Browsing Category

Top Stories

ପୁଣି ଓଡ଼ିଶାକୁ ଫେରିବ ପୋସ୍କୋ

ଭୁବନେଶ୍ୱର, ୨୦ା୪ (ଓଡିଶା ଭାସ୍କର): ଓଡ଼ିଶାକୁ ପୁଣି ପୋସ୍କୋ ଫେରିବ । ଏନେଇ ଓଡ଼ିଶା-ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ କାରବାର ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇପିକଲ ଓ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ପକ୍ଷରୁ…

ଓଡିଶାରେ ଲାଗିବ କି ଆଉ କିଛି ନୂଆ କଟକଣା! ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା । ଏହାରି ମଧ୍ୟରେ ଆଜି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୪୨ ଲକ୍ଷ ପାର

ନୂଆଦିଲ୍ଲୀ, ୨୦। ୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୪୨ହଜାର ୮୪୧ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪…

ଅକ୍ସଜେନ୍ ଅଭାବରୁ ରୋଗୀ ଅବସ୍ଥା ଗୁରୁତର, ଏପଟେ ଫଟୋ ଉଠାଇବାକୁ ଟ୍ୟାଙ୍କର ଅଟକାଇ ଦେଲେ ବିଜେପି ନେତା

ଇନ୍ଦୌର,୧୯ ।୪: ସବୁଆଡେ କରୋନା ମହାମାରୀର ପୁଣି ଥରେ ବଢୁଥିବା ବେଳେ ଗୁରୁତର ରୋଗୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଅକ୍ସିଜେନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । କରୋନାର ଭୟାବହତା ମଧ୍ୟରେ ଗୁଜୁରାଟରୁ ୩୦ ଟନ୍…

ଅସମ୍ଭାଳ ତାତି! ୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର

ଭୁବନେଶ୍ବର,୧୯ ।୪(ଓଡିଶା ଭାସ୍କର) : ରାଜ୍ୟକୁ ପୁଣି ଫେରିଲା ତାତି । ରାଜ୍ୟର ୯ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୧ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର…

ସଟଡାଉନ୍‌ ସମୟରେ କାହାକୁ ମିଳିବ ଅନୁମତି, ଜାଣନ୍ତୁ

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ଏକ ଗୁରୁତ୍ୱପୁର୍ଣ୍ଣ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା । ସବୁ ସହରାଞ୍ଚଳରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର…

କରୋନା କାଳରେ ସରକାରଙ୍କ ବଡ ଘୋଷଣା: ଗରିବ ପରିବାରକୁ ମିଳିବ ୩ ମାସର ମାଗଣା ରାସନ

ଭୋପାଳ,୧୯ ।୪: ସାରା ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ଫଳରେ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳୁଛି । ଏଭଳି ସମୟରେ ଗରିବ ପରିବାରଙ୍କୁ ୩ ମାସର ମାଗଣା ରାସନ ଯୋଗାଇବାକୁ ଘୋଷଣା…

ଭୁବନେଶ୍ୱର ପାର୍କରେ ଲାଗିଲା କଟକଣା, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୧୯ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କୋଭିଡ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦେଖି ରାଜଧାନୀ ଭୁବନେଶ୍ୱର ପାର୍କରେ କଟକଣା ଜାରି ହୋଇଛି । ରାଜ୍ୟଧାନୀର…

ହ୍ୱାଟ୍ସଆପରେ ଏହି ମେସେଜ୍ ଆସୁଥିଲେ ସାବଧାନ୍‌! କ୍ଲିକ୍ କରିବା ମାତ୍ରେ ମୋବାଇଲ୍ ହ୍ୟାକ୍‌

ନୂଆଦିଲ୍ଲୀ,୧୯ ।୪: ଆଜିକାଲି ଏକ ହ୍ୱାଟ୍ସଆପ୍ ମେସେଜ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହ୍ୱାଟ୍ସଆପକୁ ପିଙ୍କ୍ ବା ଗୋଲାପୀ ରଙ୍ଗରେ ପରିବର୍ତ୍ତନ କରିବାକୁ ଦାବି ହେଉଛି । ଏହି ମେସେଜରେ ଏକ ଲିଙ୍କ୍ ମଧ୍ୟ…

ଅସମ୍ଭାଳ ସ୍ଥିତି: ଭୁବନେଶ୍ୱରରୁ ଆଜି ପୁଣି ୪୬୮ ପଜିଟିଭ ଚିହ୍ନଟ,୧୨୩ ସୁସ୍ଥ

ଭୁବନେଶ୍ୱର,୧୯।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୪୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…