Browsing Category

Top Stories

କରୋନା ଆତଙ୍କ, ୩୦ ପ୍ରତିଶତ କମିଲା ସିବିଏସଇ ସିଲାବସ୍

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । କରୋନା ସହ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଲକଡାଉନ ପାଇଁ ସବୁ ସ୍କୁଲ ଓ କଲେଜ ବନ୍ଦ…

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିଏଙ୍କୁ କରୋନା, ସଂସ୍ପର୍ଶରେ ଆସିଥିଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୭ା୭ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ବା ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବ୍ୟକ୍ତିଗତ ସହାୟକ ବା ପିଏ ଅନିଲ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନିଲଙ୍କ ନିକଟରେ କରୋନା ଲକ୍ଷଣ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୭ଜଣ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୬୭୦୩କୁ ବୃଦ୍ଧି ପାଇଛି । ସୁସ୍ଥ…

୫ଦିନ ସଟଡ଼ାଉନ ରହିବ ଗଞ୍ଜାମର ସବୁ ସହରାଞ୍ଚଳ

ଗଞ୍ଜାମ, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । ରାଜ୍ୟର ସବୁଠାରୁ ଗଞ୍ଜାମ ଜିଲ୍ଳା କରୋନା ପାଇଁ ବେଶି ପ୍ରଭାବିତ ହୋଇଛି । ତେଣୁ ଜୁଲାଇ ୯ରୁ ୧୩ଯାଏଁ ଗଞ୍ଜାମର ସବୁ ସହରାଞ୍ଚଳ…

ଗଜପତିରେ +୨ ଖାତା ଦେଖା ବନ୍ଦ

ଗଜପତି, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଗଜପତି ରେ +୨ ମୂଲ୍ୟାୟନ କେନ୍ଦ୍ରରେ ୩ କନେଷ୍ଟବଳ ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ଲକଡାଉନରେ ପ୍ରେମିକ ସହ ରହିବାକୁ ଯାଇଥିଲେ ଯୁବତୀ, କିନ୍ତୁ ଏପରି ହୋଇଗଲା ରୁମର ଅବସ୍ଥା..

କରୋନା ମହାମାରୀ ଯୋଗୁଁ ସମଗ୍ର ଦୁନିଆରେ ଲକଡାଉନ୍ ଜାରି ରହିଛି । ଏନେଇ ଲୋକମାନେ ସହରରେ ଥିବା ଘର ଛାଡି ପୁରୁଣା ଘରକୁ ପଳାଇଯାଉଛନ୍ତି । ଏହିପରି ଫ୍ରାନ୍ସର ଜଣେ ଯୁବତୀ ତାଙ୍କ ଫ୍ଲାଟରେ ତାଲା ପକାଇ ପଳାଇଥିଲେ ।…

ଆଜି ଭୁବନେଶ୍ୱରରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୨୯ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ…