Browsing Category

Top Stories

କାଲି ଗୃହରେ ଗାନ୍ଧୀଙ୍କୁ ନେଇ ଆଲୋଚନା: ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ବାତିଲ

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆସନ୍ତାକାଲି ମହାତ୍ମାର ଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୁରିତ ହେଉଛି । ଏନେଇ…

ସୁଶାନ୍ତ ରାଜପୁତଙ୍କ ‘ଛିଛୋରେ’ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର, ଜାଣନ୍ତୁ ଓଡ଼ିଆର କେଉଁଟି ଶ୍ରେଷ୍ଠ ଚଳଚ୍ଚିତ୍ର ?

ମୁମ୍ବାଇ,୨୨ ।୩: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଆଜି ଘୋଷଣା କରାଯାଇଛି । ଏହି ପୁରସ୍କାରରେ ‘ଛିଛୋରେ’ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ହୋଇଛି । ଛିଛୋରେର ମୁଖ୍ୟ ନାୟକ ଥିଲେ ଦିବଂଗତ ସୁଶାନ୍ତ ସିଂ…

ଫୁଲବାଣୀ ଫେରିଲା ଜଗା

କଟକ,୨୨ ।୩(ଓଡିଶା ଭାସ୍କର): କଟକ ଏସସିବିରୁ ଆଜି ଡିସଚାର୍ଜ ହୋଇଛି ଜଗା । ଗତ ୨ ବର୍ଷ ହେଲା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଥିବା ଜଗା ଡିସଚାର୍ଜ ହେବା ପରେ ପୁଣି ଥରେ ଫୁଲବାଣୀ ଫେରିଆସିଛି । କନ୍ଧମାଳ…

XIMBରେ ୪୫ ପଜିଟିଭ ଚିହ୍ନଟ, ସକାଳେ ସିଲ୍ କରିଥିଲା ବିଏମସି

ଭୁବନେଶ୍ୱର, ୨୨ା୩ (ଓଡିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (XIMB)ରେ ୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା…

ନିୟମ ନମାନିଲେ ପୁଣି ଓଡିଶାରେ ଲକଡାଉନ୍, ଜାଣନ୍ତୁ କିଏ କହିଲେ?

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଥିବା ବେଳେ ରାଜ୍ୟରେ କୋଭିଡ ସ୍ଥିତି ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । କୋଭିଡ…

ଆଉ ୪ ଅଧିକାରୀଙ୍କୁ ଓଡିଶା ସରକାରଙ୍କ ଛାଟ, କାହାର ପେନସନ ବନ୍ଦ ତ ଆଉ କାହାର ଗଲା ଚାକିରି

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): ଦୁର୍ନୀତିଖୋର ଓ ଅପାରଗତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଶୂନ୍ୟ ସହିଷ୍ଣୁତା ନୀତି ଆଧାରରେ ଆଉ ୪ ଅଧିକାରୀଙ୍କ ବିରୋଧରେ ନିଆଯାଇଛି…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଡେରାଡୁନ,୨୨ ।୩: କରୋନା ମହାମାରୀକୁ ନେଇ ଆସିଛି ବଡ ଖବର । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କରୋନାରେ ସଂକ୍ରମିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଏ ସମ୍ପର୍କରେ ଆଜି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି…

ଦୋଳ ପୂର୍ଣ୍ଣିମା ପାଇଁ ବିଏମସି ପକ୍ଷରୁ ଆସିଲା ଗାଇଡଲାଇନ୍, ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୨ା୩ (ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ପଜିଟିଭଙ୍କ ସଂଖ୍ୟା ୧୦୦ ଟପିଯାଇଛି । ତେଣୁ କୋଭିଡ କଟକଣାରେ ଦୋଳ ପୂର୍ଣ୍ଣିମା ପାଳନ କରାଯିବ । ଏନେଇ…

ରାଜ୍ୟରେ ୧୦୦ ଟପିଲା କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, ୨୧ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୪୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୭ ଓ ସ୍ଥାନୀୟ ଅଞ୍ଚଳରୁ…