Browsing Category
Top Stories
ସୋଭରେନ୍ ଗୋଲ୍ଡ ବଣ୍ଡ ଯୋଜନାକୁ ବନ୍ଦ କରିବାକୁ କାହିଁକି ନିଷ୍ପତ୍ତି ନେଲେ ସରକାର ? ଜାଣନ୍ତୁ କାରଣ
ନୂଆଦିଲ୍ଲୀ : ଫିଜିକାଲ ସୁନା କ୍ରୟକୁ ହ୍ରାସ କରିବା ଏବଂ ଡିଜିଟାଲ୍ ସୁନାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସୋଭରେନ୍ ଗୋଲ୍ଡ ବଣ୍ଡ ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
ଆରମ୍ଭ ହେଲା Apple iPhone 16eର ସେଲ୍, ମିଳୁଛି ବଡ଼ ଡିସକାଉଣ୍ଟ
ନୂଆଦିଲ୍ଲୀ: Apple iPhone 16e ଆଜି ଅର୍ଥାତ୍ ୨୮ ଫେବୃଆରୀରୁ ଉପଲବ୍ଧ ହୋଇଛି । ଏହି ସ୍ମାର୍ଟଫୋନକୁ Amazon, Flipkart, Apple ର ଅଫିସିଆଲ୍ ଷ୍ଟୋର ଏବଂ ଅନ୍ୟାନ୍ୟ ଖୁଚୁରା ଷ୍ଟୋରରୁ କିଣିପାରିବେ । Apple iPhone…
ମହାକୁମ୍ଭରେ ରେଲଓ୍ବେର ରେକର୍ଡ, ଓଡ଼ିଶାରୁ ଗଡିଛି 60ଟି ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ବର: ଫେବୃଆରୀ 26 ତାରିଖରେ ସରିଲା ମହାକୁମ୍ଭ । ତେବେ ୪୫ ଦିନ ଧରି ଚାଲିଥିବା ଏହି ମହାକୁମ୍ଭରେ ୬୫ କୋଟିରୁ ଅଧିକ ଭକ୍ତ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ବୁଡ ପକାଇଛନ୍ତି ।
ତେବେ ଏଥିରେ ରେଲଓ୍ବେ ମଧ୍ୟ…
ଡଷ୍ଟବିନରେ ଗଡ଼ିଲା ସ୍ୱାମୀ-ସ୍ତ୍ରୀ କଳି… ସ୍ୱାମୀଙ୍କ କାରନାମା ଦେଖି ଚାରିଆଡ଼େ ଚର୍ଚ୍ଚା
ମସ୍କୋ: ରୁଷିଆ ରାଜଧାନୀ ମସ୍କୋରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ-ସ୍ତ୍ରୀଙ୍କ କଳି ଏବେ ପଦାରେ ନ ପଡ଼ି ଗଡ଼ୁଛି ଡଷ୍ଟବିନରେ ।
ବୈବାହିକ ଜୀବନରେ କଳି-ଗୋଳ ଏକ ସାଧାରଣ କଥା ହୋଇଥିବାବେଳେ ମସ୍କୋରେ…
ସତ୍ୟନଗରରେ ହେବ ଉତ୍ତମଙ୍କ ଶେଷକୃତ୍ୟ: ସାଢ଼େ ୧୧ଟା ସୁଦ୍ଧା ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର
ଭୁବନେଶ୍ୱର: ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କର ପରଲୋକ ହୋଇଯାଇଛି । ଗୁରୁଗାଓଁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ…
Breaking: ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଏକା ଥରକେ କୋଟିଏ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବି
ଭୁବନେଶ୍ବର: ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ନେଇ ଏକ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରାର ଦ୍ବିତୀୟ କିସ୍ତି ଏଥର ବ୍ରହ୍ମପୁରରୁ ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।
ଏନେଇ…
ତୁହିନ କାନ୍ତ ପାଣ୍ଡେ ହେବେ SEBIର ନୂତନ ଅଧ୍ୟକ୍ଷ, ମାଧବୀ ପୁରୀ ବୁଚ୍ଙ୍କ ସ୍ଥାନ ନେବେ
ନୂଆଦିଲ୍ଲୀ: ଅର୍ଥ ଏବଂ ରାଜସ୍ୱ ସଚିବ ତୁହିନ କାନ୍ତା ପାଣ୍ଡେଙ୍କୁ ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ (SEBI)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ମାଧବୀ ପୁରୀ ବୁଚଙ୍କ ସ୍ଥାନ ନେବେ ।…
ରୂପେଲି ପରଦାରେ ଭରି ଦେଉଥିଲେ ପ୍ରେମ ରସ… କିମ୍ବଦନ୍ତୀ ନାୟକଙ୍କୁ ଝୁରିବ ସାରା ଓଡ଼ିଶା
ଓଡ଼ିଶା ଭାସ୍କର: ଧଳା ପ୍ୟାଣ୍ଟକୁ ଫୁଲ ସାର୍ଟ । ଆଖିରେ ରଙ୍ଗୀନ ଚଷମା ସାଙ୍ଗକୁ ମୁହଁରେ ସ୍ମିତ ହାସ୍ୟ ଦେଇ ସ୍କ୍ରିନ୍ ଉପରକୁ ଚାଲିଆସିଲେ, ସିନେମାଘର କମ୍ପିଉଠେ ସିଟି ଓ ତାଳିରେ । ତାଙ୍କ ଅଭିନୟର ଯାଦୁର ଦିୱାନା ଥିଲେ…
4ଟି ନୂଆ ସହରରେ ଓ୍ବାକର ଓ୍ବାର୍ଲ୍ଡ ଇଣ୍ଡିଆ ଟୁର୍ ନେଇ ଘୋଷଣା କଲେ Alan Walker, ଭୁବନେଶ୍ବର ବି ସାମିଲ
ନୂଆଦିଲ୍ଲୀ: ନରୱେଜିଆନ୍ ଡିଜେ ଆଲାନ୍ ୱାକର ତାଙ୍କର ଓ୍ବାକରଓ୍ବାଲ୍ଡ ଇଣ୍ଡିଆ ଟୁରରେ ଆହୁରି 4ଟା ସୋ ଯୋଡିଛନ୍ତି । ଫେଡେଡ୍ ଏବଂ ଅନ୍ ମାଇ ୱେ ଭଳି ହିଟ୍ ଟ୍ରାକ୍ ସହିତ ଇଲେକ୍ଟ୍ରୋନିକ୍ ସଙ୍ଗୀତ କ୍ଷେତ୍ରରେ ଜଣେ ପ୍ରମୁଖ…
‘ୱାନ୍ ନେସନ୍-ଓ୍ଵାନ୍ ପୋର୍ଟ’ର ହେଲା ଶୁଭାରମ୍ଭ: ଜାଣନ୍ତୁ ଏହାର ଫାଇଦା
ନୂଆଦିଲ୍ଲୀ: ଭାରତର ସାମୁଦ୍ରିକ ଭିତ୍ତିଭୂମିର ଆଧୁନିକୀକରଣ, ଏହାର ବିଶ୍ୱ ବାଣିଜ୍ୟ ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ…