Browsing Category

Top Stories

ପେଟକୁ ଚିପିଲେ ପାଟିରୁ ବାହାରୁଛି ନିଆଁ… ଭାରଇାଲ ହେଉଛି Video, ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ

ବେଙ୍ଗାଲୁରୁ: କର୍ନାଟକର ଏକ ଗାଁରୁ ଆଶ୍ଚର୍ଯ୍ୟକଲା ଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ପଶୁପାଳକଙ୍କର ୧୨ଟି କୁକୁଡ଼ା ଅଜଣା ରୋଗରେ ମରିଯିବା ପରେ ସେମାନଙ୍କ ପାଟିରୁ ନିଆଁ ବାହାରିଛି । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ…

(Video) ଇଏ କି ଆଶ୍ଚର୍ଯ୍ୟ, ବିରାଟକାୟ କୁମ୍ଭୀରକୁ ଝୁଣିଦେଲେ କୁକୁର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଲକ୍ଷ ଟ୍ରେଣ୍ଡିଂ ଭିଡିଓ ସାମ୍ନାକୁ ଆସୁଥାଏ । ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ମଜାଳିଆ ହୋଇଥିବାବେଳେ ଅନ୍ୟମାନେ ଲୋକଙ୍କୁ ଚକିତ କରିଥାଏ । ସେହି ସମୟରେ, କିଛି…

ବର୍ଷର ଶେଷ ଦିନରେ ଲଗାତାର ମହଙ୍ଗା ହେଉଛି ସୁନା, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ନୂଆଦିଲ୍ଲୀ: ୨୮ ଡିସେମ୍ବର ୨୦୨୪ ଶନିବାର ଦିନ ସୁନା ମହଙ୍ଗା ହୋଇଛି । ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୩୦୦ ଟଙ୍କା ବୃଦ୍ଧି ପାଇଛି । ଦେଶର ଅଧିକାଂଶ ସହରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରାୟ ୭୮,୦୦୦…

କୋଟି କୋଟି ମୋବାଇଲ୍ ୟୁଜରଙ୍କ ପାଇଁ ବଡ ଖବର, ଏହି ଲୋକଙ୍କୁ ମିଳିବନି ସିମ୍ ! ସରକାର ପ୍ରସ୍ତୁତ କଲେ ଲିଷ୍ଟ୍

ନୂଆଦିଲ୍ଲୀ: ଦେଶର କୋଟି କୋଟି ମୋବାଇଲ୍ ବ୍ୟବହାରକାରୀଙ୍କୁ ସାଇବର ଠକେଇରୁ ମୁକ୍ତି ଯୋଗାଇବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି । ସରକାର ସେହି ଲୋକମାନଙ୍କର ଲିଷ୍ଟ ପ୍ରସ୍ତୁତ କରିବାରେ ଲାଗିଛନ୍ତି,…

ଜାନୁଆରୀରୁ ନୂଆ ନିୟମରେ ଚାଲିବ ୟୁପିଆଇ, ଆଡ୍ ହେଲା ଓଟିପି ସର୍ଭିସ୍

ନୂଆଦିଲ୍ଲୀ: ଜାନୁୟାରୀ ୧ ତାରିଖରୁ ଦେଶରେ ଅନେକ ନିୟମ ବଦଳିବାକୁ ଯାଉଛି । ଯାହା ଭିତରେ ୟୁପିଆଇ ନିୟମ ମଧ୍ୟ ସାମିଲ ଅଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତରଫରୁ ୟୁପିଆଇ ନିୟମରେ ପରିବର୍ତ୍ତନ ହେବା ନେଇ ବଡ଼…

ଶୀତଦିନେ ହାତ-ପାଦ ଝିମ୍‌ ଝିମ୍ ହେଉଥିଲେ ଖାଆନ୍ତୁ ଏହି ଖାଦ୍ୟ, ଚୁଟକିରେ ଦୂର ହେବ ସମସ୍ୟା

ନୂଆଦିଲ୍ଲୀ: ବର୍ତ୍ତମାନ ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଏହି ସମୟରେ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । ବିଶେଷକରି ହାତ ପାଦରେ ଯନ୍ତ୍ରଣା ସହ ଝିମଝିମ୍ ମଧ୍ ହୋଇଥାଏ । ରାତିରେ ଶୋଇବା ସମୟରେ କିମ୍ବା…

କେମିତି ଚୁପସେ ପଛପଟୁ ଆସି ଚାପୁଡ଼ା ମାରି ପଳାଉଛନ୍ତି… ଦେଖନ୍ତୁ (Video) ପଥିକଙ୍କୁ ଚଲେଇ ଦେଉନି ସ୍କୁଟିବାଲା, ଥାନାର ଦ୍ୱାରସ୍ଥ ହେଲେ…

ମିରଠ: ଉତ୍ତରପ୍ରଦେଶ ମିରଠରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପଥିକମାନଙ୍କୁ ନାକେଦମ୍ କଲାଣି ଜଣେ ସ୍କୁଟିବାଲା । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏ ନେଇ ବହୁ ସିସିଟିଭି…

ସୁବିଧା ପାଇଁ ଆପଣ ବି Tea Bag ବ୍ୟବାହର କରୁଛନ୍ତି କି ? ଶରୀର ଉପରେ ପଡିପାରେ ଏହି ଗୁରୁତର ପ୍ରଭାବ

ନୂଆଦିଲ୍ଲୀ: ଅନେକ ଲୋକ ଚା' ପିିଇବା ପାଇଁ ପସନ୍ଦ କରିଥାନ୍ତି । ବିଶେଷ କରି ଶୀତଦିନେ ଏହାକୁ ପିଇବା ଦ୍ୱାରା ଏହାର ଅନନ୍ୟ ମିଳିଥାଏ । ଲୋକମାନେ ଶୀତଦିନେ ନିଜକୁ ଗରମ ରଖିବା ପାଇଁ ଏହାକୁ ପିଇବାକୁ ପସନ୍ଦ କରନ୍ତି । ଚା…

ସରକାରଙ୍କ ଦମଦାର୍ ଅଫର.. 4 ଛୁଆ ଜନ୍ମକର 32 ଲକ୍ଷ ନିଅ, ପ୍ରତି ଛୁଆକୁ 8 ଲକ୍ଷ

ନୂଆଦିଲ୍ଲୀ: ଜାପାନରୁ ନେଇ ଚୀନ୍ ପର୍ଯ୍ୟନ୍ତ ଜନ୍ମ ହାର ହ୍ରାସ ପାଇବାରେ ଲାଗିଛି । ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଯେଉଁଥିପାଇଁ କାର୍ଯ୍ୟରତ ଯୁବକମାନଙ୍କର ଅଭାବ ଦେଖାଦେଇଛି । ଏହି ଦେଶଗୁଡ଼ିକ…

ଜାପାନ ଏବଂ ଫିଲିପାଇନ୍ସରେ ଭୟଙ୍କର ଭୂକମ୍ପ, ଭୟରେ ଘର ବାହାରକୁ ଦୌଡୁଛନ୍ତି ଲୋକ

ନୂଆଦିଲ୍ଲୀ: ଶନିବାର ପୂର୍ବାହ୍ନରେ ଜାପାନର ଉତ୍ତର-ପୂର୍ବରେ ୫.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ମିୟାଗି ଓ ଫୁକୁସିମା ପ୍ରିଫେକ୍ଟରରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା, କିନ୍ତୁ କୌଣସି ସୁନାମି…