Browsing Category

Top Stories

ଏଣିକି ୬ କଏଦୀଙ୍କ ପାଇଁ ଜଣେ ସୁରକ୍ଷା କର୍ମୀ, ନୂଆ ଜେଲ ମାନୁଆଲ୍ କାର୍ଯ୍ୟକାରୀ

ଭୁବନେଶ୍ୱର,୧୩ ।୧୧(ଓଡିଶା ଭାସ୍କର): ସରକାରଙ୍କ ଅନୁମୋଦନ ପରେ ଲାଗୁ ହୋଇଛି ନୂଆ ଜେଲ୍ ମାନୁଆଲ । ସରକାରଙ୍କ ଅନୁମୋଦନ ପରେ ନୂଆ ଜେଲ ମାନୁଆଲ ଲାଗୁ ହୋଇଛି । ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ…

ଅନଲାଇନ୍ ଶିକ୍ଷା ପାଇଁ ଟିସିଏସ୍ ସହ ଚୁକ୍ତି

ଭୁବନେଶ୍ୱର,୧୩ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଆଦର୍ଶ ଓ ଉକ୍ରର୍ଷ ସ୍କୁଲରେ ଅନଲାଇନ୍ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ ମଧ୍ୟରେ ଚୁକ୍ତି ହୋଇଛି । ୨୧୪ ଆଦର୍ଶ ସ୍କୁଲ ଓ ୧୦୧ ଉକ୍ରର୍ଷ…

ଏଣିକି ସ୍କୁଲ୍ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର,୧୩ ।୧୧(ଓଡିଶା ଭାସ୍କର): ଏଣିକି ସ୍କୁଲ୍ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’ । ବନ୍ଦେ ଉତ୍କଳ ଜନନୀ ସ୍ଥାନ ପାଇବା  ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମାଧ୍ୟମିକ…

ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଉଦଳା, ୧୩ ।୧୧(ଓଡିଶା ଭାସ୍କର): ୧୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଗଲେ ମୟୁରଭଞ୍ଜ କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ । କପ୍ତିପଦା ନେସ୍କୋ ଜେଇ ଅଶ୍ୱିନୀ କୁମାର ଦାଶ…

ବନ୍ଧାହେଲେ ରାଜଧାନୀର କୋଟିପତି କିରାଣି

ଭୁବନେଶ୍ୱର,୧୩ ।୧୧(ଓଡିଶା ଭାସ୍କର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ସବକଲେକ୍ଟର ଅଫିସର ବରିଷ୍ଠ କିରାଣି ଉଦୟନାଥ ଜେନା । କୋଟିପତି ଉଦୟଙ୍କୁ ଆଜି ଗିରଫ କରିଛି…

ପୁଣି ଘୁଞ୍ଚିଲା ପରୀକ୍ଷା ଫଳ ପ୍ରକାଶନର ତାରିଖ

ଭୁବନେଶ୍ୱର,୧୩ ।୧୧(ଓଡିଶା ଭାସ୍କର): ପିଜି ଏକକ ପରୀକ୍ଷା ଫଳ ପ୍ରକାଶନର ତାରିଖ ପୁଣି ଘୁଞ୍ଚିଛି । ୧୬ ନଭେମ୍ବରରେ ପ୍ରକାଶ ପାଇବାର ଥିଲା ମେରିଟ୍ ଲିଷ୍ଟ । ନୂତନ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୨୧ରେ ରେଜଲ୍ଡ ପ୍ରକାଶ…

କେଉଁ ରାଜ୍ୟର ଲୋକମାନେ ଅଧିକ ମଦ୍ୟପାନ କରନ୍ତି ?

ଭାରତରେ ଅନଲକ୍ ଚାଲିଥିବା ବେଳେ ସମସ୍ତ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ରେଡ଼, ଗ୍ରୀନ ଓ ଅରେଞ୍ଜ ଜୋନରେ ମଦ ଦୋକାନ ଖୋଲିବା ପାଇଁ କୋହଳ କରାଯାଇଛି । ତେବେ ଆସନ୍ତୁ ଜାଣିବା ଭାରତର କେଉଁ ରାଜ୍ୟ,…