fbpx
Browsing Category

Top Stories

ନିର୍ଭୟା ଗଣଦୁଷ୍କର୍ମ ମାମଲା, ମୃତ୍ୟୁ ଦଣ୍ଡ ରଦ୍ଦ ପାଇଁ ବିନୟର ଆବେଦନ

ନୂଆଦିଲ୍ଳୀ, ୯ା୩: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆସନ୍ତା ମାର୍ଚ୍ଚ ୨୦ରେ ଚାରି ଦୋଷୀଙ୍କୁ ଫାଶି ଦିଆଯିବା ନେଇ ସମୟ ଧାର୍ଯ୍ୟ ସରିଛି । ଏହାରିମଧ୍ୟରେ ଆଜି ଚାରୀ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ମୃତ୍ୟୁ ଦଣ୍ଡ ରଦ୍ଦ…

ଭୁଲ୍ ସିଗନାଲ ଦେଇଥିବା ଷ୍ଟେସନ ମାଷ୍ଟର ନିଲମ୍ବିତ

ସୁନ୍ଦରଗଡ଼, ୯ା୩(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ଟ୍ରେନ ନ ଅଟକିବା ଘଟଣାରେ ଷ୍ଟେସନ ମାଷ୍ଟର ଆଜି ନିଳମ୍ବିତ ହୋଇଥିବା ସୂଚନା ମିଳିଛି । ଭୁଲ ସିଗନାଲ ଦେଖେଇଥିବା ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ…

ବିଦେଶୀ ପତିଙ୍କ ଦେଶୀ ହରକତ୍: ସମସ୍ତଙ୍କ ସାମ୍ନାରେ ନିକ୍ କଲେ ଏପରି କାର୍ଯ୍ୟ, ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୯ ।୩: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ମସହୂର ହୋଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହୋଲି ପାଳନ କରିବାକୁ ଭାରତ ଆସିଛନ୍ତି । ସ୍ୱାମୀ ବା ଆମେରିକୀୟ ପପ୍ ଷ୍ଟାର ନିକ୍ ଜୋନାସଙ୍କ ସହ ପ୍ରିୟଙ୍କା ହୋଲି ଉତ୍ସବ…

ହୋଲି ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର, ୯ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ହୋଲି ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆସନ୍ତାକାଲି ପବିତ୍ର ହୋଲି ପାଳନ ହେବ । ଏନେଇ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି…

ୟେସ୍ ବ୍ୟାଙ୍କ ମାମଲା, ରାଣା କପୁରଙ୍କ ନାମରେ ସିବିଆଇ ଏତଲା

ନୂଆଦିଲ୍ଲୀ, ୯ା୩: ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିବା ସୂଚନା ମିଳିଛି । ଏହାସହ ସିବିଆଇ ଏଫଆଇଆରରେ ସେଥିରେ ତାଙ୍କ ପତ୍ନୀ ବିନ୍ଦୁଙ୍କ ନାମ ରହିଛି । ଏହାସହ ତିନିଝିଅ…

ପାକିସ୍ତାନର ଗୋରା କରାଉଥିବା କ୍ରିମ ଯୋଗୁଁ ମହିଳାଙ୍କୁ ହେଉଛି କ୍ୟାନ୍ସର

ପାକିସ୍ତାନରେ ପ୍ରସ୍ତୁତ ହେଉଥିବା କିଛି ବିୟୁଟି କ୍ରିମରେ ରହିଛି ରାସାୟନିକ ପଦାର୍ଥ, ଯାହା ମହିଳାମାନଙ୍କୁ କ୍ୟାନ୍ସର ଆଡକୁ ଟାଣିନେଉଛି । ବାଂଲାଦେଶରେ ବ୍ୟବହାର ହେଉଥିବା ପାକିସ୍ତାନୀ ବିୟୁଟି କ୍ରିମକୁ ବ୍ୟାନ୍…