Browsing Category

Top Stories

+୨ ଏବଂ ମାଟ୍ରିକ୍ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୧୫/୪ (ଓଡିଶା ଭାସ୍କର) : ରାଜ୍ୟରେ ସ୍ଥଗିତ ହେଲା ମାଟ୍ରିକ୍ ଏବଂ +୨ ପରୀକ୍ଷା । ସ୍ଥଗିତ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ନବମ ଏବଂ ଏକାଦଶ ଶ୍ରେଣୀର ସମସ୍ତ ପିଲା ବିନା…

ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନା ପଜିଟିଭ୍

ନୁଆଦିଲ୍ଲୀ, ୧୫/୪ (ଓଡିଶା ଭାସ୍କର) : ସାରା ଦେଶରେ କରୋନା କହରର ସାଂଘାତିକ ରୁପ ଥିବା ବେଳେ ଆଉ ଗୋଟିଏ ସଙ୍ଗୀନ ଖବର ପହଞ୍ଚିଛି । ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ…

ଦିଲ୍ଳୀରେ ଲାଗୁହେଲା ସପ୍ତାହାନ୍ତ କର୍ଫ୍ୟୁ

ନୁଆଦିଲ୍ଲୀ, ୧୫/୪ (ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଶୀର୍ଷରେ ରହିଛି । ପ୍ରତିଦିନ ନୁଆ ରେକର୍ଡ କରୁଛି ସଂକ୍ରମିତଙ୍କ ସଂଖ୍ୟା । ତେଣୁ ଆଜି କେଜ୍ରିୱାଲ୍ ସରକାର ରାଜ୍ୟରେ ସପ୍ତାହାନ୍ତ ଲକଡାଉନ୍…

ଝିଅକୁ ଦୁଷ୍କର୍ମ ହୋଇଥିବା ଖବର ଶୁଣି ଦୁଷ୍କର୍ମକାରୀଙ୍କ ପରିବାରର ୬ଜଣଙ୍କୁ ମାରିଦେଲା ବାପା

ବିଶାଖାପଟନମ୍,୧୫/୪ (ଓଡିଶା ଭାସ୍କର) : ଆନ୍ଧ୍ର ପ୍ରଦେଶ ବିଶାଖାପଟନମରୁ ଗୁରୁବାର ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଯାହା ଆପଣ ମାନଙ୍କୁ ଏକଦମ୍ ଆଶ୍ଚର୍ଯ୍ୟଚକିତ କରିଦେବ । ବିଶାଖାପଟନମ୍ ଜିଲ୍ଲାର ଏକ ଜଟ୍ଟାଦା ଗାଁର…

୬ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, ପଢ଼ନ୍ତୁ ପୁରା ଖବର

କଟକ,୧୫/୪ (ଓଡିଶା ଭାସ୍କର) : ୬ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଉକ୍ତ ରାୟ ଅନୁସାରେ ଯଦି ଜଣେ କର୍ମଚାରୀ ତାଙ୍କ…

ଖେଳ ହେଲା କାଳ: କାର୍ ଭିତରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୩ ଶିଶୁଙ୍କ ଜୀବନ

ରାଜସ୍ଥାନ, ୧୫/୪ (ଓଡିଶା ଭାସ୍କର): ରାଜସ୍ଥାନର ଭରତପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁ ଖେଳୁ କାର୍ ରେ ବନ୍ଦ ହୋଇଯାଇଥିଲେ ତିନି ଜଣ ଶିଶୁ । ଏହାପରେ ଅଣନିଶ୍ୱାସୀ ହୋଇ ଚାଲିଗଲା ତିନୋଟି ଯାକ ଶିଶୁଙ୍କ ଜୀବନ ।…

ଆରପାରିରେ ପଶ୍ଚିମବଙ୍ଗ କଂଗ୍ରେସ ପ୍ରାର୍ଥୀ ରିଜାଉଲ୍ ହକ୍

ପଶ୍ଚିମବଙ୍ଗ, ୧୫/୪ (ଓଡିଶା ଭାସ୍କର): ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଭିତରେ ଏକ ନିରାଶଜନକ ଖବର ଆସିଛି । ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କର ଆଜି କରୋନାରେ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ ମୁର୍ସିଦାବାଦ୍…

କେନ୍ଦ୍ରର ନୂଆ ନିୟମ: BIS ଲାଇସେନ୍ସ ପ୍ରମାଣପତ୍ର ଏବଂ ନବୀକରଣରେ ମିଳିବ ୫୦ % ରିହାତି

କେନ୍ଦ୍ର ସରକାର ଲଘୁ ଉଦ୍ୟୋଗ, ଷ୍ଟାର୍ଟ ଅପ ଏବଂ ମହିଳା ଉଦ୍ୟମୀଙ୍କ ପାଇଁ ନୂତନ BIS ଲାଇସେନ୍ସ ଏବଂ ସାର୍ଟିଫିକେଟର ବାର୍ଷିକ ନବୀକରଣ ଶୁଳ୍କରେ ୫୦ ପ୍ରତିଶତ ଛାଡ କରିଛନ୍ତି । ଏହି ସେବା ଏବେ ମାଗଣାରେ ମିଳିବ, ଏବଂ…