Browsing Category

Top Stories

ପୁଣି ଚର୍ଚ୍ଚାରେ ଭାରତୀ… ପାଣ୍ଡିଆନଙ୍କ ବିରୋଧରେ କହିଥିଲେ ବୋଲି ଚାକିରି ଛଡ଼ାଇ ନେଇଥିଲା ବିଜେଡି ସରକାର

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ଭାରତୀ ସିଂ । ମୟୁର ଭଞ୍ଜ ବ୍ୟାଙ୍କ ମିତ୍ର ଭାବେ କାମ କରୁଥିବା ଭାରତୀ ସିଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା କରି ପୁଣି ଲୋକ ଲୋଚନକୁ ଆସିଛନ୍ତି ।…

ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ, ମହାଦେବଙ୍କର କଲେ ଜଳାଭିଷେକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟର ସୋମନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ପୂଜା କରିଥିଲେ । ସେ ମନ୍ଦିର ପରିସରରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ…

ନୂତନ ଟେକ୍ନୋଲୋଜିରେ ସ୍ବାସ୍ଥ୍ୟ ପରୀକ୍ଷା, ଏଥର ଲକ୍ଷଣ ଦେଖି ଫୋନ କହିବ ଜ୍ବର!

ନୂଆଦିଲ୍ଲୀ: ସମୟ ଅନୁସାରେ ନୂଆ ନୂଆ ଟେକ୍ନୋଲୋଜି ସାମ୍ନାକୁ ଆସୁଛି । ବର୍ତ୍ତମାନ ସ୍ମାର୍ଟଫୋନରୁ କେତେ ଡିଗ୍ରୀ ଜ୍ବର ଜଣାପଡିବ । ବର୍ତ୍ତମାନ ସମୟରେ ସମସ୍ତଙ୍କର ପାଖେ ରହିଛି ସ୍ମାର୍ଟଫୋନ । ଘର, ଅଫିସ ସବୁ ସମୟରେ ଆମ…

ଏକ୍ସଙ୍କ ସହ ଖରାପ ସମ୍ବନ୍ଧ ବିଷୟରେ ସ୍ୱାମୀଙ୍କୁ କହିବା ଉଚିତ୍ ନା ନାହିଁ, ମହିଳାଙ୍କ ପ୍ରଶ୍ନର ଏପରି ଉତ୍ତର ଦେଲେ ପ୍ରେମାନନ୍ଦ ମହାରାଜ

ନୂଆଦିଲ୍ଲୀ: ଆଜିକାଲି ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ସଂପର୍କ ସାଧାରଣ ହୋଇଗଲାଣି। ଏହା ମଧ୍ୟ ସାମାନ୍ୟ ହୋଇଗଲାଣି ଯେ, ଆଜିକାଲିର ଯୁବାପିଢି ବିବାହ ପୂର୍ବରୁ ଶାରୀରିକ ସମ୍ବନ୍ଧରେ ମଧ୍ୟ ରହୁଛନ୍ତି। ତେବେ ସବୁଠୁ ବଡ଼…

ଚନ୍ଦ୍ରରେ ପାଦ ଥାପିଲା ‘ନୀଳ ଭୂତ’ ଜାଣନ୍ତୁ କଣ ରହିଛି ଏହାର ରହସ୍ୟ …

ୱାଶିଟନ : ଚନ୍ଦ୍ରରେ ପାଦଥାପିଲା ନୀଳ ଭୂତ ବା ବ୍ଲୁ ଘୋଷ୍ଟ । ଏପରି ନାଁ ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚିନ୍ତ । ଏହା କୌଣସି ଭୂତ ପ୍ରେତ ନୁହେଁ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ଦ୍ବାରା ନିର୍ମିତ ଏହା…

(Video) ଇଣ୍ଟରନେଟରେ ଭାଇରାଲ ହେବା ପାଇଁ ଅମାନୁଷିକ କାର୍ଯ୍ୟ କରି ଫସିଲେ ଯୁବକ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ରେଳ ଷ୍ଟେସନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ YouTuber ତାଙ୍କ ଫଲୋଅର୍ସ ବଢ଼ାଇବା ପାଇଁ ଏପରି ଏକ କାମ କରିଥିଲେ, ତାହାର ପରିଣାମ ଆଜି ସେ ଜେଲରେ ଭୋଗୁଛନ୍ତି । ଭାଇରାଲ୍…

India vs New Zealand: ନ୍ୟୁଜିଲାଣ୍ଡକୁ ଭାରତ ଦେଲା ୨୫୦ ରନର ଟାର୍ଗେଟ୍‌

ନୂଆଦିଲ୍ଲୀ: ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିଲା। ଏଥିରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ବର୍ତ୍ତମାନ…

ଖରାଦିନେ ଯୌନ ସମ୍ପର୍କ ରଖୁଥିବା ବେଳେ ହୋଇପାରନ୍ତି ଏହି ସଂକ୍ରମଣର ଶିକାର, ବଢୁଛି ମାମଲା

ନୂଆଦିଲ୍ଲୀ: ଜେନାଇଟାଲ୍ ସୁପର ଫଙ୍ଗସ୍ ଅର୍ଥ ହେଉଛି ଏକ ପ୍ରକାରର ଫଙ୍ଗାଲ୍ ସଂକ୍ରମଣ, ଯାହା ଜେନାଇଟାଲ୍ ଅଞ୍ଚଳ ଅର୍ଥାତ୍ ପ୍ରାଇଭେଟ ପାର୍ଟ୍ସରେ ହୋଇଥାଏ। ଏହି ସଂକ୍ରମଣ ସାଧାରଣତଃ Candida ନାମକ ଏକ କବକ ଦ୍ୱାରା ହୁଏ…

ସୁଟକେସରେ କଂଗ୍ରେସ ନେତ୍ରୀ ହିମାନୀଙ୍କ ମୃତଦେହ ଉଦ୍ଧାର, ମାଆ କହିଲେ- ‘ପାର୍ଟୀ ଏବଂ ନିର୍ବାଚନ ନେଲା ଝିଅର ଜୀବନ’

ନୂଆଦିଲ୍ଲୀ: ହରିୟାଣାର ରୋହତକ ଜିଲ୍ଲାର ସାଂପଲା କସବେରେ କଂଗ୍ରେସର ମହିଳା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ଏକ ସୁଟକେସରେ ଉଦ୍ଧାର ହୋଇଛି। ଏହି ମୃତଦେହର ପରିଚୟ କଂଗ୍ରେସର ମହିଳା କର୍ମୀ ହିମାନୀ ନରୱାଲଙ୍କ ଭାବେ ହୋଇଛି।…

ପରସ୍ପର ସହିତ ଧକ୍କା ହେଲା 2 ସ୍କୁଟି, ଚାଲିଗଲା 3ଜଣଙ୍କର ପ୍ରାଣ

ଭୁବନେଶ୍ବର: କରଞ୍ଜିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟି ସ୍କୁଟି ଧକ୍କାରେ ଚାଲିଗଲା 3 ଜୀବନ । କରଞ୍ଜିଆ ସିଙ୍ଗ଼ା ରାସ୍ତା ମହାଦେବଶାଳ ନିକଟରେ ଏହି ଦୁର୍ଘଟଣା ହୋଇଛି । ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ…