fbpx
Browsing Category

Top Stories

କରୋନା ଭାଇରସ୍, ୪ସହର ବନ୍ଦ୍

ମହାରାଷ୍ଟ୍ର, ୨୦ା୩: କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ୪ ସହରରେ ୩୧ମାର୍ଚ୍ଚ ଯାଏଁ ସମସ୍ତ ସେବାକୁ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ୪ସହରରେ ସେବା ବନ୍ଦ…

କରୋନାରେ ଚିହ୍ନଟ ହେଲେ ‘ବେବି ଡଲ’ର ସିଙ୍ଗର କନିକା କପୂର, ଲଣ୍ଡନରୁ ଫେରି ୩୦୦ ଲୋକଙ୍କ ସହ କରିଥିଲେ ପାର୍ଟି

ମୁମ୍ବାଇ,୨୦ ।୩: ‘ବେବି ଡଲ୍ ମେ ସୋନେ ଦି’ ଓ ‘ଚିଟିୟା କଲାୟିଆ’ ପରି ବହୁ ହିଟ୍ ଗୀତ ଗାଇଥିବା ଗାୟିକା କନିକା କପୁରଙ୍କ କରୋନା ଭାଇରସର ରିପୋର୍ଟ ପଜିଟିଭ୍ ଆସିଛି । ସମଗ୍ର ଦେଶରେ କରୋନା ଭାଇରସକୁ ମୁକାବିଲା କରିବା…

ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୬ଜଣ ଆସିଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ନେଇ ୨୪ଘଣ୍ଟାର ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ, କୌଣସି ଜାଗାରେ ୭ଜଣରୁ ଅଧିକ ଏକାଠି ହୁଅନ୍ତୁ ନାହିଁ ।…

କରୋନା ଭାଇରସ୍, ଏକାଠି ହୋଇପାରିବେନି ୭ଜଣରୁ ଅଧିକ

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସି ସ୍ଥାନରେ ୭ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ…

ଏଠାରେ ଅଚାନକ୍ ମରିଗଲେ ଶହ ଶହ ବଗ, ରହସ୍ୟମୟ ରୋଗରେ ଲୋକେ ଛାନିଆ

ସାରା ବିଶ୍ୱରେ କରୋନା ଭାଇରସ ମହାମାରୀ ଭାବେ ଘୋଷଣା ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଶହ ଶହ ବଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା…

ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ କମଳନାଥ

ଭୋପାଲ, ୨୦ା୩: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କମଳନାଥ । କିଛି ସମୟତଳେ କମଳନାଥ ଇସ୍ତଫା ଦେବା ନେଇ ସେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା…