Browsing Category
Top Stories
ଚୀନକୁ ମୁହଁତୋଡ ଜବାବ ଦେବ ଭାରତ; ଲେହରେ ମୁତୟନ ଫାଇଟର ଜେଟ୍
ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମା ବିବାଦକୁ ନେଇ ଉଭୟ ରାଷ୍ଟ୍ର ସୀମାରେ ସର୍ବଦା ମୁହାଁମୁହିଁ ପରସ୍ଥିତି ରହିଥାଏ । ଏପରି ସମୟରେ ଡ୍ରାଗନ ସେନାକୁ ମୁହଁ ତୋଡ ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ବାୟୁସେନା । ଲଦାଖ…
ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ; ୧୫୩୫୯ ହେକ୍ଟର ଜମିକୁ ମିଳିବ ପାଣି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି…
ଆପଣଙ୍କ ଫୋନରେ ପଶିଛି କି PEGASUS; ଏମିତି କଲେ ତଥ୍ୟ ରହିବ ସୁରକ୍ଷିତ
ନୂଆଦିଲ୍ଲୀ: ବିଗତ ଦୁଇ ଦିନ ଧରି ଦେଶରେ ଭୂକମ୍ପ ମଚାଇଛି ପେଗାସସ ସ୍ପାଇୱେୟାର । ଏହି ଆପର ବ୍ୟବହାର ଦ୍ୱାରା ଦେଶର ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ୍ ଟ୍ୟାପ କରାଯାଇଥିବା ନେଇ ଖବର ପ୍ରକାଶ ପାଇଛି । ସରକାରଙ୍କ…
ବିଜେଡି ଘେରିବ FCI ଅଫିସ୍, ଚାଷୀଙ୍କ ପାଇଁ କରିବ ଲଢ଼େଇ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଷୀଙ୍କ ଉନ୍ନତି ଓ ଚାଷୀଙ୍କ ହକ ପାଇଁ ଲଢ଼େଇ କରିବ ବିଜେଡି । କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ ଚାଷୀଙ୍କ ପ୍ରତି ଅବହେଳାର ପ୍ରତିବାଦରେ ବିଜେଡି ମଙ୍ଗଳବାର ରାଜ୍ୟର ସବୁ FCI…
‘ମୋ ସାଇକେଲ୍’ ବିକ୍ରି କରିନି ‘ସ୍ମାର୍ଟସିଟି’: ସଞ୍ଜୟ ସିଂ, କହିଲେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ମୋ ସାଇକେଲ’ ଯୋଜନା ଆରମ୍ଭ ହୋଇଥିଲା ୨୦୧୮ରେ ଆଉ ଲକ୍ଷ୍ୟ ଥିଲା ସହରର ପରିବେଷକୁ ପ୍ରଦୂଷଣ ମୁକ୍ତ ରଖିବା । ତେବେ ୨ବର୍ଷ ଭିତରେ ସବୁ ଲକ୍ଷ୍ୟ ଚୁଲିକୁ ଚାଲିଗଲା । ଠିକ୍ ରେ ରକ୍ଷଣାବେକ୍ଷଣ…
ରାହୁଲ ଗାନ୍ଧୀଙ୍କ ମଧ୍ୟ ହୋଇଛି ଫୋନ ଟ୍ୟାପିଂ, ଗୃହ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଅମିତ୍ ଶାହା
ନୂଆଦିଲ୍ଲୀ : ଇସ୍ରାଏଲର ପେଗାସସ ସଫ୍ଟଓୟାର ଜରିଆରେ ଫୋନ୍ ଟ୍ୟାପିଂକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛି। ଫୋନ ଟ୍ୟାପିଂ ରିପୋର୍ଟ ସାମ୍ନାକୁ ଆସିବା ପରେ ଦେଶ ରାଜନୀତିରେ ଝଡ ସୃଷ୍ଟି…
ହରଭଜନଙ୍କ ‘ଫ୍ରେଣ୍ଡଶିପ୍’, ଫିଲ୍ମ ଡେବ୍ୟୁ କରିବେ ଏହି ତାରକା
ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତୀୟ କ୍ରିକେଟ ପାଇଁ ଏକ ସ୍ପର୍ଦ୍ଧିତ ନାମ ହରଭଜନ ସିଂହ । ମହାନ ଖେଳାଳି ନିଜ ବଲ୍ ରେ ଅଫ୍ ସ୍ପିନ୍ କରି ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିପାରନ୍ତି । ଏହି ଚର୍ଚ୍ଚିତ ଖେଳ ତାରକା ସମ୍ପ୍ରତି…
ତାଲିବାନକୁ ଅସ୍ତ୍ରବିରତି ପାଇଁ ଅପିଲ୍ କଲେ ୧୫ଟି ଦେଶ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ମାନଙ୍କ ଅତ୍ୟାଚାର ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି । ତେଣୁ ଏଥିରେ ଅତିଷ୍ଠ ହୋଇ ଏବେ ଅନେକ ଦେଶ ତାଲିବାନ ମାନଙ୍କୁ ଆଫଗାନିସ୍ଥାନ ଛାଡିବାକୁ ଅପିଲ କରିଛନ୍ତି । ଏଥିରେ…
ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର । କୋଭିଡ୍-୧୯…
ପାର୍କରେ ବୁଲିବାରୁ ସହି ପାରିଲେନି, ବଳପୂର୍ବକ ବିବାହ କରାଇ ଦେଲେ, ଜୀବନ ହାରିଲେ ଯୁବକ
ମାଲଦା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ କଙ୍ଗାରୁ କୋର୍ଟ ନଷ୍ଟ କଲା ଯୁବତୀଙ୍କ ଜୀବନ । ଏଠାରେ ଦୁଇ ପ୍ରେମୀ ଯୁଗଳଙ୍କର ଜୋରଜବରଦସ୍ତି ବିବାହ କରାଇଦେଇଛନ୍ତି । ଆଉ ଏହାପରେ ଯୁବକ ଜଣକ ବିବାହ ପରେ ଆତ୍ମହତ୍ୟା…