fbpx
Browsing Category

Top Stories

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ଏଥର ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଭିଣୋଇ ସନି ମେହେଟ୍ଟାଙ୍କ ଦେହାନ୍ତ ଯୋଗୁଁ ବ୍ୟକ୍ତିଗତ ଭାବେ ଶୋକ ପାଳୁଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ…

ଓଡ଼ିଶାରେ ଖୋଲିବ ୧୦ଟି MSME କ୍ଲଷ୍ଟର

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଆଗକୁ ହେବାକୁ ଥିବା ପ୍ରକଳ୍ପ ଓ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଜାନୁଆରି…

ଖୋଲିଲା ନୂଆ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୧ ।୧୨: କେନ୍ଦ୍ର ସରକାରଙ୍କ ଅଧୀନରେ ଖୋଲିଲା ନୂଆ ମନ୍ତ୍ରଣାଳୟ । କେନ୍ଦ୍ରରେ ଖୋଲିଲା ସାମରିକ ବ୍ୟାପାର ମନ୍ତ୍ରଣାଳୟ । ବିଭାଗର ମୁଖ୍ୟ ହେବେ ସିଡିଏସ୍ ଜେନେରାଲ ବିପିନ ରାୱତ । ତେବେ ଦେଶର ପ୍ରଥମ ଚିଫ…

ଦାୟିତ୍ୱ ନେଲେ ନରୱାଣେ

ନୂଆଦିଲ୍ଲୀ,୩୧ ।୧୨: ସ୍ଥଳସେନାର ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ମନୋଜ ମୁକୁନ୍ଦ ନରୱାଣେ । ଜେନେରାଲ ବିପିନ ରାୱତଙ୍କଠାରୁ ଦାୟିତ୍ୱ ଗ୍ରହଣ କଲେ ନରୱାଣେ । ସେନାର ୨୮ ତମ ସେନାଧ୍ୟକ୍ଷ ହେଲେ ନରୱାଣେ ।…

ସିଏଏ ଉପରେ ପର୍ଣ୍ଣ ଷ୍ଟାରର ଫଟୋ ସେୟାର କରି ଟ୍ରୋଲ୍ ହେଲେ ପାକିସ୍ତାନୀ ନେତା

ଇସଲାମାବାଦ,୩୧ ।୧୨: ନାଗରିକତା ସଂଶୋଧନ ଆଇନ ପାସ୍ ହେବା ପରେ ପାକିସ୍ତାନ ଲଭାତାର ଭାରତ ଉପରେ ଆକ୍ରମଣ କରିବାରେ ଲାଗିଛି । ଭାରତର ଅନ୍ତରୀଣ ମାମଲାରେ ବୟାନ ଦେଇ ବାରମ୍ବାର ଟ୍ରୋଲ ହେବାରେ ଲାଗିଛନ୍ତି ପାକିସ୍ତାନୀ…

ଡିଜିଙ୍କ ନୂଆବର୍ଷର ଶୁଭେଚ୍ଛା, କହିଲେ- କଡାକଡି ହେବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ । ନୂଆବର୍ଷା ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…

ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି.ସ୍ୱାମୀ

ନୂଆପଡା,୩୧ ।୧୨(ଓଡିଶା ଭାସ୍କର): ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି.ସ୍ୱାମୀ ବା ଅଳାଜଙ୍ଗି ବିଶ୍ୱନାଥ ସ୍ୱାମୀ । ନୂଆପଡା ଖରିଆର ରୋଡ୍ ସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ଘଟିଛି । ୯୧ ବର୍ଷ ବୟସରେ…