fbpx
Browsing Category

Top Stories

୬ ବିଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ,୫ ।୧୨: କୋଣାର୍କ ବାଲୁକା କଳା ଉତ୍ସବର ଆଜି ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ୬ ବିଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେରିକା, କାନାଡା,…

୪୮ ଘଣ୍ଟା ମଧ୍ୟରେ ୩୦ ହଜାର ପଶୁଙ୍କ ବଳି ପଡିଲା ଏହି ମନ୍ଦିରରେ

ଦକ୍ଷିଣ ନେପାଳର ଏକ ଗାଁରେ ଥିବା ଗଢୀମାଇ ମନ୍ଦିରରେ ପ୍ରତି ୫ ବର୍ଷରେ ଥରେ ମେଳା ଆରମ୍ଭ ହୋଇଥାଏ । ଏହି ମେଳାରେ ହଜାର ପଶୁଙ୍କ ବଳି ଦିଆଯାଏ । ଚଳିତବର୍ଷ ସେଠାରେ ୩୦ ହଜାର ପଶୁଙ୍କ ବଳି ଦିଆଯାଇଥିବା ଜଣାପଡିଛି । ଦୁଇ…

ସଂସଦ କ୍ୟାଣ୍ଟିନରେ ରିହାତି ମନା, ମିଳିବନି ଶସ୍ତା ଖାଦ୍ୟ

ନୂଆଦିଲ୍ଲୀ,୫ ।୧୨: ଏଣିକି ସଂସଦ କ୍ୟାଣ୍ଟିନରେ ଆଉ ମିଳିବନି ସବସିଡି । ପ୍ରକୃତ ମୂଲ୍ୟ ଦେଇ ଖାଦ୍ୟ ଓ ଅନ୍ୟ ସାମଗ୍ରୀ କିଣିବେ ସାଂସଦ । ସାଂସଦଙ୍କ ସର୍ବସମ୍ମତି କ୍ରମେ ସବିସିଡି ପ୍ରତ୍ୟାହାରର ନିଷ୍ପତ୍ତି ନିଆଯାଇଛି ।…

ଆରଟିଓ ଏଜେଣ୍ଟଙ୍କୁ ଚିହ୍ନଟ କର: ହାଇକୋର୍ଟ

ଭୁବନେଶ୍ୱର,୫ ।୧୨(ଓଡିଶା ଭାସ୍କର): ଆରଟିଓରେ ମଧ୍ୟସ୍ଥଙ୍କୁ ସରକାର ହଟାଇବା ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ସବୁ ଆରଟିଓରେ କାମ କରୁଥିବା ମଧ୍ୟସ୍ଥଙ୍କୁ ଚିହ୍ନଟ ପାଇଁ ପରିବହନ ସଚିବଙ୍କୁ…

କେନ୍ଦ୍ରକୁ ଚିଦାମ୍ବରମଙ୍କ ତୀର

ନୂଆଦିଲ୍ଲୀଳ,୫ ।୧୨: ଜେଲରୁ ମୁକୁଳିବା ପରେ ଅର୍ଥନୀତିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ । ଏହାକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

ମୋଦୀ ସରକାରଙ୍କୁ ଝଟକା, ଜିଡିପି ଅଭିବୃଦ୍ଧିକୁ ୫% ଖସାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୫ ।୧୨: ରେପୋ ରେଟକୁ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଏଣିକି ବ୍ୟାଙ୍କଗୁଡିକୁ ୫.୧୦% ସୁଧହାରରେ ଋଣ ଯୋଗାଇବ ଆରବିଆଇ । ବ୍ୟାଙ୍କଗୁଡିକଠାରୁ ଋଣ ନେଲେ ଆରବିଆଇ ୪.୯୦ % ସୁଧ ଦେବ ।…

ମିଶ୍ରଣ ହେବ, କିନ୍ତୁ ଚାଲିବ ‘କାଳିଆ’ ଯୋଜନା: କୃଷିମନ୍ତ୍ରୀ

ଭୁବନେଶ୍ୱର,୫ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବାକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ଚାଲିଥିଲା । ଏହି ମିଶ୍ରଣକୁ ନେଇ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି…

ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୫ ।୧୨(ଓଡିଶା ଭାସ୍କର) : ଭୁବନେଶ୍ୱର ଅଶୋକନଗର ସ୍ଥିତ ୟୁକୋ ବ୍ୟାଙ୍କରେ କାମ କରୁଥିବା ସିନିୟର ମ୍ୟାନେଜର ଆର ରଞ୍ଜିତା ରାଓଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି । ବରମୁଣ୍ଡା ହାଉସିଂବୋର୍ଡ କଲୋନୀର…

ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ

କୋକସରା,୫ ।୧୨(ଓଡିଶା ଭାସ୍କର): ମର୍ଣ୍ଣିଂ ୱର୍କ ଯାଉଥିବାବେଳେ ଅଜଣା ଗାଡି ଧକ୍କାରେ ଆଜି ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ ମଇଚଲା ନିକଟରେ। ମୃତ…

ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ..

ଦୈନନ୍ଦିନ ଜୀବନରେ ଅଫିସରେ ବେଶୀ ଟାଇମ ବସିବା ହେଉ ବା ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ ପିଠି ଯନ୍ତ୍ରଣା ହୋଇଥାଏ । ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କେତେକ…