Browsing Category
Top Stories
୧୦% ଲୋକ ଏବେ ବି ଅମାନିଆ,୧୪୦୦ ଗିରଫ :ଡିଜି
ଭୁବନେଶ୍ୱର,୩୦ ।୩(ଓଡିଶା ଭାସ୍କର): ଲକ୍-ଡାଉନକୁ ଦାୟିତ୍ୱର ସହ ପାଳନ କରିବାକୁ ସରକାର ଆହ୍ୱାନ ଦେଇଥିବା ବେଳେ ୧୦% ଲୋକ ଏଯାଏଁ ଘଟଣାର ଗୁରୁତ୍ୱକୁ ବୁଝୁନାହାନ୍ତି । କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବାରୁ ୬୧ ଜଣଙ୍କ…
ଦେଶରେ କରୋନାରେ ଅପରାହ୍ନ ୩ଟା ସୁଦ୍ଧା ୧୦୭୧ଜଣ ଆକ୍ରାନ୍ତ ଓ ୨୯ଜଣ ମୃତ: ସୁବ୍ରତ ବାଗଚୀ
ଭୁବନେଶ୍ୱର, ୩୦ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ନେଇ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟ ବାହାରେ ଓଡ଼ିଆ ଅଟକ ପଡ଼ିଛନ୍ତି ।…
କରୋନା ଭୟ: ୨୦ ମହିଳାଙ୍କୁ ସାଥିରେ ନେଇ ଜର୍ମାନୀ ଫେରାର ହୋଇଗଲେ ଥାଇଲ୍ୟାଣ୍ଡର ରାଜା
କରୋନା ଭାଇରସ୍ ଭୟରେ ଥାଇଲ୍ୟାଣ୍ଡର ରାଜା ମହା ଭାଜିରାଲୋଙ୍ଗକୋର୍ନ ନିଜ ଲୋକଙ୍କୁ ଛାଡି ଦକ୍ଷିଣ ଜର୍ମାନୀ ପଳାଇଛନ୍ତି । ରାଜା ଦକ୍ଷିଣ ଜର୍ମାନୀରେ ଏକ ଗ୍ରାଣ୍ଡ ହୋଟେଲ ବୁକ୍ କରିଛନ୍ତି, ଯେଉଁଠାରେ ତାଙ୍କ ସହ ୨୦ ମହିଳା…
କରୋନା ମୁକାବିଲା ପାଇଁ କେଉଁ ବ୍ୟବସାୟୀ ଦେଲେ କେତେ ସହାୟତା
କରୋନା ମୁକାବିଲା ପାଇଁ ଦେଶର ଜଣାଶୁଣା ଧନୀ ବ୍ୟକ୍ତି ଓ ସଂସ୍ଥା ଏବେ ସହାୟତାର ହାତ ବଢ଼ାଇଛନ୍ତି ।ଆସନ୍ତୁ ଦେଖିବା କିଏ ଦେଲେ କେତେ ଟଙ୍କା ।
କମ୍ପାନୀ ସହାୟତା ରାଶି ପରିମାଣ
ଟାଟା ଗ୍ରୁପ୍ ୧୦୦୦କୋଟି ଟଙ୍କା
ଟାଟା…
୨୧ଦିନର ଲକ୍-ଡାଉନ୍ ମଧ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ଅସମ୍ଭବ
ଅଦୃଶ୍ୟ ଶତ୍ରୁ ବିରୋଧରେ ଯୁଦ୍ଧ ଲଢୁଛି ସାରା ବିଶ୍ୱ । ଅନୁସନ୍ଧାନକାରୀମାନେ ଦିନ ରାତି ଲାଗି କରୋନର ମୁକାବିଲା କରିବା ପାଇଁ ସମାଧାନ ଖୋଜୁଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ବହୁ ତୀବ୍ର ମାତ୍ରାରେ ସଂକ୍ରମିତ ହେଉଛି,…
ଲକ ଡାଉନ ସମୟରେ ବଢିପାରେ ପ୍ରିପେଡ୍ ପ୍ଲାନରେ ବୈଧତା
କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ସାରା ଦେଶକୁ ଲକ୍-ଡାଉନ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ବାହାରକୁ ନଯିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି…
ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀମନ୍ଦିର ଦ୍ୱିତୀୟ ଫିକ୍ସ ଡିପୋଜିଟ୍
ନୂଆଦିଲ୍ଲୀ,୩୦ା୩: ଆଜି ଶ୍ରୀମନ୍ଦିରର ଏସବିଆଇ ଆକାଉଣ୍ଟକୁ ଫେରିଛି ଦ୍ୱିତୀୟ ସ୍ଥାୟୀ ଜମା ଟଙ୍କା । ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଆକାଉଣ୍ଟକୁ ୧୫୬କୋଟି ଟଙ୍କା ଫେରିଛି । ମୂଳ ୧୫୬କୋଟି ସହ ୪କୋଟିର ସୁଧ ମିଶି ସମୁଦାୟ…
ଲକ୍-ଡାଉନ୍ ସମୟରେ କଙ୍ଗନା ରାଣାଓ୍ଵତଙ୍କ ବଡ ଖୁଲାସା
ମୁମ୍ବାଇ,୩୦ ।୩: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ନିର୍ଭୟରେ ନିଜର ମତ ପ୍ରକାଶକୁ ନେଇ ବେଶ ଚର୍ଚ୍ଚିତ । ସାମାଜିକ ପ୍ରସଙ୍ଗରେ ସେ ନିଜର ମତ ଲୋକଙ୍କ ସାମ୍ନାରେ ରଖିଥାନ୍ତି । ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ…
ପ୍ରତି ୧୫ ମିନିଟରେ ପାଣି ପିଇଲେ ଦୂର ହେବ କି କରୋନା ଭାଇରସ?
କରୋନା ଭାଇରସକୁ ଏଡାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରତିଷେଧକ ପ୍ରଣାଳୀ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ସୋସିଆଲ ମିଡିଆରେ ମଧ୍ୟ କରୋନା ଜୀବାଣୁ ମୁକାବିଲା ପାଇଁ ଅନେକ ଟିପ୍ସ ଭାଇରାଲ ହେବାରେ ଲାଗିଛି । ଏହା…
ଲକଡାଉନରେ ଅନ୍ ଲାଇନରେ ମିଳିବ ମଦ
ଲକଡାଉନ ଯୋଗୁଁ ମଦ ଦୋକାନ ବନ୍ଦ । ଚିନ୍ତାରେ ମଦୁଆ । କେଉଁଠି ବ୍ଳାକରେ ମଦ କିଣୁଛନ୍ତି ତ କେଉଁଠି ଲକଡାଉନର ସପ୍ତାହକ ପରେ ବ୍ଳାକରଙ୍କ ପାଖରେ ବି ଷ୍ଟକ ଶେଷ ।ଏଭଳି ଅବସ୍ଥାରେ ମାନସିକ ଭାରସାମ୍ୟ ହରାଉଛନ୍ତି ମଦୁଆ ।…