fbpx

ଭାଲେଣ୍ଟାଇନ୍ସ ଡେ : ଫେବୃଆରୀ ୧୪ ରେ ଏହି ୫ ନାମ ଥିବା ବ୍ୟକ୍ତିଙ୍କୁ ମିଳିବ ପ୍ରକୃତ ପ୍ରେମ

ଏବେ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଡେ । ତେବେ ଆପଣ ନିଜ ନାଁ ମାଧ୍ୟମରେ ନିଜର ପ୍ରେମ ବିଷୟରେ ସବୁକିଛି ଜାଣିପାରିବେ । ଏଥର ଭାଲେଣ୍ଟାଇନ୍ସ ଡେ ମଧ୍ୟ କିଛି ବିଶେଷ ରହିଛି । କାହିଁକି ନା ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ପଛରେ କିଛି ଅର୍ଥ ରହିଥାଏ ଓ ଏହି କାରଣରୁ ଲୋକଙ୍କ ପ୍ରକୃତି ଜାଣିହୁଏ । ତେବେ ଏପରି କିଛି ନାମ ଅଛି, ଯେଉଁମାନଙ୍କର ଏହି ଭାଲେଣ୍ଟାଇନ୍ସ ଡେ’ରେ ପ୍ରକୃତ ପ୍ରେମ ପାଇବା ପାଇବାର ୯୯.୯୯ ପ୍ରତିଶତ ସମ୍ଭାବନା ରହିଛି । ସେ ତେଣିକି ପୁଅ ହେଉ ବା ଝିଅ, ଏହା ଉଭୟ ପାଇଁ ରହିଛି । ତେବେ ଆସନ୍ତୁ ଜାଣିବା ସେହି ୫ଟି ଅକ୍ଷର ବିଷୟରେ, ଯେଉଁମାନଙ୍କୁ ଏହି ଭାଲେଣ୍ଟାଇନ୍ସ ଡେ’ରେ ମିଳିକ ପ୍ରକୃତ ପ୍ରେମ…

୧. R ନାମ
ଯଦି ତୁମର ନାମ R ଅକ୍ଷରରୁ ଆରମ୍ଭ ହୁଏ, ତେବେ ଏଥର ତୁମକୁ ପ୍ରକୃତ ପ୍ରେମ ମିଳିବା ସହ ସରପ୍ରାଇଜ୍ ମିଳିବାର ସମ୍ଭାବନା ରହିଛି । ୫୦ ପ୍ରତିଶତ ମାମଲାରେ ତୁମେ ତାଙ୍କୁ ସରପ୍ରାଇଜ୍ ଦେବ ବା ସେ ତୁମକୁ ସରପ୍ରାଇଜ୍ ଦେବେ । ଅର୍ଥାତ୍ ଉଭୟ ପାର୍ଶ୍ୱରେ ନିଆଁ ସମାନ ଲାଗିଛି । ଏହି ଦିନ ପ୍ରକୃତ ପ୍ରେମକୁ ପ୍ରପୋଜ କରବାକୁ କୁଣ୍ଠାବୋଧ କରନ୍ତୁ ନାହିଁ ।

୨. S ନାମ
ଯଉଁମାନଙ୍କର ନାମ S ନାମରୁ ଆରମ୍ଭ ହୁଏ, ସେମାନେ ବହୁତ ଆକର୍ଷଣୀୟ ହୋଇଥାନ୍ତି । ଏହି ନାମର ଲୋକମାନେ ବହୁତ ପ୍ରତିଭାଶାଳୀ ହୋଇଥାନ୍ତି, ଯେଉଁଥିପାଇଁ ଲୋକାମାନେ ସେମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି । ଆପଣଙ୍କର କେୟାର କରିବା ଅନ୍ଦାଜ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାଏ ।

୩. N ନାମ
ଯଦି ତୁମର ନାମ N ଅକ୍ଷରରୁ ଆରମ୍ଭ ହୁଏ ତେବେ ତୁମେ ବହୁତ ଭାଗ୍ୟବାନ । ଏହି ନାମର ଲୋକମାନେ ପ୍ରେମ ବିଷୟରେ ବହୁତ ଗମ୍ଭୀର । N ନାମ ପଛରେ ସବୁ ଲୋକ ପାଗଳ ହୋଇଥାନ୍ତି, ସେ ତେଣିକି ପୁଅ ହେଉ ବା ଝିଅ । ତୁମେ ତୁମର ପ୍ରେମୀ ସହିତ ସମ୍ପର୍କ ବିଷୟରେ ଅଧିକ ଗମ୍ଭୀର ଏବଂ ସେଥିପାଇଁ ତୁମେ ପ୍ରକୃତ ପ୍ରେମକୁ ଅତି ସହଜରେ ପାଇଥାଅ ।

୪. D ନାମ
ଯଦି ଆପଣ D ନାମକ ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡ଼ନ୍ତି, ତେବେ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏପରି ପରିସ୍ଥିତିରେ, ତୁମେ ନିଶ୍ଚିତ ଭାବରେ ତୁମର ପ୍ରେମ ପ୍ରକାଶ କରିବ । କିଛି ସାହସ ଦେଖାଇବା ଦ୍ୱାରା ଆପଣଙ୍କୁ ଆପଣଙ୍କ ପ୍ରେମ ମିଳିଯିବ ।

୫. M ନାମ
M ନାମ ଥିବା ଲୋକଙ୍କୁ ଫେବୃଆରୀରେ ପ୍ରକୃତ ପ୍ରେମ ମିଳିପାରେ । ଏହା ବ୍ୟତୀତ, ଆପଣ ଏହି ମାସରେ ମଧ୍ୟ ବିବାହ କରିପାରନ୍ତି, ଯାହାର ପ୍ରବଳ ସମ୍ଭାବନା ରହିଛି ।

Get real time updates directly on you device, subscribe now.