Browsing Category

Top Stories

WTC ମ୍ୟାଚ୍ ସମୟରେ ବିରାଟ କୋହଲିଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ୍; ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ ସ୍ତରରେ ଜାତୀୟ ଦଳର ଅଧିନାୟକ ଥିବାବେଳେ ଏହି ଖେଳରେ ସମୃକ୍ତ ଅଛନ୍ତି । ସେ ସବୁବେଳେ ନିଜକୁ ବିନନ୍ଦାସ ରଖିବାକୁ ପସନ୍ଦ କରନ୍ତି । ଖେଳ…

ବିଶ୍ୱ ସଙ୍ଗୀତ ଦିବସ: ମାନସିକ ଚାପ ଓ ଉତ୍ତମ ସ୍ୱାସ୍ଥ୍ୟପାଇଁ ଶୁଣନ୍ତୁ ସଙ୍ଗୀତ

ନୂଆଦିଲ୍ଲୀ: ସଙ୍ଗୀତ ଭଳି ଏକ ସୁନ୍ଦର ଉପହାର ପାଇଁ ସମସ୍ତ ସଙ୍ଗୀତକାର ଏବଂ ଗାୟକ/ଗାୟିକା ମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ବିଶ୍ୱ ସଙ୍ଗୀତ ଦିବସ ପାଳନ କରାଯାଏ । ସଙ୍ଗୀତ ଏକ ଏପରି ଜିନିଷ ଯାହା…

ଆଜିଠାରୁ ଉତ୍ତରପ୍ରଦେଶରେ ଆଂଶିକ ଅନଲକ୍; ଖୋଲିବ ମଲ୍, ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରୁ ବିଭିନ୍ନ ରାଜ୍ୟରେ ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ରାଜ୍ୟରେ ଲଗାଯାଇଥିବା ପ୍ରତିବନ୍ଧକକୁ କିଛିମାତ୍ରାରେ ହଟାଯାଇଛି । ସେହିପରି…

ଦେଶରେ କମୁଛି କରୋନାର ପ୍ରଭାବ: ଆଜି ୧୪୨୨ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ପତ୍ନୀ ଗାଧୋଉଥିବା ବେଳେ ଲୁଚି ଲୁଚି ଭିଡିଓ ସୁଟିଂ କରୁଥିଲେ ପତି, କିନ୍ତୁ ଧରାପଡ଼ିଗଲେ, ଜାଣନ୍ତୁ ତା’ପରେ କ’ଣ ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସମାଜରେ ଏପରି କିଛି ଘଟଣା ଦେଖିବାକୁ ମିଳୁଛି, ଯାହା କଳ୍ପନା ବାହାରେ । ନିଜର ପରିବାର ଲୋକ ମଧ୍ୟ ଆଜିକାଲି ନିଜର ନୁହନ୍ତି । ମହାରାଷ୍ଟର ପୁଣେ ସହରରେ ଏପରି ଘଟଣା ଦେଖିବାକୁ…

ଆଜିଠାରୁ YouTubeରେ ହେବ ଶିକ୍ଷାଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଅନଲାଇନରେ ହେବ ପାଠପଢ଼ା । ମହାମାରୀ କରୋନା ଯୋଗୁଁ ୨୦୨୧-୨୨ର ଶିକ୍ଷାବର୍ଷର ପାଠପଢ଼ା ବ୍ୟାହତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଗଣ ଶିକ୍ଷାମନ୍ତ୍ରୀ ଯୋଜନା କରିଛନ୍ତି ଆଜି ଠାରୁ…

ରାଜ୍ୟରେ କରୋନା ମୃତ୍ୟୁ ଉପରେ ରହୁନି ନିୟନ୍ତ୍ରଣ: ଆଜି ୪୩ ଜଣଙ୍କ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ରାଜ୍ୟରେ ନିମ୍ନମୁଖୀ କରୋନା ଲହରୀ: ଆଜି ଚିହ୍ନଟ ହେଲେ ୩୦୩୧ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ…

ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ, ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ କରାଯିବ । କେନ୍ଦ୍ର ସରକାରଙ୍କ ନୂଆ ଭ୍ୟାକ୍ସିନେସନ ପଲିସିକୁ ଗୁରୁତ୍ୱ ଦେବା ସହ ରାଜ୍ୟ ସରକାର ଦୈନିକ ୩ ଲକ୍ଷ ଟିକାକରଣ ଟାର୍ଗେଟ୍…

ଉତ୍ତମ ଶରୀର ଓ ସମୃଦ୍ଧ ଜୀବନ ପାଇଁ ପ୍ରତିଦିନ କରନ୍ତୁ ଯୋଗ

ନୁଆଦିଲ୍ଲୀ: ଆଜି ହେଉଛି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । କରୋନା ମହାମାରୀ ହେତୁ ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ଅନଲାଇନରେ ପାଳନ କରାଯିବ । ଯୋଗ…