦୨୦, ସୋମବାର), ଜାଣନ୍ତୁ ଆପଣଙ୍କ ଦିନ କିପରି କଟିବ

ମେଷ - ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…