Browsing Category

Top Stories

ଠାକୁରାଣୀଙ୍କ ପୂଜା ଭୋଗ ଖାଇ ୧୫୦ ଅସୁସ୍ଥ

ବାଲେଶ୍ୱର, ୬ା୩ (ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡ଼ି ଗାଁରେ ଏକ ଅଘଟଣ ଘଟିଛି । ଗ୍ରାମର ଜେନାସାହିରେ ପୂଜା ଭୋଗ ଖାଇ ୧୫୦ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ବାଲେଶ୍ୱର,…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୯୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୬ା୩: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୫ ଲକ୍ଷ ୯୧ ହଜାର ୨୯୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୬୬ ଲକ୍ଷ ୫୯ ହଜାର ୨୦୩କୁ…

ଆପଣ ଜାଣିଛନ୍ତି କି ଟ୍ରେନ୍ ପଛରେ କ’ଣ ପାଇଁ ‘X’ ଲେଖାଯାଇଥାଏ, ଜାଣନ୍ତୁ ଏହାର ଅର୍ଥ

ଆମ ଦେଶରେ ଟ୍ରେନରେ ଅଧିକାଂଶ ଲୋକ ଯାତ୍ରା କରିଥାନ୍ତି । ଆପଣମାନେ ଦେଖିଥିବେ, ଟ୍ରେନର ଅନ୍ତିମ ଡବାରେ 'X' ପରି ଏକ ସାଇନ୍ ରହିଥାଏ । ଅନେକ ଲୋକ ଏହି ଚିହ୍ନକୁ ଦେଖିଥିଲେ ମଧ୍ୟ ଏହାର ପ୍ରକୃତ ଅର୍ଥ ଜାଣନ୍ତି ନାହିଁ ।…

ଗରମ ସିଜିନରେ ନିଶ୍ଚୟ ଖାଆନ୍ତୁ ଏହି ଖାଦ୍ୟ, ରହିବେ ବିଲକୁଲ୍ ଫିଟ୍

ଗରମ ସିଜିନରେ ଫିଟ୍ ରହିବା ପାଇଁ ନିଜର ଦୈନନ୍ଦିନର ଖାଦ୍ୟକୁ ପରିବର୍ତ୍ତନ କରିବା ଆବଶ୍ୟକ । ଗ୍ରୀଷ୍ମଋତୁରେ ଖାଇବା ପିଇବା ଆମର ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ସାମାନ୍ୟ ବ୍ୟତିକ୍ରମ ହେଲେ ଅନେକ…

ଟିକାକରଣ ପାଇଁ କମିଶନରଙ୍କୁ ଚିଠି

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଏବେ ୪୫ ବର୍ଷରୁ ୭୦ ବର୍ଷ ବୟସ୍କର ବ୍ୟକ୍ତିମାନଙ୍କୁ ପ୍ରତିଷେଧ ଭ୍ୟାକ୍ସିନ ଦିଆଯାଉଛି।…

ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ମଞ୍ଚେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ ମହାଲା ବିଶିଷ୍ଟ…

MSME ବାଣିଜ୍ୟ ମେଳା ଉଦଘାଟିତ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏମଏସଏମଇ ବାଣିଜ୍ୟ ମେଳା ଉଦଘାଟିତ ହୋଇଯାଇଛି । ଏହି ବାଣିଜ୍ୟ ମେଳାକୁ ଭର୍ଚୁଆଲ ମୋଡରେ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ରିଲିଆନ୍ସ ଗ୍ରୁପ କର୍ମଚାରୀ ଓ ପରିବାରଙ୍କୁ ମାଗଣା ଟିକା

ଇନଫୋସିସ୍, ଆକ୍ସେଞ୍ଚର୍, TCS ପରେ ଏବେ ଦେଶର ମେଗା କର୍ପୋରେଟ ହାଉସ୍ ରିଲିଆନ୍ସ କମ୍ପାନୀ ନିଜ କର୍ମଚାରୀ ଓ କର୍ମଚାରୀଙ୍କ ପରିବାର ଲୋକଙ୍କ ଟିକା ଖର୍ଚ୍ଚ ବହନ କରିବ । ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍ ନିର୍ଦ୍ଦେଶକ ନୀତା…

ଖଣ୍ଡଗିରି ପାହାଡରେ ଲାଗିଲା ନିଆଁ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ପାହାଡରେ ଲାଗିଛି ନିଆଁ । ନିଆଁ ଲିଭାଇବାକୁ ଅଗ୍ନିଶମ ବାହୀନି ପକ୍ଷରୁ ପ୍ରୟାସ ଜାରି ରହିଛି । ଖବର ପାଇଁ ଖଣ୍ଡାଗିରି ଥାନା ପୋଲିସ ମଧ୍ୟ…