fbpx
Browsing Category

Top Stories

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୬।୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୯କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡିଛି।…

ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

ଭୁବନେଶ୍ୱର,୧୬।୫(ଓଡିଶା ଭାସ୍କର): ମହଙ୍ଗା ହେଲା ପେଟ୍ରୋଲ  ଓ ଡିଜେଲ । ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବଢାଇଛନ୍ତି ରାଜ୍ୟ ସରକାର। ପେଟ୍ରୋଲ ଦର ୩ ଟଙ୍କା ୧୧ ଓ ଡିଜେଲ ୧ଟଙ୍କା ୦୩ ପଇସାକୁ ବୃଦ୍ଧି କରିଛନ୍ତି ସରକାର।…

କେଉଁ ରାଜ୍ୟର ଲୋକମାନେ ଅଧିକ ମଦ୍ୟପାନ କରନ୍ତି ?

ଭାରତରେ ଲକ୍-ଡାଉନ୍ ଚାଲିଥିବା ବେଳେ ସମସ୍ତ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ରେଡ଼, ଗ୍ରୀନ ଓ ଅରେଞ୍ଜ ଜୋନରେ ମଦ ଦୋକାନ ଖୋଲିବା ପାଇଁ କୋହଳ କରାଯାଇଛି । ତେବେ ଆସନ୍ତୁ ଜାଣିବା ଭାରତର କେଉଁ ରାଜ୍ୟ,…

ବଡ଼ ଖବର, ବାତ୍ୟାର ରୂପ ନେଲା ଆମ୍ଫାନ୍

ଭୁବନେଶ୍ୱର, ୧୬।୫(ଓଡ଼ିଶା ଭାସ୍କର): ବାତ୍ୟାର ରୂପ ନେଲା ଆମ୍ଫାନ୍। ଗଭୀର ଅବପାତରୁ ବାତ୍ୟାରେ ପରିଣତ ହେଲା ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ। ଆଗାମୀ ୧୨ ଘଣ୍ଟାରେ ତୀବ୍ର ସାମୁଦ୍ରିକ ଘୂର୍ଣ୍ଣିଝଡର ରୂପ…

ମିଜୋରାମ ପରେ ଲକଡାଉନ ବଢାଇଲା ଏହି ରାଜ୍ୟ

ପଞ୍ଜାବ, ୧୬/୫: କରୋନା ଭାଇରସ୍ ସତର୍କତା ପାଇଁ ଦେଶବ୍ୟାପୀ ଲକଡାଉନ ରହିଛି । ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଲକଡାଉନ ମେ ୧୭ ଯାଏଁ ରହିିବ ବୋଲି ଘୋଷଣା ହୋଇଥିଲା । ଏହାରି ମଧ୍ୟରେ ଗତକାଲି ମିଜୋରାମ ସରକାର ଲକଡାଉନ…

ଚୀନକୁ ବରବାଦ୍ କରିବା ପଛରେ ଆମେରିକା, ଟ୍ରମ୍ପ କଲେ ଏପରି ଘୋଷଣା

ସାରା ବିଶ୍ୱରେ ଏବେ କରୋନାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଆମେରିକାରେ କରୋନା ଏତେ କ୍ଷତି ଘଟାଇଛି ଯେ ତାହା ଆକଳନ କରିହେବ ନାହିଁ । ଏନେଇ ଚୀନକୁ ଉଚିତ୍ ଶିକ୍ଷା ଦେବାରେ ଲାଗିରହିଛି ଆମେରିକା । ଏହାରି ମଧ୍ୟରେ ସାଉଥ୍…

ବାତ୍ୟାକୁ ନେଇ ରାଜ୍ୟର ପ୍ରସ୍ତୁତିକୁ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ପ୍ରଶଂସା

ଭୁବନେଶ୍ୱର,୧୬ ।୫(ଓଡିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର କ୍ୟାବିନେଟ ସଚିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ମୁକାବିଲା…

ବାତ୍ୟା ପ୍ରଭାବ, ୪ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ସାମୁଦ୍ରିକ ଝଡ଼ ନେଇ ସ୍ୱତନ୍ତ୍ର ରିଲିଫ କମିଶନ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଉତ୍ତର ଦିଗରେ ଗତି କରିବ । ପରେ ଏହା…

ବାତ୍ୟାରେ ଶୂନ୍ୟ ଜୀବନହାନିକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ  ଓ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା…