fbpx
Browsing Category

Top Stories

ମୁଖ୍ୟମନ୍ତ୍ରୀଙ୍କୁ ଫୋନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ସନ୍ନି ମେହେଟ୍ଟାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୋଦି…

ଆମ ଅଧିକାରୀ ମୋତେ ଫସେଇ ଦେଇଛନ୍ତି : ଆଇଏଏସ ବିଜୟ କେତନ

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଜି ହାଜର ହୋଇଛନ୍ତି ଆଇଏଏସ ବିଜୟ କେତନ ଉପାଧ୍ୟାୟ । ତାଙ୍କୁ କୋର୍ଟରେ ହାଜର କରିଛି ଭିଜିଲାନ୍ସ ବିଭାଗ । କୋର୍ଟରେ ହାଜର ପରେ ଗଣମାଧ୍ୟମକୁ…

୨୦୨୦ ରେ ଚମକିବ ଏହି ୫ଟି ରାଶିର ଭାଗ୍ୟ

ନୂଆବର୍ଷ ଯେତେ ନିକଟତର ହେବାରେ ଲାଗିଛି, ଲୋକଙ୍କ ମନରେ ଉତ୍ସାହ ସେତେ ବଢିବାରେ ଲାଗିଛି । ନୂଆ ବର୍ଷ ସମସ୍ତଙ୍କ ପାଇଁ କିପରି ରହିବ ସେନେଇ ସମସ୍ତଙ୍କ ଚିନ୍ତା । ତେବେ ୨୦୨୦ରେ ୫ଟି ରାଶିର ଲୋକଙ୍କ ପାଇଁ ଲାଭବାନ୍ ହେବ…

ଓଡ଼ିଶା ଉପରେ ଚକ୍ରବାତ ବାୟୁପ୍ରବାହ ସକ୍ରିୟ, ୩ରେ ୮ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ଦକ୍ଷିଣ ଓଡ଼ିଶା ଉପରେ ଚକ୍ରବାତ ବାୟୁପ୍ରବାହ ସକ୍ରିୟ ରହିଛି । ଏହା ସମୁଦ୍ର ପତନରୁ ୧.୫କିମିରୁ ୨.୧ କିମି ଉପରେ ସକ୍ରିୟ ହୋଇଥିବା ସୂଚନା ମିଳିଛି । ଏନେଇ ୮ଟି ଜିଲ୍ଲା ପାଇଁ ୟୋଲୋ…

ଅକଲାଣ୍ଡରେ ପ୍ରଥମେ ନୂଆବର୍ଷ ପାଳନ

ଅକଲାଣ୍ଡ, ୩୧ା୧୨: ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ପ୍ରଥମେ ନବବର୍ଷ ପାଳନ କରାଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ୨୦୨୦କୁ ସ୍ୱାଗତ କରିଛନ୍ତି ଲୋକେ । ଲୋକମାନେ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।…

ରାଜେନ୍ଦ୍ର କଲେଜ ପ୍ଳାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ୫୦କୋଟିର ଅନୁଦାନ ଘୋଷଣା

ବଲାଙ୍ଗିର, ୩୧ା୧୨(ଓଡ଼ିଶା ଭାସ୍କର): ବଲାଙ୍ଗିରର ରାଜେନ୍ଦ୍ର କଲେଜର ଐତିହାସିକ ପ୍ଳାଟିନମ୍ ଜୁବୁଲି ମହୋତ୍ସବର ଶେଷ ଦିନରେ ଆଜି ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ଓଡିଶାକୁ କୃଷି ପୁରସ୍କାର

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଓଡିଶାକୁ ପ୍ରଶଂସା କରାଯାଉଛି । ଏଥିରୁ ବାଦ୍ ପଡିନି କେନ୍ଦ୍ର । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କେନ୍ଦ୍ର ମଧ୍ୟ…

ସୋନିଙ୍କ ବିୟୋଗରେ ମୋଦୀଙ୍କ ଶୋକ

ନୂଆଦିଲ୍ଲୀ,୩୧ ।୧୨: ବିଜୁ ପଟ୍ଟନାୟକଙ୍କ ଜ୍ୱାଇଁ ଅର୍ଥାତ୍ ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପତ୍ନୀ ଗୀତା ମେହେଟ୍ଟାଙ୍କୁ ଏନେଇ ମୋଦୀ…