CHARIDHAM
Browsing Category

Top Stories

ରାୟଗଡାର ଏହି ଆପାର୍ଟମେଣ୍ଟକୁ ଅବରୋଧ ଅଞ୍ଚଳ ଘୋଷଣା କଲା ପ୍ରଶାସନ

ରାୟଗଡା,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ରାୟଗଡା ରାଣୀଗୁଡା ଫାର୍ମରେ ଥିବା ସାଇ ଅମୃତା ଆପାର୍ଟମେଣ୍ଟରେ କଟକଣା ଲଗାଯାଇଛି । ଏହି ଆପାର୍ଟମେଣ୍ଟକୁ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୧୨ ଟି ସହରରେ ଜାରିରହିବ ଲକ୍-ଡାଉନ୍

ଇନ୍ଦୋର,୧୦ ।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହରୀ ଜାରି ରହିଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ଶିବରାଜ ସରକାର ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ସରକାର ୧୨ଟି…

ସାବଧାନ୍! ରାଜ୍ୟର ଏହି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଝଡବର୍ଷା ହୋଇପାରେ । ଆସନ୍ତାକାଲି ସୁଦ୍ଧା ୧୬ଟି ଜିଲ୍ଲାରେ ବଜ୍ରପାତ ସହ…

କୁଚବିହାର ହିଂସାକାଣ୍ଡକୁ ନେଇ ମୁଣ୍ଡ ଟେକିିଲାଣି ରାଜନୈତିକ ହିଂସା

ହିଂଗଲଗଞ୍ଜ, ୧୦ା୪ (ଓଡିଶା ଭାସ୍କର) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୁଚବିହାର ହିଂସା ପଛରେ ବିଜେପିର ଷଡଯନ୍ତ୍ର ଲୁଚି ରହିଥିବା କହିଛନ୍ତି । କୁଚବିହାର ହିଂସାରେ ଯେଉଁ ୪ ଜଣ ମତଦାତାଙ୍କର ମୃତ୍ୟୁ…

ଗୁଗୁଲ ପେ’ରେ ୫୦ ହଜାର ସଫା: ସାଇବର ଠକେଇରେ ଅବସରପ୍ରାପ୍ତ ଯବାନ ଶିକାର

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଅବସରପ୍ରାପ୍ତ ଯବାନ ସାଇବର ଲୁଟର ଶିକାର ହୋଇଛନ୍ତି । ଯବାନଙ୍କ ଆକାଉଣ୍ଟରୁ ପ୍ରାୟ ୫୦…

ସାବଧାନ୍! ଏଣିକି ଅମାନିଆଙ୍କୁ ଧରିବ ସିସିଟିଭି

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ୧୦୦୦ ଟପିଥିଲେ ବି ଲୋକେ ଅବୁଝା । ବିନା ମାସ୍କ ଓ ସାମାଜିକ ଦୂରତାରେ ଯାତାୟତ କରି ପ୍ରଶାସନର କଟକଣାକୁ ଫୁ’ କରି ଉଡାଇଦେଉଛନ୍ତି । ସେଥିପାଇଁ କୋଭିଡ…

ସୋଲେ ଷ୍ଟାଇଲରେ ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ସୁପୌଲ, ୧୦ା୪ (ଓଡିଶା ଭାସ୍କର) : ବିହାରର ସୁପୌଲରେ ଯୁବକଙ୍କ ହାଇଭୋଲଟେଜ୍ ଡ୍ରାମା । ସୋଲେ ଫିଲ୍ମରେ ଯେପରି ବାସନ୍ତୀକୁ ବାହା ହେବା ପାଇଁ ବୀରୁ ଯେମିତି ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲା । ଠିକ୍…