Browsing Category
Top Stories
ନୀତି ଆୟୋଗ ବୈଠକରେ କ’ଣ ରହିଛି ମୁଖ୍ୟମନ୍ତ୍ରୀଙ୍କ ଦାବି?
ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ନୀତି ଆୟୋଗ ବୈଠକରେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ରହୁ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବହେଳିତ ଅଞ୍ଚଳ ଓ ଅନଗ୍ରସନ…
ବିକାଶ ସମସ୍ତଙ୍କ ପାଇଁ ପ୍ରାଥମିକତା ହେବା ଉଚିତ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୦ା୨: ଆଜି ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ…
ବିଧାନସଭା ଅଧିବେଶନର ତୃତୀୟ ଦିନ: ୧୧ଟା ୩୦ ଯାଏ ଗୃହ ମୁଲତବୀ
ଭୁବନେଶ୍ୱର, ୨୦ା୨ (ଓଡିଶା ଭାସ୍କର): ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ । ଅଧିବେଶନ ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାୟକମାନେ…
ଦେଶରେ ୨୪ ଘଣ୍ଟାରେ ୧୦୧ ମୃତ, ୧୩ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୨୦ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୨୧୨କୁ ବୃଦ୍ଧି…
ମଣିଷ କଥା ଛାଡ଼ନ୍ତୁ, କରୋନା ମାଡ଼ରେ ମାଙ୍କଡ଼ ବି ବେହାଲ୍
କରୋନା ମହାମାରୀ ଜନସାଧାରଣଙ୍କ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରିଛି । ପରିସ୍ଥିତି ଏପରି ହୋଇଥିଲା ଯେ, ଅନେକ ଲୋକ ପେଟ ପୋଷିବା ପାଇଁ ଭିନ୍ନ ଭିନ୍ନ ବୃତ୍ତିକୁ ଆପଣେନେଇଥିଲେ । ତେବେ ପଶୁମାନେ ମଧ୍ୟ କରୋନା…
ମୁଖ୍ୟମନ୍ତ୍ରୀଙ୍କୁ କାମୁଡ଼ିଲା ମଶା: ଯନ୍ତ୍ରୀଙ୍କ ଗଲା ଚାକିରି
ଭୋପାଳ, ୨୦ା୨: ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବା ଫଳରେ ଜଣେ ଯନ୍ତ୍ରୀଙ୍କୁ ଚାକିରି ହରାଇବାକୁ ପଡ଼ିଛି । ଏପରି ଏକ ଅଜବ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଫେବୃଆରୀ ୧୬ ତାରିଖରେ ଘଟିଥିବା ଏକ ଦୁର୍ଘଟଣାର ପୀଡ଼ିତଙ୍କୁ…
ମହଙ୍ଗା ଜାରି: ପୁଣି ବଢ଼ିଲା ତୈଳ ଦର
ନୂଆଦିଲ୍ଲୀ, ୨୦ା୨: ସମଗ୍ର ଦେଶରେ ଲଗାତର ୧୨ ଦିନ ଧରି ବଢ଼ିଚାଲିଛି ତୈଳ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ଲିଟର ପିଛା ୩୭ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ୯୦.୫୮ ଟଙ୍କା ଓ ଡିଜେଲ…
ବିବାହ ସାରି ଘରକୁ ଫେରୁଥିଲେ ବରକନ୍ୟା: ଦୁର୍ଘଟଣା ନେଲା ଜଣଙ୍କ ଜୀବନ
ନୂଆଦିଲ୍ଲୀ, ୨୦ା୨: ଉତ୍ତରପ୍ରଦେଶର ନଜିବାବାଦରେ ଏକ ଦୁଃଖଦ ଘଟଣା ଘଟିଛି । ଏକ ଟ୍ରାକ୍ଟର ଓ କାର ମଧ୍ୟରେ ଦୁର୍ଘଟଣା ଘଟି କନ୍ୟାଙ୍କର ମୃତ୍ୟୁ ଘଟିଥିବା ବେଳେ ବର ଗୁରୁତର ହୋଇଛନ୍ତି । ବିବାହ ସାରି ବରକନ୍ୟା ଫେରୁଥିବା…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୪ ଲକ୍ଷ ଟପିଲା
ନୂଆଦିଲ୍ଲୀ, ୨୦ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୪ ଲକ୍ଷ ୬୨ ହଜାର ୬୩୩ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ୮ କୋଟି ୬୧ ଲକ୍ଷ ୮ ହଜାର ୭୯ ଜଣ ସୁସ୍ଥ ହୋଇଛନ୍ତି । ମୋଟ…
Shooter Manu Bhaker insulted by the Air India official
New Delhi, 20/2: In this country, if the cricketer goes to the airport, the entire airlines are put in his favor, people flock to get a glimpse of him, but in other sports, those…