Browsing Category

Top Stories

(Video) ହେଲ୍‌ଥ ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ, ନଡ଼ିଆ ପାଣି କେଉଁ ଲୋକେ ନ ପିଇବା ଆବଶ୍ୟକ

ଓଡ଼ିଶା ଭାସ୍କର: ପଇଡ଼ ପାଣିରେ ଇଲେକ୍ଟ୍ରୋଲାଇଟ୍ସର ଭରପୁର ସୋର୍ସ ରହିଥାଏ। ଏହା ଏକ ଏଭଳି ତତ୍ତ୍ୱ ଯାହା ଶରୀରରେ ହାଇଡ୍ରେସନର ପରିମାଣକୁ ବାଲାନ୍ସ କରିଥାଏ। ପଇଡ଼ ପାଣିରେ ଇଲେକ୍ଟ୍ରୋଲାଇଟ୍ସ ବ୍ୟତୀତ ପୋଟାସିୟମ ମଧ୍ୟ…

(Video) ଇଏ ଝିଅ ନା ପିଶାଚୀ! ସମ୍ପତ୍ତି ଲୋଭରେ ଅନ୍ଧ ହୋଇ ମାଆକୁ କାମୁଡ଼ି ତଳେ କଚାଡିଲା

ନୂଆଦିଲ୍ଲୀ: ହରିୟାଣାର ହିସାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଆଜାଦ ନଗରରେ, ଜଣେ ଝିଅ ତାଙ୍କ ମାଆଙ୍କୁ ନିର୍ମମ ଭାବରେ ପିଟିଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ, ସୋସିଆଲ ମିଡିଆରେ…

୩୦୦ତମ ଦିନିକିଆ ମ୍ୟାଚରେ ଚାଲିଲାନି ବିରାଟଙ୍କ ଯାଦୁ, ମାତ୍ର ୧୧ ରନ କରି ହେଲେ ଆଉଟ୍‌

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫିରେ ଗ୍ରୁପ ଷ୍ଟେଜର ଶେଷ ମୁକାବିଲା ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯାଉଛି। ଦୁଇଟି ଟିମ ସେମିଫାଇନାଲରେ ନିଜ ସ୍ଥାନ ବଜାୟ ରଖିଛନ୍ତି।…

ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ, ନବଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି

ଭୁବନେଶ୍ବର: ନବ ଦାସ ହତ୍ୟା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ନବଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି । CBI ତଦନ୍ତ ପାଇଁ ପରିବାର ଲେଖିଲେ ବିଜେଡିର ୨ ବଡ଼ମୁଣ୍ଡ ଫସିଯିବେ ।…

‘ଯେଉଁମାନଙ୍କର ଆୟ ୧୦ ହଜାର ସେମାନେ ରାସନ କାର୍ଡ ଫେରାନ୍ତୁ’, ଯୋଗାଣ ମନ୍ତ୍ରୀଙ୍କ ଅପିଲ୍‌

ଭୁବନେଶ୍ୱର: ନିଜ ଆଡୁ ରାସନ କାର୍ଡ ଫେରାଇବାକୁ ପୁଣି ଅପିଲ୍ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ସେମାନେ ତୁରନ୍ତ କାର୍ଡ…

ମୁଁ ମୋ ସ୍ୱାମୀଙ୍କୁ ଛାଡିପାରିବି, କିନ୍ତୁ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ନୁହେଁ… ଜିଦ୍ ରେ ବସିଲେ ପତ୍ନୀ, କହିଲେ- ‘ଭାଙ୍ଗିଦେବି…

ନୂଆଦିଲ୍ଲୀ: ଆଜିକାଲି ଇନଷ୍ଟା ଆଉ ଫେସବୁକ୍ ବ୍ୟବହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ମହିଳା ସମସ୍ତଙ୍କୁ ଚକିତ କରି…

ମାର୍ଚ୍ଚ ୧୪ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବ କି ନାହିଁ ?

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏକ 'ପୂର୍ଣ୍ଣ ଚନ୍ଦ୍ରଗ୍ରହଣ' ହେବ। ଏହି ଜ୍ୟୋତିର୍ବିଜ୍ଞାନିକ ଘଟଣା ଭାରତୀୟ ସମୟ ଅନୁସାରେ ମାର୍ଚ୍ଚ ୧୪ ତାରିଖରେ ଘଟିବ । କିନ୍ତୁ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ନାହିଁ।…

ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଅଣ୍ଡାର ମୂଲ୍ୟ ବଢ଼ାଇଲେ ରାଜ୍ୟ ସରକାର, ଜାଣନ୍ତୁ କେତେ

ଭୁବନେଶ୍ୱର: ଅଙ୍ଗନୱାଡ଼ି ପିଲାଙ୍କ ପାଇଁ ଆସିଛି ଖୁସିଖବର । ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…

CUET UG ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରସନ୍, ମେ’ରେ ପରୀକ୍ଷା: ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: +୨ ପରେ ବିଶ୍ୱବିଦ୍ୟାଳୟରେ ଆଡମିଶନ୍ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସିୟୁଇଟି ୟୁଜି ୨୦୨୫ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍…

ସୁଗାର କଣ୍ଟ୍ରୋଲଠୁ ନେଇ ମଜଭୁତ ହାଡ଼ ପର୍ଯ୍ୟନ୍ତ, ଭେଣ୍ଡି ଖାଇବା ଦ୍ଵାରା ମିଳିବ ଜବରଦସ୍ତ ଫାଇଦା

ଭେଣ୍ଡି ଏକ ଅତ୍ୟନ୍ତ ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ ପରିବା, ଯାହାକୁ ଆମେ ସାଧାରଣତଃ ଅନେକ ଉପାୟରେ ପ୍ରସ୍ତୁତ କରି ଖାଇଥାଉ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ…