Browsing Category
Top Stories
ଓଡ଼ିଶାରେ ଚିହ୍ନଟ ହୋଇଛି କରୋନାର ୫ଟି ପ୍ରକାର ଭୂତାଣୁ
ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): କରୋନା ନେଇ ଏକ ଜିନମ ସର୍ଭେ କରାଯାଇଥିଲା । ଏହି ଜିନମ ସର୍ଭେରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ କରୋନାର ୫ ପ୍ରକାର ଭୂତାଣୁ ଚିହ୍ନଟ ହୋଇଛି । ସେଗୁଡ଼ିକ ହେଉଛି ୧୯-ଏ,…
ଆନ୍ଧ୍ର: ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡରେ ଖସିଲା କ୍ରେନ, ୧୦ ମୃତ
ହାଇଦ୍ରାବାଦ,୧ ।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଅବସ୍ଥିତ ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡରେ ଏକ କ୍ରେନ୍ ଅଚାନକ୍ ଖସିପଡିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ…
ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷା ଓ ବଜ୍ରପାତକୁ ନେଇ ରାଜ୍ୟର ଏହି ସବୁ ଜିଲ୍ଲା ସାବଧାନ!
ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ସକ୍ରିୟ ଓ ଶ୍ରାବଣ ମାସ ହୋଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ । ଚଳିତବର୍ଷ ଯେତିକି ବର୍ଷା ହେବା କଥା ସେତିକି ବର୍ଷା ହୋଇନାହିଁ । ଚଳିତବର୍ଷ ୧୨ପ୍ରତିଶତ କମ୍…
ଡ୍ୟୁଟିରେ ନ ପହଞ୍ଚିବାରୁ ୩୬ ପୋଲିସକର୍ମୀ ନିଲମ୍ବିତ
ଦିଲ୍ଲୀରେ କରୋନା ମାମଲାର ଗତି ଟିକେ ମନ୍ଥର ହୋଇଛି । ଏଭଳି ପରିସ୍ଥିତିରେ ଉତ୍ସବଗୁଡିକ ସାମ୍ନା କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ଦିଲ୍ଲୀରେ ବକରୀଦକୁ ନେଇ ଦୀର୍ଘଦିନ ଧରି ପ୍ରସ୍ତୁତି ଚାଲିଥିବା…
ଭାରତ ପରେ ଆମେରିକାରେ ମଧ୍ୟ ବ୍ୟାନ୍ ହୋଇପାରେ ଟିକ୍ ଟକ୍ !
ନୂଆଦିଲ୍ଲୀ, ୧ା୮: ଚୀନକୁ ଆଉ ଏକ ଝଟକା । ଭାରତରେ ଟିକ୍ ଟକ୍ ବ୍ୟାନ ହେବା ପରି ଆମେରିକାରେ ମଧ୍ୟ ଏହି ଆପକୁ ବ୍ୟାନ୍ କରିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଚାର କରୁଥିବା ନେଇ ସୂଚନା ମିଳିଛି । ଟ୍ରମ୍ପ…
ମଙ୍ଗଳସୂତ୍ର ବନ୍ଧକ ରଖି କିଣିଲେ ଟିଭି, କାରଣ ଜାଣିଲେ କରିବେ ସଲାମ୍
କରୋନା ଭାଇରସ ଯୋଗୁଁ ସାରା ଦେଶରେ ଅନେକ ସ୍କୁଲ ଓ କଲେଜଗୁଡିକ ବନ୍ଦ ରହିଛି । ଏହି କାରଣରୁ ପିଲାମାନେ ଟିଭି ଓ ଅନଲାଇନ୍ କ୍ଲାସ ମାଧ୍ୟମରେ ପାଠ ପଢୁଛନ୍ତି । କିନ୍ତୁ ଗରିବ କାରଣରୁ ଜଣେ ମହିଳା ନିଜ ପିଲାଙ୍କୁ ଶିକ୍ଷା…
୭୨ଘଣ୍ଟା ସଟଡାଉନ ରହିବ ରାୟଗଡ଼ା ଜିଲ୍ଲା
ରାୟଗଡ଼ା, ୧ା୮(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା ୭୨ଘଣ୍ଟା ପାଇଁ ସଟଡାଉନ ରହିବ । ସଟଡ଼ାଉନ ରଖିବା ନେଇ ଘୋଷଣା କରିଛନ୍ତି ଜିଲ୍ଳାପାଳ । ଆସନ୍ତାକାଲିଠାରୁ ମଙ୍ଗଳବାର ଯାଏଁ ସଟଡାଉନ ରହିବ । ଆଜି ଜିଲ୍ଲାରୁ ୧୬୪ କରୋନା…
ଇଦ-ଉଲ-ଜୁହା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ଇଦ-ଉଲ- ଜୁହା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହ…
ଅଗଷ୍ଟ ୩୧ଯାଏଁ ଗଞ୍ଜାମରେ ଲକ ଡାଉନ ସହ ସାପ୍ତାହିକ ଦୁଇ ଦିନିଆ ସଟଡାଉନ ଜାରି ରହିବ: ଜିଲ୍ଲାପାଳ
ଗଞ୍ଜାମ, ୧ା୮(ଓଡ଼ିଶା ଭାସ୍କର): କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗଞ୍ଜାମରେ କିଛି ଦିନ ହେବ ପଜିଟିଭ ସଂଖ୍ୟା କମୁଛି ବୋଲି ସେହି ସମ୍ମିଳନୀରେ ସେ ସୂଚନା…
ରାଜ୍ୟରେ ଆଜି ୧୦ ଜୀବନ ନେଲା କରୋନା
ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୦ ଜୀବନ ନେଇଛି କରୋନା ଭାଇରସ୍ । ମୃତ୍ୟୁ ହୋଇଥିବା ୧୦ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୫, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼ ଓ ଗଜପତିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…