CHARIDHAM
Browsing Category

Top Stories

ଇରଫାନ ପଠାଣ ସମେତ ମହିଳା କ୍ରିକେଟର ହରମନପ୍ରୀତଙ୍କୁ କରୋନା

ନୂଆଦିଲ୍ଲୀ,୩୦ ।୩ : ଦେଶରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ବଡ଼ ଭାଇ ୟୁସୁଫ ପଠାଣଙ୍କ ପରେ ଏବେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇରଫାନ୍ ପଠାଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭ୍…

ଅସମ୍ଭାଳ ସ୍ଥିତି : ଦିନକରେ ୫୬,୨୧୧ ଆକ୍ରାନ୍ତ ବେଳେ ୨୭୧ ମୃତ

ନୂଆଦିଲ୍ଲୀ, ୩୦। ୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪ କୁ…

ପିପିଲି: ଆଜି BJD ଓ କଂଗ୍ରେସ ନାମାଙ୍କନ

ପିପିଲି,୩୦/୩(ଓଡ଼ିଶା ଭାସ୍କର): ପିପିିଲି ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଆଜି ନାମାଙ୍କନର ଶେଷ ତାରିଖ ରହିଛି। ଶେଷ ଦିନରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଆଜି ନିଜର ନାମାଙ୍କନ ଭରିବେ।…

ବିଶ୍ବରେ ୨୮ ଲକ୍ଷ ଟପିଲେ କୋରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩୦।୩: ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୦୩ ହଜାର ୯୮୮କୁ ବୃଦ୍ଧିପାଇଛି। ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୮୨ ଲକ୍ଷ ୩୦ ହଜାର…

୪୦ ଡିଗ୍ରୀ ଉପରେ ରାଜ୍ୟର ୧୫ଟି ସହର

ଭୁବନେଶ୍ୱର,୨୯।୩(ଓଡିଶା ଭାସ୍କର): ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୨.୨ ଡିଗ୍ରୀ ସହ ଟିଟିଲାଗଡ଼ ହୋଇଛି ଆଜିର ସବୁଠୁ ଉତ୍ତପ୍ତ ସହର।…

ଏକସଙ୍ଗେ କନ୍ୟା ଘରେ ପହଞ୍ଚିଲେ ୪ ଜଣ ବର, ମାତ୍ର ସମସ୍ତେ ହେଲେ…ଶିଶୁପାଳ

ଭୋପାଳ, ୨୯ା୩: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ବିବାହ କରିବାକୁ ଯାଇଥିବା ୪ ଜଣ ବର ଶିଶୁପାଳ ହୋଇ ଫେରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବରମାନେ ବିବାହ ପାଇଁ କନ୍ୟା ଘରେ…

ସାତ ତାଲା ପଛରେ ରହିଛି ରାମପୁର ନବାବଙ୍କ ଗୁପ୍ତସମ୍ପତ୍ତି, ଯାହାକୁ ଭାଙ୍ଗିବାରେ ଫେଲ୍ ମାରିଛି ବୋମା

ଭାରତରେ ରାଜାମାନଙ୍କ ରାଜୁତି ଶେଷ ହୋଇଛି, କିନ୍ତୁ ସେମାନଙ୍କ ଗୁପ୍ତ ସମ୍ପତ୍ତି ଆଜି ବି ବହୁ ସ୍ଥାନରେ ବନ୍ଦ ହୋଇ ରହିଛି । ଏପରି ଏକ ରାଜ୍ୟ ହେଉଛି ରାମପୁର, ଯେଉଁଠି ଶେଷ ନବାବ ରାଜା ଅଲ୍ଲୀ ଖାନଙ୍କ ସମ୍ପତ୍ତିର ବଣ୍ଟନ…