Browsing Category

Top Stories

ସୁଗାର କଣ୍ଟ୍ରୋଲଠୁ ନେଇ ମଜଭୁତ ହାଡ଼ ପର୍ଯ୍ୟନ୍ତ, ଭେଣ୍ଡି ଖାଇବା ଦ୍ଵାରା ମିଳିବ ଜବରଦସ୍ତ ଫାଇଦା

ଭେଣ୍ଡି ଏକ ଅତ୍ୟନ୍ତ ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ ପରିବା, ଯାହାକୁ ଆମେ ସାଧାରଣତଃ ଅନେକ ଉପାୟରେ ପ୍ରସ୍ତୁତ କରି ଖାଇଥାଉ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ…

କିଚକେଶ୍ବରୀ ମନ୍ଦିର ପାଇଁ ୫୦ କୋଟି : ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର : ଖିଚିଂ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନସ୍ଥଳ ଖିଚିଂ ଓ ପ୍ରସିଦ୍ଧ ଦେବୀପୀଠ କିଚକେଶ୍ବରୀ ମନ୍ଦିରର ବିକାଶ ତଥା ଉନ୍ନତିକରଣ ପାଇଁ ୫୦ କୋଟିର ଅର୍ଥରାଶି ଘୋଷଣା…

କଂଗ୍ରେସର ମହିଳା ନେତ୍ରୀଙ୍କୁ ହତ୍ୟା, ବସଷ୍ଟାଣ୍ଡ ନିକଟରେ ସୁଟକେସରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ହରିୟାଣାର ରୋହତକ ଜିଲ୍ଲାର ସାମ୍ପଲା ସହରର ବସ୍ ଷ୍ଟାଣ୍ଡ ନିକଟରେ ଏକ ସୁଟକେସ୍‌ରେ ଜଣେ ଯୁବତୀଙ୍କ ମୃତଦେହ ଜବତ କରାଯାଇଛି । ଏହାପରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୁଟକେସରେ ଏକ…

ଆଜି ମଙ୍ଗନ କାଲି ବାହାଘର…ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ

ଭୁବନେଶ୍ବର: ରାତି ପାହିଲେ ବିଧାୟକଙ୍କର ହେବ ବାହାଘର । ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କର ସାତଜନ୍ମର ସାଥି ହେବେ ସିପ୍ରା ପ୍ରିୟଦର୍ଶିନୀ ବଳ । ଏହା ମାହାଙ୍ଗା ବିଧାୟକଙ୍କର ପ୍ରେମ ବିବାହ ବୋଲି…

କମଳା ନା କଳା ଗାଜର? କେଉଁଟା ସ୍ବାସ୍ଥ୍ୟପକ୍ଷେ ଉପକାରୀ ଜାଣନ୍ତୁ

ନୂଆଦିଲ୍ଲୀ: ଗାଜରରେ ବିଟା କ୍ୟାରୋଟିନ୍, ଫାଇବର, ଭିଟାମିନ୍ K1, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ। ଏଗୁଡ଼ିକରୁ ଅନେକ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରାଯାଏ। ଗାଜର…

(Video) ବେଙ୍ଗାଲୁରୁରେ ଓଡ଼ିଆ ହୋଟେଲ ମାଲିକଙ୍କୁ କନ୍ନଡ ବ୍ୟକ୍ତିଙ୍କ ଧମକ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଭାଷା ବିବାଦ ଦିନକୁ ଦିନ ଉଗ୍ରରୂପ ନେଉଛି । ବିଶେଷକରି ବେଙ୍ଗାଲୁରୁରେ ଏହା ଅଧିକ ଦେଖାଯାଉଛି । ବହୁ ବହୁସଂସ୍କୃତିକ ଜନସଂଖ୍ୟା ପାଇଁ ଜଣାଶୁଣା ସହରରେ ଏହାର ପ୍ରଭାବ ଅଧିକ ଦେଖାଯାଉଛି । …

ବଡ଼ ଘୋଷଣା କଲେ ସରକାର, ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ିକୁ ମିଳିବନି ପେଟ୍ରୋଲ

ନୂଆଦିଲ୍ଲୀ: ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା ଶନିବାର ପରିବେଶ ବିଭାଗ, ଏମସିଡି ଏବଂ ଏନଡିଏମସି ସହିତ ଏକ ବୈଠକ କରିଥିଲେ…

ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି, କେନ୍ଦ୍ରୀୟ ବିଦ୍ୟାଳୟରେ ବାହାରିଲା ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟରେ ବାହାରିଲା ନିଯୁକ୍ତି ସୁଯୋଗ । ବିନା ପରୀକ୍ଷାରେ ମିଳିପାରିବ ଚାକିରି । ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଅଟେ । କେନ୍ଦ୍ରୀୟ ବିଦ୍ୟାଳୟ…

ବଦଳିଲା ପାଗ: ମାର୍ଚ୍ଚ ଆରମ୍ଭରୁ ଜଳିଲା ଓଡ଼ିଶା, 37 ଟପିଲା ଝାରସୁଗୁଡ଼ା

ଭୁବନେଶ୍ବର: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି । ଆଜି ରାଜ୍ୟରେ ବଢ଼ିଲା ତାପମାତ୍ରା । ଆଜି ଝାରସୁଗୁଡ଼ାରେ ତାପମାତ୍ରା 37 ଡିଗ୍ରୀ ଟପିଛି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଆଜି ଦିନ 2ଟା 30 ସୁଦ୍ଧା…