fbpx
Browsing Category

Top Stories

କେରଳରେ ତୃତୀୟ ‘କରୋନା’ ଆକ୍ରାନ୍ତ ରୋଗୀ ଚିହ୍ନଟ

କେରଳ,୩ ।୨: ଚୀନରେ ଆତଙ୍କ ଖେଳାଉଥିବା କରୋନା ଭାଇରସ୍ ଏବେ ଭାରତକୁ ଆକ୍ରାନ୍ତ କରିବାରେ ଲାଗିଲାଣି । ଭାରତରେ ତୃତୀୟ କରୋନା ଆକ୍ରାନ୍ତ ରୋଗୀ ଆଜି କେରଳରେ ଚିହ୍ନଟ ହୋଇଛି । ଏପର୍ଯ୍ୟନ୍ତ ଭାରତରେ କରୋନା ଭାଇରସରେ…

ଏଣିକି ପ୍ରାଇଭେଟ୍ କର୍ମଚାରୀଙ୍କୁ ମିଳିବ ପେନସନ୍!

ନୂଆଦିଲ୍ଲୀ,୩ ।୨: ପ୍ରାଇଭେଟ୍ କର୍ମଚାରୀମାନଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି ମୋଦୀ ସରକାର । ରିପୋର୍ଟ ମୁତାବକ, ଖୁବଶୀଘ୍ର ପେନସନ୍ ଯୋଜନା ଲାଗୁ ହେବାକୁ ଯାଉଛି । ପିଏଏଫ୍ ପରି ପେନସନ୍ ସ୍କିମ୍ ପାଇଁ…

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୩ା୨(ଓଡ଼ିଶା ଭାସ୍କର): ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ । ଏନେଇ ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି । ସାଧାରଣ…

କରୋନା ଭାଇରସ, ଏଚଆଇଭି ଔଷଧରୁ ହେବ ଚିକିତ୍ସା !

ନୂଆଦିଲ୍ଲୀ, ୩ା୨: କରୋନା ଭାଇରସକୁ ନେଇ ଚୀନରେ ଆତଙ୍କ ଖେଳିଥିବା ବେଳେ ଏହାରି ମଧ୍ୟରେ ସେହି ଭାଇରସକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । କରୋନା ପାଇଁ ଔଷଧ ବାହାର କରିଥିବା ଥାଇଲାଣ୍ଡ ଦାବି କରିଛି । କେତେକ ଔଷଧକୁ…

ଆଜିଠୁ ଓଇଆରସିରେ ଶୁଣାଣି ଆରମ୍ଭ

ଭୁବନେଶ୍ୱର, ୩ା୨(ଓଡ଼ିଶା ଭାସ୍କର): ଆଜିଠୁ ଓଇଆରସିରେ ଶୁଣାଣି ଆରମ୍ଭ ହୋଇଛି । ୨୦୨୦-୨୧ ବର୍ଷ ପାଇଁ ବିଦ୍ୟୁତ ଶୁଳ୍କ ବଢ଼ିବ କି ନାହିଁ ସେନେଇ ଶୁଣାଣି ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓଇଆରସିଙ୍କ ନିକଟରେ ପକ୍ଷ ରଖିଛି…

ଆଜିଠୁ ସିଲ୍ ହେବ ବେଆଇନ କଲ୍ୟାଣ ମଣ୍ଡପ

ଭୁବନେଶ୍ୱର, ୩ା୨(ଓଡ଼ିଶା ଭାସ୍କର): ଆଜିଠୁ ଭୁବନେଶ୍ୱରରେ ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ ଆରମ୍ଭ ହେବ । ବିଏମସି ଓ ବିଡ଼ିଏର ମିଳିତ ସ୍କ୍ୱାଡ଼୍ କଲ୍ୟାଣ ମଣ୍ଡପ ସିଲ୍ କରିବ ବୋଲି ସୂଚନା ମିଳିଛି । ଯେଉଁ କଲ୍ୟାଣ…