Browsing Category

Top Stories

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୫୬ ଲକ୍ଷ ପାର

ନୂଆଦିଲ୍ଲୀ, ୨୧। ୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୫୬ ହଜାର ୮୫୩ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪…

କ୍ୟାବିନେଟର ବଡ ନିଷ୍ପତ୍ତି: ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ମାଗଣା କରୋନା ଟିକା

ଲକ୍ଷ୍ନୌ,୨୦ ।୪: କରୋନା ଭାଇରସ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୟୁପିରେ ଆସନ୍ତା ମାସ ପହିଲାରୁ ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ମାଗଣାରେ କରୋନା…

OAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): କରୋନା କାଳରେ ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଜାରି ହୋଇଥିବା…

କରୋନାର ଦ୍ୱିତୀୟ ଲହର ଝଡ ପରି ଆସିଛି, ଲକଡାଉନ ହେଉ ଅନ୍ତିମ ବିକଳ୍ପ : ମୋଦୀ

ନୂଆଦିଲ୍ଲୀ,୨୦ ।୪: କରୋନା କାଳରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, କରୋନା ବିପକ୍ଷରେ…

ଆଜିଠୁ ରାଜଧାନୀରେ ଲାଗିଲା ଲକଡାଉନ୍ ‌

ନୂଆଦିଲ୍ଲୀ,୨୦ ।୪: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି, ଯେଉଁଥିରୁ ବାଦ୍ ପଡିନି ରାଜଧାନୀ ଦିଲ୍ଲୀ । ବଡୁଥିବା ସଂକ୍ରମଣ କାରଣରୁ ଦିଲ୍ଲୀରେ ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଛି । କରୋନା ମୁକାବିଲା କରିବା ପାଇଁ…

ବଢୁଛି କରୋନା: ଭୁବନେଶ୍ୱରରୁ ଆଜି ପୁଣି ୫୮୧ ପଜିଟିଭ ଚିହ୍ନଟ,୨୦୪ ସୁସ୍ଥ

ଭୁବନେଶ୍ୱର,୨୦।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୫୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…

ରାଜ୍ୟକୁ ଲେଉଟିଲା ତାତି: ୪୦ ଡିଗ୍ରୀ ଛୁଇଁଲା ୧୨ ସହରର ତାପମାତ୍ରା

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅନେକ ଦିନର ବ୍ୟବଧାନ ପରେ ପୁଣି ଉତ୍ତପ୍ତ ହୋଇଛି ରାଜ୍ୟର ଅନେକ ସହର । ଏହାରି ମଧ୍ୟରେ ଆଜି ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି ।…