Browsing Category

Top Stories

ଦେଶରେ ୨୪ ଘଣ୍ଟାରେ ୧୧୩ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୫ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୫୪୮କୁ ବୃଦ୍ଧି…

ଶିମିଳିପାଳ ଜଙ୍ଗଲରେ ନିଆଁ: ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ ଟିମ୍

କରଞ୍ଜିଆ, ୫ା୩ (ଓଡିଶା ଭାସ୍କର): ଶିମିଳିପାଳରେ ନିଆଁ ଲିଭାଇବାକୁ ୫ଟି ଅଗ୍ନିଶମ ଟିମ୍ ପହଞ୍ଚିଛି । ଯଶିପୁର ବନଖଣ୍ଡ ଅଞ୍ଚଳରେ ନିଆଁକୁ ଆୟତ୍ତ କରିବାକୁ ଟିମ୍ ପ୍ରୟାସ ଜାରି ରଖିଛି । ଏକ ସପ୍ତାହରୁ ଅଧିକ ଦିନ ହେଲାଣି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୮୦ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୫ା୩: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୫ ଲକ୍ଷ ୮୦ ହଜାର ୭୮୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୬୨ ଲକ୍ଷ ୬ ହଜାର ୨୦୬କୁ ବୃଦ୍ଧି…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ସିନ୍ ରିକ୍ରିଏସନ୍ କଲା ସିବିଆଇ

ଭୁବନେଶ୍ୱର, ୫ା୩ (ଓଡିଶା ଭାସ୍କର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ସିନ୍ ରିକ୍ରିଏସନ୍ କରିଛି । ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ରିକ୍ରିଏସନ କରାଯାଉଛି । ୨୨ ବର୍ଷ ତଳର…

ବିଜୁ ଜୟନ୍ତୀରେ ସାଇକେଲ ରାଲି

ଭୁବନେଶ୍ୱର, ୫ା୩ (ଓଡିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ଆଜି ବିଜେଡି ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯାଇଛି । ଛାତ୍ର ଓ ଯୁବ ବିଜେଡି ପକ୍ଷରୁ…

ବହୁଶୀଘ୍ର ବନ୍ଦ ହୋଇଯିବ ଆପଣଙ୍କ ମୋବାଇଲ ନମ୍ବର! ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଟେଲିକମ୍ ରେଗୁଲେଟରୀ ଅଥରିଟୀ ଅଫ୍ ଇଣ୍ଡିଆ ବା TRAI ଦେଶରେ ମୋବାଇଲ ଫୋନ୍ ନମ୍ବରିଙ୍ଗ ସ୍କିମକୁ ବଦଳାଇବାକୁ ଯୋଜାନା କରୁଛି । ରିପୋର୍ଟ ମୁତାବକ, ଶୁକ୍ରବାର ଦିନ ଦେଶରେ ୧୧ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ବ୍ୟବହାର…

ଏହି ରହସ୍ୟମୟ ସ୍ଥାନରେ ପକ୍ଷୀମାନେ କରିଥାନ୍ତି ଆତ୍ମହତ୍ୟା, ଜାଣନ୍ତୁ କେଉଁଠି ଓ କାହିଁକି

ମଣିଷ ଜନ୍ମ ହୋଇଛି ତ ମୃତ୍ୟୁ ଅବଶ୍ୟମ୍ଭାବୀ । ତେବେ ମଣିଷର ମୃତ୍ୟୁ ଅନେକ ସମୟରେ ରହସ୍ୟ ଘେରରେ ରହିଥାଏ । ଆପଣମାନେ କଣ କେବେ ଭାବିଛନ୍ତି କି ମୃତ୍ୟୁକୁ ନେଇ ଏହି ରହସ୍ୟ କେବଳ ମଣିଷଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ,…

ଧବଳେଶ୍ୱର ପୀଠରେ ଜାଗର ଯାତ୍ରାକୁ ମନା

ଆଠଗଡ ,୪ ।୩(ଓଡିଶା ଭାସ୍କର): : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଠଗଡର ଧବଳେଶ୍ୱର ପୀଠରେ ଜାଗର ଯାତ୍ରାକୁ ମନା କରିଛି ପ୍ରଶାସନ । ଧବଳେଶ୍ୱର ପୀଠରେ ଆସନ୍ତା ୧୧ ତାରିଖରୁ ଲାଗୁ ହେବ ୧୪୪ ଧାରା । ୧୨ ତାରିଖ ସକାଳ…

୧୦୦ ବର୍ଷ ପରେ ଖୋଲିବାକୁ ଯାଉଛି ଏହି ରାଶିର ଭାଗ୍ୟ, ଜାଣନ୍ତୁ କେଉଁଟି ଓ କ’ଣ ମିଳିବ ଲାଭ?

ପ୍ରାୟ ୧୦୦ ବର୍ଷ ପରେ ମାତା ଲକ୍ଷ୍ମୀ ଗୋଟିଏ ରାଶି ପାଇଁ ଧନର ବର୍ଷା କରିବାକୁ ଯାଉଛନ୍ତି । ସେହି ରାଶି ହେଉଛି ବୃଷ ରାଶି । ଏହି ରାଶିର ପ୍ରତ୍ୟେକ ମୁହୂର୍ତ୍ତ ଉଜ୍ଜ୍ୱଳ ହେବ । ସକରାତ୍ମକ ମନୋଭାବ ସହ ପ୍ରତ୍ୟେକ…