CHARIDHAM
Browsing Category

Top Stories

୨୦୦ ପଏଣ୍ଟ ସହିତ ଖୋଲିଲା ସେୟାର ବଜାର , ୧୪,୩୦୦ ଉପରେ ନିଫ୍ଟି

ମୁମ୍ବାଇ ,13/4 : ଦେଶରେ ବୃଦ୍ଧି ପାଉଥିବା କାରେନାର ଦ୍ୱିତୀୟ ଲହରୀର ପ୍ରଭାବ ସେୟାର ବଜାର ଉପରେ ପଡୁଥିବାବେଳେ । ସେମାବାର ସେୟାର ବଜାରରେ ବଡ ପତନ ଦେଖିବାକୁ ମିଳିଥିଲା । ଆଜି ସପ୍ତାହର ଦ୍ୱିତୀୟ ଦିନରେ କାରବାର…

ଗଞ୍ଜାମରେ କଡାକଡି ହେଲା କରୋନା କଟକଣା; ସବୁ ଧାର୍ମିକ ସ୍ଥଳ ରହିବ ବନ୍ଦ

ଗଞ୍ଜାମ, ୧୩ା୪ (ଓଡିଶା ଭାସ୍କର) : ଗଞ୍ଜାମରେ କଡାକଡି ହେଲା କରୋନା କଟକଣା । ବାହାର ରାଜ୍ୟରେ ଲକଡାଉନ୍ ହେବା ଆଶଙ୍କାରେ ପ୍ରବାସୀ ଶ୍ରମିକ ମାନେ ନିଜ ନିଜ ଘରକୁ ଫେରି ଆସୁଛନ୍ତି । ଯାହା ଫଳରେ କରୋନା ସଂକ୍ରମଣ…

ପୁଣି ଶସ୍ତା ହେଲା ସୁନା, ଶୀଘ୍ର କିଣନ୍ତୁ, ୧୦ ହଜାର ଟଙ୍କା ପାଇବେ ଲାଭ

ନୂଆଦିଲ୍ଲୀ, ୧୩ା୪: ଭାରତୀୟ ବଜାରରେ ସୁନା ଲଗାତର ଶସ୍ତା ହେବାରେ ଲାଗିଛି । ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ୪୬,୪୦୦ ଟଙ୍କା ରହିଛି । ସେହିପରି ରୁପାର ମୂଲ୍ୟ ହ୍ରାସ ପାଇ କିଲୋଗ୍ରାମ ପିଛା ୬୬,୧୪୦ ଟଙ୍କା ରହିଛି ।…

କୁମ୍ଭୀର ସହ କରୁଥିଲେ ମଜା, ଅଳ୍ପକେ ବଞ୍ଚିଲେ; ଦେଖନ୍ତୁ ଭିଡିଓ

ନୁଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର) : କୁମ୍ଭୀର ପାଟିରୁ ଅଳ୍ପକେ ବଞ୍ଚିଲେ ଯୁବକ । ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ଯୁବକ କୁମ୍ଭୀର ସହ ପଙ୍ଗା ନେବାକୁ ଚେଷ୍ଟା କରୁଥିଲେ । ଆପଣ ମାନେ…

ଦେଶରେ ମୃତ୍ୟୁସଂଖ୍ୟା ୮ ଶହ ଟପିଲା, ୧.୬୨ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ, ୧୩ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୮୭୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୧ ହଜାର ୫୮କୁ ବୃଦ୍ଧି…

ଝରାଫୁଲ ଡେଥ୍ ସସପେନ୍ସର ଗୁମର ଖୋଲିଲା: ଜଣାପଡ଼ିଲା କେମିତି କରାଯାଇଥିଲା ମର୍ଡର

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଉପରୁ ପରଦା ହଟିଛି । ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଏହି ମାମଲାର ଅନ୍ୟତମ…

ଦଶମ ଓ ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଆସିଗଲା ବଡ଼ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନ କରିବାର ଅନ୍ତିମ ତାରିଖ

ଦେଶରେ କରୋନା ଜାରି ରହିଥିବାରୁ ବିଗତ ଏକବର୍ଷ ଧରି ନିଯୁକ୍ତି କ୍ଷେତ୍ର ମାନ୍ଦା ହୋଇ ରହିଛି । ଫଳରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବେକାର ହୋଇ ଘରେ ବସି ରହିଛନ୍ତି । ତେବେ ବର୍ତ୍ତମାନ ଦଶମ ଓ ଦ୍ୱାଦଶ ପାସ୍…

ବାଲେଶ୍ୱର ଗସ୍ତରେ ୩ ସଚିବ, ପ୍ରକଳ୍ପର କରିବେ ସମୀକ୍ଷା

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ଆଜି ରାଜ୍ୟର ୩ ଜଣ ସଚିବ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର…