Browsing Category

Top Stories

ରାଜଧାନୀରେ ହେବ ଦୈନିକ ୧୦ ହଜାର ଟିକାକରଣ, ଏନେଇ କଣ କହିଲେ ବିଏମସି କମିଶନର

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ୨ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଏଥିସକାଶେ ୨୪ଟି ସରକାରୀ ଓ ୩୧ଟି ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଦୈନିକ…

ନୃଶଂସତାର ସୀମା ଟପିଲା: ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହାଣିଲା ସ୍ୱାମୀ

ଢେଙ୍କାନାଳ, ୨ା୪ (ଓଡିଶା ଭାସ୍କର): ଢେଙ୍କାନାଳରେ ଜିଲ୍ଲାରେ ଜଣେ ଯୁବକଙ୍କର ନୃଶଂସତାର ସୀମା ଟପିଛି । ପ୍ରାଣବନ୍ଧୁ ରାଉତ ନାମକ ଜଣେ ଯୁବକ ନିଜର ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହାଣିଛନ୍ତି । ତାଙ୍କର ଫାର୍ସା ଚୋଟରେ ଦୁଇ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୮.୩୯ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨ା୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୩୯ ହଜାର ୫୧୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ଉପରାଷ୍ଟ୍ରପତି ଦିନ ୧୧ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଅପରାହ୍ଣରେ କଟକ ଶାରଳା ଭବନ ଯାଇ ଆଦି କବି…

ଏହି ଜାତିର ମହିଳାମାନେ କରିଥାନ୍ତି ଏକାଧିକ ପୁରୁଷଙ୍କୁ ବିବାହ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ଦୁନିଆର କୋଣ ଅନୁକୋଣରେ ବିଭିନ୍ନ ପ୍ରକାର ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି । ତେବେ ସମସ୍ତଙ୍କର ରୀତିନିତି, ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ । ଏପରି ଏକ ଜାତିର ଲୋକମାନେ ଭାରତର ମେଘାଳୟର ବିଭିନ୍ନ ଅଞ୍ଚଳରେ…

ରାଜ୍ୟ ର ଚାଷୀଙ୍କ ଆକାଉଣ୍ଟ କୁ ଗଲା କାଳିଆ ଟଙ୍କା

ଭୁବନେଶ୍ୱର, ୧ ।୪(ଓଡିଶା ଭାସ୍କର):ରବି ଋତୁ ପାଇଁ ରାଜ୍ୟ ର ଚାଷୀ ମାନଙ୍କ ଆକାଉଣ୍ଟ କୁ ଗଲା "କାଳିଆ "ଟଙ୍କା । ନୂଆ ଆର୍ଥିକ ବର୍ଷ ରେ କାଳିଆ ଯୋଜନାରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୩୪ ଲକ୍ଷ ରୁ…

ବଢୁଛି କରୋନା! ଆଜି ଭୁବନେଶ୍ୱରରେ ୫୨ ଆକ୍ରାନ୍ତ, ୧୩ ସୁସ୍ଥ

ଭୁବନେଶ୍ୱର, ୧ ।୪(ଓଡିଶା ଭାସ୍କର): କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସୁସ୍ଥ ହୋଇଛନ୍ତି । ୫୨ ପଜିଟିଭ ମଧ୍ୟରୁ…