Browsing Category
Top Stories
ପାଣିପାଗ ବିଭାଗର ଆକଳନ, ରାଜ୍ୟରେ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା
ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ରହିଛି ପାରଦ । ତାପମାତ୍ରା 30 ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟରେ ଏବେ ପାଗ ଶୁଖିଲା ରହିଛି । ତେବେ ଗତ 2 ଦିନ ପରେ ତାପମାତ୍ରା 2ରୁ3 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର…
୩ ରାଶିର ବ୍ୟକ୍ତିଙ୍କର ଡବଲ ରାଜଯୋଗ ଆରମ୍ଭ ହେଉଛି, ପ୍ରତ୍ୟେକ କାର୍ଯ୍ୟରେ ମିଳିବ ସଫଳତା
ଓଡ଼ିଶା ଭାସ୍କର: ସୂର୍ଯ୍ୟ ଗୋଚର କରି ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାଫଳରେ କୁମ୍ଭ ରାଶିରେ ବନି ରହିଥିବା ଶନି-ସୂର୍ଯ୍ୟଙ୍କ ଅଶୁଭ ଯୋଗ ଭାଙ୍ଗିବ । ଏହାସହ ଡବଲ ରାଜଯୋଗ ମଧ୍ୟ ଆରମ୍ଭ ହେବ ।
ମୀନ…
Earthquake: ନେପାଳରେ 6.1 ତୀବ୍ରତାରେ ଥରିଲା ମାଟି, ଘରୁ ବାହାରି ଆସିଲେ ଲୋକେ
ନୂଆଦିଲ୍ଲୀ: ନେପାଳରେ ଭୂକମ୍ପରେ ଥରିଲା ମାଟି । ଶୁକ୍ରବାର ସକାଳେ ନେପାଳରେ 6.1 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଦୁଇଥର ଭୂମିକମ୍ପ ଝଟକା…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଉତ୍ତମ ମହାନ୍ତିଙ୍କର ହେବ ଶେଷକୃତ୍ୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆରପାରିରେ ଓଡ଼ିଶାର ଭେଟାରାନ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଗୁରୁବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛକନ୍ତି । ତେବେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।
ତେବେ…
ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, କହିଲେ- ‘ଉତ୍ତମ ଥିଲେ ଓଡ଼ିଆ ସିନେ ଜଗତର ଧୃବ ତାରା’
ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ମହାନ୍ତି ଥିଲେ ଓଡ଼ିଆ…
Big Breaking: ପରଲୋକରେ ଓଲିଉଡ ଅଭିନେତା ଉତ୍ତମ ମହାନ୍ତି, ମେଦାନ୍ତ ହସ୍ପିଟାଲରେ ଦେହାନ୍ତ ସୂଚନା
ଭୁବନେଶ୍ବର: ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିବା ବେଳେ…
କର୍ଣ୍ଣାଟକରେ ଇଡଲି ସାମ୍ପଲ ଫେଲ୍: ଏହା କିପରି କର୍କଟ ରୋଗର କାରଣ ହୋଇପାରେ, ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ
ସକାଳ ଜଳଖିଆରେ ଇଡଲି ପ୍ରାୟ ଅନେକ ଲୋକଙ୍କୁ ଭଲ ଲାଗେ । ଦକ୍ଷିଣ ଭାରତୀୟ ଖାଦ୍ୟ ଇଡଲି ଜଣେ ବ୍ୟକ୍ତି କୌଣସି ସମୟରେ ମଧ୍ୟ ଖାଇପାରିବେ। ସେ ବହୁତ ଭୋକରେ ଥାଆନ୍ତୁ କିମ୍ବା କମ୍। ଦକ୍ଷିଣ ଭାରତରେ ଇଡଲି ଏବଂ ଦୋସାକୁ ଏକ…
ଚନ୍ଦ୍ରଗ୍ରହଣ ସହିତ ସୂର୍ଯ୍ୟ ଗୋଚରର ଦୁର୍ଲଭ ସଂଯୋଗରୁ ଏହି ରାଶିମାନଙ୍କର ଚମକିବ ଭାଗ୍ୟ, ପ୍ରତ୍ୟେକ କାମରେ ମିଳିବ ସଫଳତା !
ଗ୍ରହମାନଙ୍କ ଗତିପଥ ଦୃଷ୍ଟିରୁ ମାର୍ଚ୍ଚ ମାସକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି ମାସରେ, କର୍ମଫଳ ଦାତା ଏବଂ ନ୍ୟାୟର ଦେବତା ଶନି ଦେବ ୨୯ ତାରିଖରେ ମୀନ ରାଶିରେ ପ୍ରବେଶ କରିବେ। ୧୪ ମାର୍ଚ୍ଚ ହୋଲି…
ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ ? ଦେଖନ୍ତୁ ଛୁଟି ଲିଷ୍ଟ୍
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ମାସରେ ଛୁଟିଦିନର ତାଲିକା ପ୍ରକାଶ କରିଛି । ତେଣୁ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ଅଛି, ତେବେ ଏହାକୁ ଆଗରୁ ସାରିଦିଅନ୍ତୁ , ଯାହା ଦ୍ୱାରା ଯଦି…
ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ ଆକ୍ସନ, ୬ ଶିକ୍ଷକଙ୍କୁ ନିଲମ୍ବିତ କଲେ ଉପଜିଲ୍ଲାପାଳ
କଣ୍ଟାବାଞ୍ଜି: ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଲକ ହଦଳୀ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ଵାଳ…